ଜୀବନଶୈଳୀ

କୁଣ୍ଡଳିରେ ଯଦି ଥାଏ ଏହି ଗଡ଼ବଡ଼ ତେବେ ବିବାହର ଯୋଗ ହୋଇ ନଥାଏ। ଆସନ୍ତୁ ଶୀଘ୍ର ବିବାହ ହେବାର ଉପାୟ ବିଷୟରେ।ଜାଣିବା ।

ହିନ୍ଦୁ ଧର୍ମରେ ଷୋହଳ ରୀତି ନିତିର ବର୍ଣ୍ଣନା କରାଯାଇଛି। ଏଗୁଡ଼ି ମଧ୍ୟରୁ ବିବାହ ଏକ ପ୍ରମୁଖ ରୀତିନୀତି ଅଟେ। ବିବାହ ପରେ ଜୀ-ବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ଏହି କାରଣରୁ ସମସ୍ତେ ଏହି ଫଳ ଖାଇବାକୁ ଚାହାଁନ୍ତି। କିନ୍ତୁ କିଛି ଲୋକ ଚାହିଁଲେ ବି ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇ ପାରନ୍ତି ନାହିଁ। ସେମାନଙ୍କ ବିବାହରେ କିଛି ସମସ୍ୟା ଆସିଥାଏ।

Google

ବିବାହ ଡେରି ହେବାର କାରଣ:-

ଠିକ ସମୟରେ ବିବାହ ନହେବା ଯୋଗୁ କେବେ କେବେ ଗ୍ରହମାନଙ୍କର ସ୍ଥିତି ତ କେତେବେଳେ ବାସ୍ତୁ ଦୋସ ଦାୟୀ ହୋଇଥାନ୍ତି। ଏପରି ସ୍ଥିତିରେ ବିବାହ ନହେବା କାରଣରୁ ଜାଣିନିଅନ୍ତୁ| ଆପଣ ଏଥିପାଇଁ କଣ ଉପାୟ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ଆପଣଙ୍କୁ ବିବାହରେ ବା-ଧା-ବି-ଘ୍ନର କାରଣ ଏବଂ ଏହାର ପ୍ରତିକାର ବିଷୟରେ କହିବାକୁ ଯାଉଛୁ।

ଯଦି ବ୍ୟକ୍ତିର ଜନ୍ମ କୁଣ୍ଡଳିରେ ବୃହସ୍ପତି ଗ୍ରହର ସ୍ଥିତି ଦୁର୍ବଳ ହୋଇଥାଏ ତେବେ ବିବାହ ବିଳମ୍ବ ହେବା ଆରମ୍ଭ ହେବାରେ ଲାଗିଥାଏ। ଏହାର କାରଣ ହେଉଛି ବୃହସ୍ପତିର ଶତ୍ରୁ ଗ୍ରହ ସହିତ ହୋଇଥାଏ।

Google

କୁଣ୍ଡଳିରେ ମାଙ୍ଗଳିକ ଦୋଷ ଥିବା ଯୋଗୁ ମଧ୍ୟ ବିବାହ ହୋଇ ନଥାଏ। ମାଙ୍ଗଳିକ ପୁଅଙ୍କୁ କେବଳ ମାଙ୍ଗଳିକ ଝିଅକୁ ବିବାହ କରିବା ଉଚିତ। ଅନ୍ୟଥା ବିବାହ ପରେ ସମସ୍ୟା ଆସିପାରେ।

କିଛି ଲୋକଙ୍କ କୁଣ୍ଡଳିରେ ଏପରିବି ହୋଇଥାଏ ଯେ ଯେଉଁଥିରେ ବିବାହର ଯୋଗ ରହି ନଥାଏ। ଏହିପରି ବ୍ୟକ୍ତି ମାନେ ପୁରା ଜୀ-ବନସାରା ଅବିବାହିତ ରହିଯାଆନ୍ତି।

ଘରେ ବାସ୍ତୁ ଦୋଷ ଥିଲେ ମଧ୍ୟ ବିବାହ ବିଳମ୍ବ ହୋଇଥାଏ। ଏପରି ପରିସ୍ଥିତିରେ ବାସ୍ତୁ ଶାସ୍ତ୍ର ବିଷୟରେ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଦେଖାଇବା ଉଚିତ।

Google

ଶୀଘ୍ର ବିବାହ ହେବାର ଉପାୟ:-

ବିବାହରେ ବାରମ୍ବାର ଅସୁବିଧା ଆସୁଥିଲେ ବ୍ୟକ୍ତିଙ୍କୁ ହଳଦୀ ପାଣିରେ ଗାଧୋଇବା ଉଚିତ। ଏହା କରିବା ଦ୍ୱାରା ଗୁରୁ ଗ୍ରହର ଦୋଷ ଦୂର ହୋଇଯାଏ ଏବଂ ବିବାହର ରାଶି ଶୀଘ୍ର ହୋଇଯାଏ।

ଗୁରୁବାର ଦିନ ଏକ କଦଳୀ ଗଛ ଲଗାଇ ସେଥିରୁ ପ୍ରତିଦିନ ପାଣି ଦେବା ଆରମ୍ଭ କରନ୍ତୁ। ଏହା ସହିତ ପ୍ରତି ଗୁରୁବାର ଭଗବାନଙ୍କର ନାମର ଉପବାସ ରଖିବା ମଧ୍ୟ ବିବାହ ଯୋଗକୁ ଶୀଘ୍ର କରିଥାଏ।

ଯେଉଁ ଜାତକଙ୍କୁ ବିବାହ ହେଉନାହିଁ ସେମାନେ ପ୍ରତି ସୋମବାର ଶିବଲିଙ୍ଗରେ କଞ୍ଚା କ୍ଷୀର ଦେବା ଉଚିତ। ଏହା ସହିତ ମା ପାର୍ବତୀଙ୍କୁ ସୁହାଗର ଜିନିଷ ଅର୍ପଣ କରନ୍ତୁ। ଏହି ଉପାୟରେ ଆପଣଙ୍କର ଶୀଘ୍ର ବିବାହ ହୋଇଯିବ।

ଯଦି ଆପଣଙ୍କର ଝିଅର ବିବାହ ହୋଇ ପାରୁନାହିଁ ତେବେ ବ୍ରାହ୍ମଣଙ୍କ ଝିଅର ବିବାହରେ କିଛି ଦାନ କରନ୍ତୁ। ଏହା ଶୀଘ୍ର ଆପଣଙ୍କ ଘରକୁ ବିବାହର ଯୋଗ ଆଣିବ।

Google

ବାସ୍ତୁ ବିଶେଷଜ୍ଞଙ୍କୁ ନିଜ ଘରକୁ ଡାକନ୍ତୁ ଏବଂ ଏହା ଯାଞ୍ଚ କରନ୍ତୁ ଯେ ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି କି ନାହିଁ। ଯଦି ଏହା ଅଛି ଏହାକୁ ଠିକ କରନ୍ତୁ।

ଅନେକ ଥର ପିତୃଦୋଷ ହେବା ଯୋଗୁ ମଧ୍ୟ ବିବାହ ହୋଇପାରେ ନାହିଁ। ଏପରି ପରିସ୍ଥିତିରେ ଆପଣ ପୂଜାପାଠ କରି ଏହି ଦୋଷରୁ ମୁକ୍ତି ପାଇପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button