ଧର୍ମ

ଘରେ ରଖାଯାଇଥିବା ଏହି 2ଟି ଜିନିଷ ପଇସାକୁ ପାଣି କରିଦିଏ ଆପଣଙ୍କ ଘରେ ମଧ୍ୟ ନାହିଁ ତ?ଘରୁ ବର୍ତ୍ତମାନ ତୁରନ୍ତ ହଟେଇ ଦିଅନ୍ତୁ..

ମହିଳାଙ୍କ ଏହି ଢଙ୍ଗ ପୁରୁଷଙ୍କୁ ରାତା ରାତି କୋଟିପତି ରୁ ଭିକାରି କରିଦିଏ,ଏହା ସହିତ ଯଦି ଘରେ ଏହି ଭୁଲ ହେବାକୁ ଲାଗିଲା ତେବେ ଆପଣଙ୍କୁ ଦୁନିଆର କୌଣସି ଶକ୍ତି ମଧ୍ୟ ଗରିବ ହେବାରୁ ରୋକି ପାରିବ ନାହିଁ । ପ୍ରତ୍ୟେକ ବ୍ୟକ୍ତିର ସୁଖ ସମୃଦ୍ଧି ପ୍ରାୟ ଏହିପରି ମହିଳାଙ୍କ ଉପରେ ନିର୍ଭର କରିଥାଏ ଯିଏ ଘରର ସବୁ କାମ କରେ ଆଉ ପିଲାମାନଙ୍କର ଧ୍ୟାନ ରଖୁ । କିନ୍ତୁ କିଛି ଏମିତି କାମ ଯାହା ମହିଳାମାନଙ୍କୁ କରିବା କଥା ନୁହେଁ । କାରଣ ଏମିତି କରିବା ଦ୍ୱାରା ମହାଲକ୍ଷ୍ମୀ କେବେ ଆସନ୍ତି ନାହିଁ ।

ପ୍ରାଚୀନ କାଳରୁ ହିଁ ଘରର ଝିଅ ବୋହୁ କୁ ଘରର ଲକ୍ଷ୍ମୀ ମନାଯାଇଛି । ଏମିତି ମାନ୍ୟତା ଅଛି କି ଗୋଟିଏ ନାରୀ ଘରକୁ ସ୍ୱର୍ଗ କିମ୍ଵା ନର୍କ ବନେଇ ଦେଇପାରେ । ଆମ ଶାସ୍ତ୍ର ରେ ଝିଅ ବୋହୁ ଙ୍କର କିଛି ଏହିପରି ଅଭ୍ୟାସ ବିଷୟରେ କୁହାଯାଇଛି କି ଯାହାଙ୍କ କାରଣ ରୁ ଖୁସିର ପରିବାର ବି ନର୍କ ସମାନ ହୋଇଯାଏ । ଘରେ ଦାରିଦ୍ର୍ୟତା ଆସିଥାଏ । ଏମିତି ରେ ଚାଲନ୍ତୁ ଜାଣିବା ମହିଳାଙ୍କ ଏହି ଭୁଲ ପାଇଁ ଖୁସି ଆଉ କୋଟିପତି ଘର ବି କେମିତି ଭିକାରୀ ବନିଯାନ୍ତି ଚାଲନ୍ତୁ ଜାଣିବା । ତେବେ ଚାଲନ୍ତୁ ଜାଣିବା ;

୧. ପାଦ ହଲେଇବା : ଯେଉଁ ଘରର ମହିଳା ଖାଦ୍ୟ ଖାଇବା ସମୟରେ ପାଦ ହଲାନ୍ତି ସେ ଘର କେତେବେଳେ ବି ବର୍ବାଦ ହୋଇପାରେ । ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇପାରିନ୍ତି,ସେହି ଘରେ କୌଣସି ବଡ଼ ମୁଖିଆଙ୍କର ଚାକିରୀ ଚାଲିଯାଇ ପାରେ ,ଆଉ ଘରେ ଅଶାନ୍ତି ଆସିପାରେ ।

୨. ଯେଉଁ ଘରର ମହିଳା ଝାଡୁ କୁ ପାଦରେ ମାରନ୍ତି କିମ୍ବା ଗୋଇଠା ମାରନ୍ତି ଅବା ପଶୁଙ୍କୁ ମାରନ୍ତି ସେଇ ଘରେ କେବେ ବି ଲକ୍ଷ୍ମୀଙ୍କ ବାସ ହୋଇପାରେ ନାହିଁ । ଏଭଳି ପରିସ୍ଥିତିରେ ରୋଗ,ଚିନ୍ତା ମାଡି ବସିଥାଏ । ବିଶ୍ୱାସ କରାଯାଏ କି ଝାଡୁ ରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

୩. ଚୁଲି ରେ ଅଇଁଠା ବାସନ କିମ୍ବା ଚୁଲି ରେ ଅସନା କଡେଇ ଅବା କୌଣସି ଅସଜଡ଼ା ବାସନ ଯଦି କୌଣସି ମହିଳା ଛାଡିଯାଏ ।ତେବେ ଏହିପରି ଘରେ ଲକ୍ଷ୍ମୀ କଦାପି ଆସିନଥାନ୍ତି ।ଏହା ଦାରିଦ୍ୟ ଆଉ ଦୁଃଖର ବହୁତ ବଡ଼ କାରଣ ଅଟେ । ଏଥି ପାଇଁ ରାତିରେ ଚୁଲି ରେ ଅଇଁଠା ବାସନ ରଖନ୍ତୁ ନାହିଁ ।ବାସନ କୁ ତୁରନ୍ତ ଧୋଇ ଦିଅନ୍ତୁ କାରଣ ବାସନ ମଧ୍ୟ ଅଭିଶାପ ଦେଇଥାଏ ।

୪. ଯେଉଁ ଘରେ ମହିଳା ଠୋକର ମାରି କବାଟ କିମ୍ବା ଝରକା ଖୋଲନ୍ତି ସେଇଠାରେ ମଧ୍ୟ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ । ଏଥିପାଇଁ ଯଦି ଆପଣଙ୍କ ଘରେ ଏହିପରି ହେଉଛି ତେବେ ଏହାକୁ ତୁରନ୍ତ ରୋକି ଦିଅନ୍ତୁ । ଏହା ବିନାଶ କାରୀ ହୋଇପାରେ କାରଣ ମହାଲକ୍ଷ୍ମୀ ଙ୍କ ଆଗମନ ଏହି ଠାରୁ ହୋଇଥାଏ

୫.ଯଦି ଆପଣଙ୍କ ଘରର ମହିଳା ଘରର ଚଉକାଠ ଉପରେ ବସି ଭୋଜନ କରିଥାନ୍ତି ତେବେ ଏହା ଦ୍ୱାରା ଘରର ବର୍ବାଦ ହେବାର କାରଣ ବଢିଥାଏ । ହିନ୍ଦୁ ଶାସ୍ତ୍ର ରେ ଏହାକୁ ବହୁତ ଅଶୁଭ ବୋଲି ବିଶ୍ୱାସ କରାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button