ଦୁଇଥର ମ-ରୁ ମ-ରୁ ବଞ୍ଚିଛନ୍ତି ପ୍ରୀତି ଜିଣ୍ଟା, ଜାଣନ୍ତୁ ତାଙ୍କ ସହ ଜଡ଼ିତ କିଛି ଘଟଣା

ଚଳଚ୍ଚିତ୍ର ଜଗତର ଡିମ୍ପଲ୍ ଗାର୍ଲ କୁହାଯାଉଥିବା ଅଭିନେତ୍ରୀ ପ୍ରୀତି ଜିଣ୍ଟା ୩୧ ଜାନୁଆରୀରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ପ୍ରକୃତରେ ପ୍ରୀତିଙ୍କ ଜନ୍ମ ହିମାଚଳ ପ୍ରଦେଶର ସିମଲାରେ ୩୧ ଜାନୁୟାରୀ ୧୯୭୫ରେ ହୋଇଥିଲା। ଜଣାଇ ଦେଉଛେଯେ, ପ୍ରୀତି ଯେତେବେଳେ ୧୩ବର୍ଷର ହୋଇଥିଲେ, ତାଙ୍କ ପିତାଙ୍କ ଦୁର୍ଗାନନ୍ଦ ଜିଣ୍ଟା ଏକ କାର ଦୁ-ର୍ଘ-ଟ-ଣାରେ ମୃ-ତ୍ୟୁ-ବ-ର-ଣ କରିଥିଲେ। ଏହି ଦୁ-ର୍ଘ-ଟ-ଣାରେ ପ୍ରୀତିଙ୍କ ମା ମଧ୍ୟ ଗୁ-ରୁ-ତ-ର ଆ-ହ-ତ ହୋଇଥିଲେ। ତେବେ ପିଲାଦିନରୁ ପ୍ରୀତି ଏହି ଦୁ-ର୍ଘ-ଟ-ଣାକୁ ଦେଖିଆସିଛନ୍ତି, ସେ ନିଜେ ଦୁଇଥର ମଧ୍ୟ ମୃ-ତ୍ୟୁ ମୁହଁରୁ ରକ୍ଷା ପାଇଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଆମେ ଆଜି ଅଭିନେତ୍ରୀଙ୍କ ସହ ଘଟିଥିବା ସେହି ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରୀତିଙ୍କ ପାଇଁ ମୃ-ତ୍ୟୁ ଠାରୁ କମ୍ ନଥିଲା। ବାସ୍ତବରେ, ଏକ ଟିଭି ଚାନେଲକୁ ୨୦୧୮ରେ ପ୍ରୀତି ତାଙ୍କ ସହ ଘଟିଥିବା ଏକ ଭ-ୟ-ଙ୍କର ଦୁ-ର୍ଘ-ଟ-ଣା ବିଷୟରେ କହିଥିଲେ। ସେ ୨୦୦୪ରେ ଆସିଥିବା ସୁନାମିର ଆଖିଦେଖା ଦୃଶ୍ୟ ବିଷୟରେ କହିଥିଲେ। ସୁନାମିରେ ପ୍ରୀତି ତାଙ୍କର ବହୁତ୍ ନିକଟତମ ବନ୍ଧୁମାନଙ୍କୁ ହରାଇଥିଲେ।

ତେବେ ଅଭିନେତ୍ରୀ କହିଥିଲେ- “ମୁଁ ସେହି ସୁନାମିରେ ମ-ରି-ବା-କୁ ଅତି ନିକଟରେ ଥିଲି। ମୁଁ ସେତେବେଳେ ଫୁକେଟରେ ଥିଲି। ମୋର ଅଧିକାଂଶ ବନ୍ଧୁ ସୁନାମିରେ ମୃ-ତ୍ୟୁ-ବ-ର-ଣ କରିଥିଲେ। କେବଳ ମୁଁ ଏକୁଟିଆ ଥିଲୁ ଯିଏକି ବଞ୍ଚିଯାଇଥିଲା। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତିରେ ରଖନ୍ତୁ। ତାହା ଅତ୍ୟନ୍ତ କଷ୍ଟକର ସମୟ ଥିଲା।” ତେବେ, ସୁନାମି ଭ-ୟା-ଭ-ୟ ସମୟରେ ନିଜର ଲୋକମାନଙ୍କୁ ହ;ରା-ଇବା ପ୍ରୀତିଙ୍କ ଜୀବନ ପାଇଁ ଏକ ବଡ଼ ମୋଡ଼ ଥିଲା। ଅଭିନେତ୍ରୀ ନିଜେ ଏହା ବିଷୟରେ କହିଲେକି- ମୁଁ ସେ ବିଷୟରେ ଚିନ୍ତା କରିଲେ ଭାବେ ମୁଁ କଣ ବଞ୍ଚିଛି। ସେଥିପାଇଁ ମୁଁ ଭାବିଲିଯେ, ମତେ ମୋ ଜୀବନ ସହିତ ସେଇଆ କରିବା ଉଚିତ୍ ଯାହା ସତରେ ମୁଁ କରିବାକୁ ଚାହୁଁଛି।
ଏହି ଘଟଣା ପରେ ପ୍ରୀତି ଇଣ୍ଡିଆନ ପ୍ରିମୀୟର ଲିଗରେ ସାମିଲ ହେଲେ। ପ୍ରୀତି ଜିଣ୍ଟା କହିଲେ – ମୁଁ ବ୍ରେବରି ଏ ୱାର୍ଡ ସମୟରେ ଲଳିତ ମୋଦୀଙ୍କୁ ଭେଟିଥିଲି। ମୁଁ ଏହାର ବ୍ରାଣ୍ଡ ଆମ୍ବାସ ଡର ଥିଲି ଓ ଲଳିତ ମୋଦୀଙ୍କ ପୁରା ପରିବାର ଏଥିରେ ସାମିଲ୍ ଥିଲେ। ଆମେ ପରେ କଫିରେ ସାକ୍ଷାତ କରିଲୁ ଓ ମୁଁ କହିଲି କି ମୋତେ ସ୍ପୋର୍ଟସ ସ୍କୁଲ୍ ଖେଳିବାକୁ ବହୁତ୍ ଇଚ୍ଛା ଅଛି। ସ୍ପୋର୍ଟସ ସ୍କୁଲରେ ଖେଳିବା ମୋର ଓ ମୋ ବାପାଙ୍କର ସ୍ବପ୍ନ ଥିଲା। ସେ ସମୟରେ ମୋତେ ଜଣାନଥିଲା କି ସ୍ପୋର୍ଟସ ସ୍କୁଲରେ ଖେଳିବାକୁ ହେଲେ ୧୦୦୦ କୋଟି ଟଙ୍କାର ଆବଶ୍ୟକ ହୋଇଥାଏ।

