ଜୀବନଶୈଳୀ

ଘରର ଝିଅକୁ କେବେ ଦିଅନ୍ତୁ ନାହିଁ ଏହି 1 ଜିନିଷ ନହେଲେ ବର୍ବାଦ ହୋଇଯିବେ..

ଝିଅ ଆମ ଘରର ଲକ୍ଷ୍ମୀ ହୋଇଥାନ୍ତି, ଆମ ହିନ୍ଦୁ ଧର୍ମ ରେ ଝିଅ ମାନଙ୍କୁ ମା ଲକ୍ଷ୍ମୀ, ମା ସରସ୍ବତୀ, ମା ଦୁର୍ଗାଙ୍କ ପ୍ରତୀକ ମାନା ଯାଇଥାଏ | ଝିଅ ପ୍ରତ୍ୟକ ମା ବାପା ଙ୍କର ଲାଡଲି ହୋଇଥାନ୍ତି |

ଗୋଟିଏ ରାଜକୁମାରୀ ପରି ରହିଥାଏ,କିନ୍ତୁ ପର ଧନ ହୋଇଥାନ୍ତି ସେଥିପାଇଁ ପ୍ରତ୍ୟେକ ମା ବାପା ତାଙ୍କୁ ଦିନେ ନା ଦିନେ ବିଦା କରିଥାନ୍ତି | ଏବଂ ନିଜର କର୍ତ୍ତବ୍ୟ ପାଳନ କରିଥାନ୍ତି, ଝିଅକୁ ବିବାହ ଦେବା ସବୁ ମା ବାପାଙ୍କର କର୍ତ୍ତବ୍ୟ ହୋଇଥାଏ | ଝିଅ ପାଇଁ ଭଲ ବର ଦେଖିବା, ତାଙ୍କୁ କେଉଁଥିରେ ହେଳା ନକରିବା ବିଦା କରିବା ମାତା ପିତାଙ୍କର ସବୁଠୁ ବଡ କର୍ତ୍ତବ୍ୟ ହୋଇଥାଏ |ଝିଅର ଶଶୁର ଘର କଥା ମଧ୍ୟ ଚିନ୍ତା କରନ୍ତି, ମା ବାପାଙ୍କର ଝିଅ ବିଦା କରିବା କେବଳ କର୍ତ୍ତବ୍ୟ ନୁହେଁ ଏହା ସ୍ନେହ ପ୍ରେମ କୁ ବି ଦର୍ଶାଇ ଥାଏ |

ଆଜିକାଲି ମର୍ଡନ ଯୁଗରେ ଯେଉଁ ପ୍ରକାରର ବିବାହ ହେଉଛି ତାହା ପୁରୁଣା ଯୁଗରୁ ଟିକିଏ ଅଲଗା ଅଟେ କିନ୍ତୁ ଭବନା ସମାନ | ଆଜିର ସମୟରେ ମା ବାପା ରୀତି ନୀତି ରେ କୌଣସି ହେଲା କରିପାରନ୍ତି କିନ୍ତୁ କର୍ତ୍ତବ୍ୟ ରେ ନୁହେଁ | ନିଜର ସବୁ ଇଛା ମଧ୍ୟ ପୁରା କରନ୍ତି ଏହି ଇଛା ମଧ୍ୟରୁ ହେଉଛି ଗୋଟିଏ ଝିଅ କୁ ଉପହାର ଦେବା |

ଆଜି କାଲି ସମୟରେ ଅନେକ ଉପହାର ତ ଝିଅ କୁ ମିଳିଥାଏ କିନ୍ତୁ ସେହି ଗୋଟିଏ ଖାସ ଉପହାର ହେଇ ଥାଏ ଯାହା ମା ବାପା ଦେଇଥାନ୍ତି | ତେବେ ଅନେକ ଲୋକ ବିଦା ସମୟରେ ଗଣେଶଙ୍କ ମୂର୍ତ୍ତି ଉପହାର ଦେଇଥାନ୍ତି | ହିନ୍ଦୁ ଧର୍ମ ରେ ଗଣେଶ ଜୀ ଙ୍କୁ ବିଘ୍ନ ବିନାଶକ କୁହାଯାଇଛି ଅର୍ଥାତ ଗଣେଶ ଜୀ ସମସ୍ତ ଦୁଃଖ କରନ୍ତି | ତେବେ ଗଣେଶ ଜିଙ୍କୁ ଶୁଭ ର ପ୍ରତୀକ ମଧ୍ୟ କୁହାଯାଏ | ତେବେ ଏହିପାଇଁ ସମସ୍ତେ ନିଜ ଝିଅ କୁ ଗଣେଶ ଜୀ ଙ୍କ ମୂର୍ତ୍ତି ଉପହାର ଦେଇଥାନ୍ତି | ତେବେ ଆପଣ ଯଦି ଚାହୁଁଛନ୍ତି ଏହି ଉପହାର ଦେବାକୁ ତେବେ ଭୁଲ ରେ ବି ଦିଅନ୍ତୁ ନାହିଁ |

ଏହାର କାରଣ ଜାଣିବା ପାଇଁ ଏହି ପୋଷ୍ଟ ଟିକୁ ସମ୍ପୂର୍ଣ ପଢନ୍ତୁ..

