ଜୀବନଶୈଳୀ

ସକାଳୁ ଉଠିଲେ,ଏମିତି ୪ଟି ସଂକେତ ମିଳୁ ଥିଲେ, ବୁଝି ଯାଆନ୍ତୁ କି ଆପଣଙ୍କ ଘରକୁ ଦେବୀ ଓ ଦେବତାଙ୍କ ଆଗମନ ହେଉଛି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଦେବୀ ଲକ୍ଷ୍ମୀ ସେହି ଲୋକଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିଥାନ୍ତି, ଯେଉଁମାନେ ଅଳ୍ପକେ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଖୁସିରେ ରହିଥାନ୍ତି, ଯେଉଁମାନେ ଶାନ୍ତିପ୍ରିୟ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ସକାଳୁ କେଉଁ କେଉଁ ଶୁଭ ସଙ୍କେତ ମିଳିବା ଦ୍ଵାରା ଜୀବନର ସବୁ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଶୁଭ ସଙ୍କେତ ସକାରାତ୍ମକ ପ୍ରଭାବକୁ ଦର୍ଶାଇ ଥାଏ। ପ୍ରଥମେ ଆସନ୍ତୁ ଜାଣିବା ଚେହେରାରେ ହସ। କୌଣସି ବ୍ୟକ୍ତିର ହସ ହସ ମୂଖ ଦେଖି ଦେଲେ ମନରେ ଅତ୍ୟନ୍ତ ଖୁସି ଅନୁଭୂତ ହୋଇଥାଏ। କିଛି ଏଭଳି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ଵାରା ଆପଣଙ୍କ ଘର ସୁଖଶାନ୍ତି ଓ ଧନସମ୍ପତ୍ତିରେ ଭରି ରହିଥାଏ। ନଡ଼ିଆକୁ ସାମାଜିକ ପରମ୍ପରା ବା ମାଙ୍ଗଳିକ କାର୍ଯ୍ୟାନୁଷ୍ଠାନରେ ବ୍ୟବହାର କରାଯାଇଥାଏ। ସକାଳୁ ଉଠି ଯଦି ଆପଣ ନଡ଼ିଆ ଦେଖୁଛନ୍ତି, ତାହେଲେ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ।

ଯଦି ଆପଣ ବାହାର ସ୍ଥାନକୁ କାର୍ଯ୍ୟ ମାମଲାରେ ଯାଉଛନ୍ତି, ଯଦି ରାସ୍ତାରେ ମାଙ୍କଡ, କୁକୁର, ସାପ ଆଦି ଦେଖୁଛନ୍ତି, ତାହେଲେ ଆପଣଙ୍କର କାର୍ଯ୍ୟ ସଫଳ ରହିବ। ଯଦି ଆପଣ ନିଜ ସ୍ୱପ୍ନରେ ସବୁଜ ପରିବେଶ ଓ ନଦୀ ଝରଣା ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଭବିଷ୍ୟତରେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଯଦି ଆପଣ ସକାଳୁ ଉଠି କ୍ଷୀର, ଦହି ଆଦି ଧଳା ରଙ୍ଗର ପଦାର୍ଥ ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କୁ କୌଣସି ସ୍ଥାନରୁ ଶୁଭ ସୂଚନା ମିଳିବାକୁ ଯାଉଛି।

ବାଦୁଡ଼ି ଘରେ ପ୍ରବେଶ କରିବା ଦ୍ୱାରା ଅତ୍ୟନ୍ତ ଅଶୁଭ ହୋଇଥାଏ। ଲୋକକଥା ଅନୁସାରେ ବାଦୁଡି ଘରେ ବସା କଲେ ଧନ ପ୍ରାପ୍ତି ହୋଇଥାଏ। ଯଦି ପୁରୁଷ ଲୋକଙ୍କର ଡାହାଣ ହାତ ପାପୁଲିରେ ଏବଂ ମହିଳା ମାନଙ୍କର ବାମ ହାତ ପାପୁଲିରେ କୁଣ୍ଡେଇ ହୁଏ, ତାହେଲେ ଧନ ଆଗମନ ହେବାର ସଂକେତ ମିଳିଥାଏ। ଘରେ ଜୀବନ୍ତ କଇଁଛ ପାଳିବା ଏବଂ କଇଁଛର ମୂର୍ତ୍ତି ଆଣି ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button