ପ୍ରୀତି ଆଗକୁ କହିଲେ କି ଯେତେବେଳେ ଆଇପିଏଲ ରେ ବିଡିଂ ହେଉଥିଲା ସେତେବେଳେ ଲଳିତ ମୋଦୀ ମୋତେ ଫୋନ କରିଲେ ଆଇପିଏଲରେ ସାମିଲ ହେବା ବିଷୟରେ ପଚାରିଲେ। ସମସ୍ତେ ମନା କରିଦେଇଥିଲେ କିନ୍ତୁ ମୁଁ ଏହା ଉପରେ ଚିନ୍ତା କରିଲି। ଯେତେବେଳେ ମୋତେ ଲଗିଲାକି ଏଇଟା ମୁଁ କରିପାରିବି ତୋ ମୁଁ ଆଇପିଏଲ ପାଇଁ ହଁ କହିଦେଲି। ଆପଣଙ୍କୁ ଜଣାଇ ଦେଉଛୁ କି ପ୍ରୀତି ଜିଣ୍ଟା ୨୦୦୮ରେ ନେସ ବଡ଼ିୟା, ମୋହିତ ବର୍ମନ ଓ ଅନ୍ୟ ମାନଙ୍କ ସହ ମିଶି କିଙ୍ଗସ ଇଲେଭେନ ୨୦-୨୦ କ୍ରିକେଟର ମାଲିକାଣୀ ହେଲେ। ୨୦୦୮ ପର୍ଯ୍ୟନ୍ତ ପ୍ରୀତି ଆଇପିଏଲ ଦଳରେ ମାଲିକାନା ନେଇଥିବା ପ୍ରଥମ ମହିଳା ଥିଲେ ଓ ସବୁଠୁ ସାନ ଥିଲେ। ଆଜି ବି ମଧ୍ୟ ସେ ତାଙ୍କର ଦଳ ସହିତ ମିଶି ମ୍ୟାଚ ଦେଖନ୍ତି। ଗତବର୍ଷ ଦୁବାଇରେ ହୋଇଥିବା ଆଇପିଏଲ ୨୦-୨୦ରେ ପ୍ରୀତି ଉପସ୍ଥିତି ଥିଲେ।

ସୁନାମି ପୂର୍ବରୁ ପ୍ରୀତି ଆଉ ଏକ ଘଟଣାକୁ ସମ୍ମୁଖୀନ କରିଥିଲେ। ଯେଉଁଥିରେ ସେ ବର୍ତ୍ତି ଯାଇଥିଲେ। ଏହି ଘଟଣା ୨୦୦୪ରେ ହୋଇଥିଲା। ଶ୍ରୀଲଙ୍କାର କଲମ୍ବୋରେ ଟେପ୍ଟେସନ କଂସର୍ଟରେ ପ୍ରୀତି ଆଉ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ସହ ଉପସ୍ଥିତ ଥିଲେ। ଅଚାନକ ସେଠାରେ ବହୁତ୍ ବଡ଼ ବମ ବ୍ଲା-ଷ୍ଟ ହୋଇଥିଲା ଓ ଏଥିରେ ଅନେକ ଲୋକଙ୍କର ମୃ-ତ୍ୟୁ ହୋଇଥିଲା। ଏହି ଘଟଣାକୁ ପ୍ରୀତି ଓ ଦ୍ଵିତୀୟ ସେଲିବ୍ରିଟି ମୃ-ତ୍ୟୁକୁ ବହୁତ୍ ନିକଟରେ ଦେଖିଥିଲେ। ଯଦି ଆମେ ପ୍ରୀତିଙ୍କର ବାସ୍ତବ ଜୀବନ କଥା କହିବା ତେବେ ଅଭିନେତ୍ରୀ ୨୯ ଫେବୃୟାରୀ ୨୦୧୯ରେ ନିଜର ପାର୍ଟନର ଜିନ ଗୁଡଏନଫଙ୍କ ସହ ବିବାହ କରିଥିଲେ। ଏହି ବାହାଘର ଲସ ଏଞ୍ଜେଲେସର ଏକ ପ୍ରାଇଭେଟ ସ୍ଥାନରେ ସମ୍ପୂର୍ଣ୍ଣ ହୋଇଥିଲା।
ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।