ଓଡିଶା

ଗାଁ ଲୋକ ଶିବଲିଙ୍ଗ ଭାବି ଚଢାଇଲେ କ୍ଷୀର ଓ ଜଳ, ଯେତେବେଳେ ବାସ୍ତବ କଥା ଜଣା ପଡିଲା …..

ଉତ୍ତରପ୍ରଦେଶର ବନ୍ଦାୟୁରେ ଏକ ବିଚିତ୍ର ମା-ମ-ଲା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ନିଶ୍ଚୟ ହସିବେ। କୁୱରଗାଁର ଲୋକମାନେ ଅ-ନ୍ଧ-ବିଶ୍ଵାସ ଯୋଗୁଁ ଏଲଇଡି ଲାଇଟକୁ ଶିବଲିଙ୍ଗ ଭାବି ସକାଳ ପାଖରୁ ଦ୍ଵିପହର ପର୍ଯ୍ଯନ୍ତ ପୂଜା କରିବାକୁ ଲାଗିଲେ। ଲୋକମାନଙ୍କ ଆଖି ସେତେବେଳେ ଖୋଲିଲା ଯେତେବେଳେ ସେମାନେ ଜାଣିବାକୁ ପାଇଲେକି ଏହା ଶିବଲିଙ୍ଗ ନୁହେଁ ବରଂ ତାହା ଏକ ଏଲଇଡି ଲାଇଟ ଅଟେ। ସେତେବେଳେ ଲୋକମାନେ ସେଠାରୁ ହସି ହସି ଫେରିବାକୁ ଲାଗିଲେ।

ସୂଚନା ମୁତାବିକ, ଏହି ଘ-ଟ-ଣା ରବିବାର ଦିନ ଚର୍ଚ୍ଚାରେ ଆସିଥିଲା। ଯେତେବେଳେକି ଏହି ମା-ମଲା ଜାନୁୟାରୀ ୨୭ ତାରିଖର ଅଟେ। କୁୱରଗାଁ ଥା-ନା ଅଞ୍ଚଳରେ ଜଣେ ବ୍ୟକ୍ତି ସକାଳେ ନିଜର ପଶୁଶାଳରେ ସଫା କରୁଥିଲେ। ଏହି ସମୟରେ ସେ ଅଚାନକ ଧଳା ରଙ୍ଗର ଜିନିଷ ଦେଖିଲେ। ଯେମିତି ସେ ସେଥିରୁ ମାଟି ସଫା କରିଲେ, ସେମିତି ସେ ଧଳା ରଙ୍ଗର ଏକ ଚମକୁଥିବା ଜିନିଷ ଦେଖିଲେ। ସେ ସମ୍ପୂର୍ଣ ଭାବରେ ମାଟି ନ ହଟାଇ ସାରା ଗାଁକୁ ଏହି ବିଷୟରେ ଖବର ଦେଇଦେଲେ। କିଛି ଲୋକ ଏହାକୁ ଆରମ୍ଭରୁ ଅ-ନ୍ଧ-ବିଶ୍ଵାସ ବୋଲି ମାନୁଥିଲେ, ତେବେ କିଛି ଗ୍ରାମୀଣ ଲୋକ କହିବାକୁ ଲାଗିଲେକି ଏହା ଭଗବାନ ଶିବଙ୍କର ଶିବଲିଙ୍ଗ ଅଟେ।

ଏହି ଖବର ଗାଁରେ ପ୍ରଚାର ହେବା ମାତ୍ରେ ଅନେକ ଲୋକ ଆସି ପୂଜା କରିବା ଆରମ୍ଭ କରିଦେଲେ, ସମସ୍ତ ଲୋକ ନିଜ ଘରୁ ଦାନ ଜିନିଷ କ୍ଷୀର, ଜଳ, ବେଳ ପତ୍ର, ଟଙ୍କା ଓ ପ୍ରସାଦ ଆଦି ନେଇ ଚଢାଇବାକୁ ଲାଗିଲେ। ଦ୍ଵିପହର ପର୍ଯ୍ଯନ୍ତ ଏହି ଶିବଲିଙ୍ଗକୁ ପୂଜା କରିଲେ ଓ କ୍ଷୀର ମଧ୍ୟ ଚଢାଇଲେ। ଏହି ସମୟରେ ପାଖାପାଖି ୧୫୦୦ଟଙ୍କା ଦାନରେ ଆସିଗଲା।

Shivling
Google

ମନ୍ଦିରରେ ଟଙ୍କା ଦାନ କରିଥିଲେ:-

ଏହାର ଖୁ-ଲାସା ସେତେବେଳେ ହେଲା ଯେତେବେଳେ ଦ୍ଵିପହର ପରେ କିଛି ଲୋକ ବ-ଦମା-ସୀ କରି ମାଟି ଉଠାଇଦେଲେ ଓ ସମ୍ପୂର୍ଣ ଜିନିଷକୁ ହଟାଇଲେ ସେତେବେଳେ ଯାଇ ଜଣା ପଡିଲାକି ତାହା ଶିବଲିଙ୍ଗ ନଥିଲା ବରଂ ତାହା ଏକ ଏଲଇଡି ବଲବ ଥିଲା। ଏହା ପରେ ତାଙ୍କର ଭ୍ରମ ଦୂର ହୋଇଗଲା। ଯେତେବେଳେ ଖୁ-ଲା-ସା ହେଲା ସେତେବେଳେ ଲୋକମାନେ ବହୁତ ହସିବାକୁ ଲାଗିଲେ। ଦାନରେ ମିଳିଥିବା ପଇସାକୁ ସେ ଗାଁରେ ଥିବା ଶନି ମନ୍ଦିରରେ ଦାନ କରିଦେଲେ। ବାସ୍ତବ କଥା ଜାଣିବା ପରେ ସମସ୍ତେ ସେଠାରୁ ହସି ହସି ଫେରିଲେ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଆପଣଙ୍କ ମୋବାଇଲରେ ପାଇବା ପାଇଁ ଆମ ଏହି page କୁ ଲାଇକ କରି ଦିଅନ୍ତୁ । ପ୍ରତିଟି ଖବର ଆପଣଙ୍କ ପାଖରେ ପହଂଚିବ । ଖବର ଭଲ ଲାଗିଲେ ଲାଇକ ଓ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button