ବିଚାର

ଏହି ଫୁଲ ଗଛ ଆପଣଙ୍କ ଭାଗ୍ୟ ବଦଳାଇ ଦେବ, ଖୁବ୍ ଶୀଘ୍ର ଘରକୁ ଆଣନ୍ତୁ। ତାପରେ ଦେଖନ୍ତୁ ଚମତ୍କାର!

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କୁ ଫୁଲ ଗଛ ବିଷୟରେ କିଛି ଖାସ ତଥ୍ୟ ବର୍ଣ୍ଣନା କରିବାକୁ ଯାଉଛୁ। ଆଜି ଆମେ ଯେଉଁ ଫୁଲ ଗଛ ବିଷୟରେ କହିବାକୁ ଯାଉଛୁ, ସେହି ଗଛ ହେଉଛି ସଦାଶିବ ଗଛ। ଏହି ଗଛର ବହୁତ ମହତ୍ତ୍ଵ ରହିଛି। ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି ଗଛର ଫୁଲକୁ ବାଟି କେଶର ଲଗାଇବା ଦ୍ଵାରା ଅତ୍ୟନ୍ତ କଳା ହୋଇଥାଏ।

ଆପଣ ମାନେ ଜାଣିଥିବେ କି, ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକେ ମଧୁମେହ ରୋଗରେ ପୀଡିତ ଅଛନ୍ତି। ତେଣୁ ଏହି ଫୁଲ ମଧୁମେହ ରୋଗୀ ମାନଙ୍କ ପାଇଁ ସଂଜୀବନୀ ବୁଟୀ ସଦୃଶ ଅଟେ। ଯେଉଁମାନେ ମଧୁମେହ ରୋଗରେ ପୀଡିତ ଅଛନ୍ତି, ସେମାନେ ସକାଳୁ ଉଠି ଦୁଇରୁ ତିନୋଟି ସଦାଶିବ ଗଭର କଞ୍ଚା ପତ୍ର ଚୋବାଇ ତାର ରସ ଶୋଷି ନିଅନ୍ତୁ ତାପରେ ଗୋଟେ ଗ୍ଲାସ ପାଣି ପିଇ ଦିଅନ୍ତୁ। ଏଭଳି ଆପଣ ସପ୍ତାହରେ ତିନିଥର କରନ୍ତୁ। ଦେଖିବେ ଆପଣଙ୍କର ମଧୁମେହ ରୋଗ ଦୂର ହୋଇଯିବ।

ଯଦି ଆପଣ ଏହି ପତ୍ରକୁ ଚୋବେଇ ଖାଇ ପାରୁ ନାହାଁନ୍ତି, ତାହେଲେ ଗୋଟେ କପରେ ଗରମ ପାଣି ନେଇ ସେଥିରେ ତିନୋଟି ସଦାଶିବ ଫୁଲ ପକାଇ ଦିଅନ୍ତୁ। କିଛି ସମୟ ପରେ ଫୁଲ ଗୁଡ଼ିକୁ ବାହାର କରି ସେହି ପାଣିର ସେବନ କରନ୍ତୁ। ଯଦି ଆପଣ କାଛୁ କୁଣ୍ଡିଆ ରୋଗରେ ପୀଡିତ ଅଛନ୍ତି ତାହେଲେ ଆପଣ ସଦାଶିବ ଗଛର ପତ୍ର ଛିଡାଇ ତାର ବାହାରୁଥିବା କ୍ଷୀରକୁ କାଛୁ କୁଣ୍ଡିଆ ସ୍ଥାନରେ ଲଗାନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣ ଉପଶମ ପାଇବେ।

ଯଦି ଆପଣଙ୍କ ମୁହଁରେ ଅଧୀନ ବ୍ରଣ ବାହାରୁଛି, ତାହେଲେ ସଦାଶିବ ଗଛର ପାଞ୍ଚଟି ଫୁଲ ବା ପାଞ୍ଚଟି ପତ୍ର ନେଇ ତାକୁ ବାଟି ଦିଅନ୍ତୁ। ତାପରେ ଏହାକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଯଦି ଆପଣ ନିଜ ଚୁଟିକୁ ସୁସ୍ଥ ଓ ଲମ୍ବା କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରତ୍ୟେକଦିନ ସକାଳେ ଉଠି ପାଞ୍ଚଟି ପତ୍ରକୁ ଧୋଇ ଚୋବାଇ ଖାଆନ୍ତୁ। ଦେଖିବେ ଆପଣଙ୍କ ଚୁଟି କଳା ଓ ଲମ୍ବା ରହିବ।

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଦିବ ସକାଳେ ଦୁଇ ବା ତିନୋଟି ସଦାଶିବ ଫୁଲ ଚୋବେଇ ଖାଆନ୍ତୁ। ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକେ ମୋଟାପଣର ଶିକାର ହୋଇଥାନ୍ତି। ତେବେ ଯଦି ସକାଳୁ ଖାଲି ପେଟରେ ସଦାଶିବ ଫୁଲ ବା ପତ୍ରର ଚାହା ପ୍ରସ୍ତୁତ କରି ପିଅନ୍ତି, ତାହେଲେ ଧୀରେ ଧୀରେ ଆପଣଙ୍କ ମୋଟାପଣ କମିବାକୁ ଲାଗିବା। ଏହା ଶରୀରର ଅଦରକାରୀ ଚର୍ବିକୁ ହଟାଇବାରେ ସହାୟକ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button