ହିନ୍ଦୁ ଶାସ୍ତ୍ର ରେ ଝିଅକୁ ଘରର ଲକ୍ଷ୍ମୀ ବୋଲି ବିଶ୍ୱାସ କରାଯାଏ, ଏମିତି ରେ ଯଦି ଗଣେଶ ଜୀ ଏବଂ ମାତା ଲକ୍ଷ୍ମୀ ଏକ ସାଙ୍ଗ ରେ ରୁହନ୍ତି ତେବେ ଘରେ ଧନର ଆଗମନ ସର୍ବଦା ରହିଥାଏ | ତେବେ ଏହି ପରି ପରିସ୍ଥିତିରେ ଯଦି ଆପଣ ଝିଅ ବିଦା ସମୟ ରେ ଗଣେଶ ଜୀଙ୍କୁ ଉପହାର ସ୍ୱରୂପ ଦେଉଛନ୍ତି ତେବେ ଆପଣ ଙ୍କୁ ଧନର ଅଭାବ ହେଇଯିବ | ସେଥିପାଇଁ ଏମିତି ଭୁଲ କରନ୍ତୁ ନାହିଁ ଘରୁ ଲକ୍ଷ୍ମୀ ଏବଂ ଗଣେଶ ଙ୍କୁ ଏକା ସାଙ୍ଗରେ ବାହାର କାରୀ ଦିଅନ୍ତୁ ନହେଲେ ଅନେକ କ୍ଷତି ହେବ | ତେବେ ଯେଉଁ ବ୍ୟକ୍ତି ଆଗରୁ ଏମିତି କରିସାରିଛନ୍ତି ତେବେ ସେମାନଙ୍କ ପାଇଁ କହିରଖୁଛୁ ସେମାନେ ତାଙ୍କ ଝିଅ ଠାରୁ କୌଣସି ଗଣେଶ ଙ୍କ ମୂର୍ତ୍ତି କିମ୍ବା ଫୋଟୋ ଆଣିପାରିବେ | ଏହା କରିବା ଦ୍ୱାରା ଆପଣଙ୍କ ଘରକୁ ଧନ ଆସିଥାଏ |

ଯଦି ଏହିପରି କରନ୍ତି ନାହିଁ ତେବେ ବଜାର ରୁ ନୂଆ ମୂର୍ତ୍ତି ମଧ୍ୟ କିଣିପାରିବେ | ନୂଆ ମୂର୍ତ୍ତି କିଣିବା ସମୟ ରେ ଧ୍ୟ୍ୟନ ଦେବା ଜରୁରୀ ହୋଇଥାଏ କି ଗଣେଶ ଜୀଙ୍କ ମୂର୍ତ୍ତି କେଉଁ ପ୍ରକାର ହେବା ଦରାକର | ତେବେ ମନେ ରଖନ୍ତୁ ସର୍ବଦା ଘରକୁ ବାମ ମୁଖି ଗଣେଶ ଙ୍କ ମୂର୍ତ୍ତି ଆଣନ୍ତୁ, ଏମିତି ନୁହେଁ କି ଡାହାଣ ଦିଗ ରେ ଶୁଣ୍ଡ ଥିବା ଗଣେଶ ଘରେ ପୂଜା ପାଇଁ ପାରିବେ ନାହିଁ |

କିନ୍ତୁ ଏହାର ଅନେକ ବିଧି ବିଧାନ ରହିଛି ଜଦି ଆପଣଙ୍କ ଠିକ ସେ ପୂଜା କରିବେ ନାହିଁ ତେବେ ଲାଭ ବାଦଲ ରେ ଆପଣଙ୍କ ର ଅନେକେ କ୍ଷତି ମଧ୍ୟ ହୋଇପାରେ | ତେବେ ଏଥି ପ୍ରତି ଧ୍ୟାନ ଦିଅନ୍ତୁ | ତେବେ ଯଦି ଆପଣ କେବଳ ଫୋଟୋ ଆଣୁଛନ୍ତି ତେବେ ମନେ ରଖନ୍ତୁ ଏହା 18ଇଞ୍ଚ ରୁ ଅଧିକ ହେଇଥିବ ଉଚିତ | ଯଦି ଘରେ ଖଣ୍ଡିତ ଗଣେଶ ଅଛନ୍ତି କିମ୍ବା ଦେଖେଇବ ପାଇଁ ଆପଣ ଏହିପରି ଗଣେଶ ଚିତ୍ର କରିଛନ୍ତି ତେବେ ତାକୁ ପୂଜା କରନ୍ତୁ ନାହିଁ | ଘରେ ଧଳା ଗଣେଶ ବହୁତ ଶୁଭ ହୋଇଥାନ୍ତି ରଖିବା |

ତେବେ ଝିଅ ଛଡା ଯଦି ତୁମେ ଆଉ କାହାକୁ ଗଣେଶ ଜୀ ଗିଫ୍ଟ ରେ ଦେଉଛନ୍ତି ତେବେ ମନେ ରଖନ୍ତୁ ଲକ୍ଷ୍ମୀ ଗଣେଶ ଙ୍କୁ ଏକା ସାଙ୍ଗରେ କାହାକୁ ଗିଫ୍ଟ ଦିଅନ୍ତୁ ନାହିଁ | ଏହାକି ଦେବା ଦ୍ୱାରା ଆପଣ ସୁଖ ସମୃଦ୍ଧି ଚାଲିଯାଇଥାଏ କାରଣ ଲକ୍ଷ୍ମୀ ଙ୍କୁ ଲାଭ ଏବଂ ଗଣେଶ ଶୁଭ ବୋଲି କୁହାଯାଏ | ଯଦି ଦୁଇ ଜଣା ଆପଣନଙ୍କ ଘରୁ ଚାଲିଯିବେ ତେବେ ବହୁତ ଅନିଷ୍ଟ ଏବଂ ଦରିଦ୍ରତା ଦେଖା ଦେବ | ତେବେ ଏହି ଉପାହାର ଦେବାରୁ ବଂଚିତ ହୁଅନ୍ତୁ..

Related Articles

Leave a Reply

Your email address will not be published. Required fields are marked *

Back to top button