ଦେଶ ବିଦେଶ

ଚିନ୍ତା କମ କରିବା ପାଇଁ ଏହି ଦେଶ ଖୋଜିଲା ନୂଆ ରାସ୍ତା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ!

ଆଜିକାଲି ଏହି ଅସ୍ତ ବ୍ୟସ୍ତ ପୂର୍ଣ ଜୀବନ ରେ ଲୋକଙ୍କ ଚିନ୍ତା ଦିନକୁ ଦିନ ବଢି ଚାଲିଛି, ଏହା ସହ ଲୋକ ଚିନ୍ତା ମୁକ୍ତ ହାବା ପାଇଁ ହଜାର ହଜାର ଟଙ୍କା ଖର୍ଚ କରୁଛନ୍ତି, ତାପରେ ମଧ୍ୟ ଚିନ୍ତା କମୁ ନାହିଁ । ସମସ୍ତଙ୍କୁ ଚିନ୍ତା ରୋଗ ନିଶ୍ଚିନ୍ତ ଅଛି ସେ ବଡ ହୁଅନ୍ତୁ ବା ଛୋଟ ସମସ୍ତଙ୍କ ଜୀବନରେ କିଛି ନା କିଛି ଅସୁବିଧା ଅଛି ଯାହା ପାଇଁ ସେ ଚିନ୍ତିତ । ତେବେ ଆଜି ଆମେ ଆପଣଙ୍କୁ ଏକ ନୂଆ ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଚିନ୍ତା ଦୂର ହେବ ।

ତେବେ ଚିନ୍ତା ଦୂର କରିବା ପାଇଁ ଏହି ଦେଶ ଏକ ନୂଆ ରାସ୍ତା ବାହାର କରିଛି ଆସନ୍ତୁ ଜାଣିବା ସେ ବିଷୟରେ ସଂପୂର୍ଣ୍ଣ ଖବର ।

ଏବେ ୟୂରୋପିଅନ ଦେଶ ପଶ୍ଚାତ ନ୍ୟୂୟର୍କ ଚିନ୍ତା କମ କରିବା ପାଇଁ ଅଜବ ପ୍ରକାର ରାସ୍ତା ଖୋଜି ବାହାର କରିଛନ୍ତି, ୟୂରୋପିଅନ ଦେଶ ରେ କାୱ କଡଲିଙ୍ଗ ମାନେ ଗାଈ ସହ ସମୟ ବିତେଇବା ବହୁତ ଲୋକପ୍ରିୟ ହୋଇଛି । କାୱ କଡଲିଙ୍ଗ ମଣିଷଙ୍କୁ ଚିନ୍ତା ମୁକ୍ତ କରିବା ପାଇଁ ବହୁତ ଉପଯୋଗୀ ହେଇଛି ।

ଏହି ସେଶନ ଜୟେନ କରିବା ପାଇଁ ଲୋକ ବହୁତ ଟଙ୍କା ମଧ୍ୟ ଖର୍ଚ କରୁଛନ୍ତି, ଏହି ସୁବିଧା ଏବେ ଆମେରିକା ଲୋକଙ୍କ ପାଇଁ ୟୂରୋପିଅନ ରେ ଉପଲବ୍ଧ କରା ଯାଇଛି । ଏହା ଦ୍ଵାରା ଗାଈ ସହ ଘଣ୍ଟେ ବିତେଇବା ପାଇଁ ୫୨୦୦ଟଙ୍କା ଖର୍ଚ କରିବାକୁ ପଡିବ ।

ଏତେ ଟଙ୍କା ରେ ଦିନ ରେ ଦୁଇ ଥର ସେଶନ ଯୟନ କରି ଲୋକକୁ ଗାଈ ସହ ଶାନ୍ତ ଜାଗାରେ ଅବସର ପ୍ରାପ୍ତ ହେବ,ଏହା ଦ୍ଵାରା ଲୋକଙ୍କ ଚିନ୍ତା ବହୁତ ଦୂର ହୋଇଛି । ୟୂରୋପିଅନ ଦେଶର ୩୩ଏକର ରେ ରହିଥିବା ମାଉଣ୍ଟେନ ହାଉସ ଫାର୍ମ ରେ ଏହି ସୁବିଧା ଆରମ୍ଭ କରା ଯାଇଛି ।

ଏହି ଫାର୍ମ ରେ ୯ବର୍ଷ ଧରି ଘୋଡୋଙ୍କ ସହ ୱେଲନେସ ସେଶନ ଚାଲୁଥିଲା, କିନ୍ତୁ କାୱ କଡଲିଙ୍ଗ ଏବେ ଆରମ୍ଭ ହୋଇଛି । ଏହି ସେଶନ ରେ ମାତ୍ର ଗୋଟେ ଶାନ୍ତ ମାହୌଲ ରେ ଗାଈ ସହ ରହି ତା ହୃଦୟର ଧଡକନ ଶୁଣିବାକୁ ପଡେ ।

Related Articles

Leave a Reply

Your email address will not be published. Required fields are marked *

Back to top button