ଧର୍ମ

ପ୍ରତିଦିନ ରାତିରେ କରନ୍ତୁ ଏହି ଗୋଟିଏ କାମ,ହେବନାହିଁ ଅକାଳ ମୃ-ତ୍ୟୁ,ଶିବ ପୁରାଣରେ ମହାଦେବ କହିଲେ ଏହି ରହସ୍ୟ:-

ମୃତ୍ୟୁ ଏକ ଅଟଳ ସତ୍ୟ ଯାହାକୁ କେବେବି ଏଡାଯାଇପାରିବ ନାହିଁ। କିନ୍ତୁ ଅକାଳ ମୃ-ତ୍ୟୁକୁ ଏଡାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ପ୍ରତିକାର ଦିଆଯାଇଛି। ଆମେ ସେମାନଙ୍କ ମଧ୍ୟରୁ କେତେକ ବିଷୟରେ ଏଠାରେ ଉଲ୍ଲେଖ କରୁଛୁ। ବିଶ୍ୱାସ କରାଯାଏ ଯେ ସେମାନଙ୍କୁ ଗ୍ରହଣ କରିଲେ ଅକାଳ ମୃ-ତ୍ୟୁକୁ ଏଡାଇ ଦିଆଯାଇପାରେ। ଆସନ୍ତୁ ସେଗୁଡିକ ବିଷୟରେ ଜାଣିବା…

ଶିବ ପୁରାଣ ରେ ମହାଦେବ ମାତା ପାର୍ବତୀ ଙ୍କୁ ସବୁ ପ୍ରକାରର ରୋଗ,ଦରିଦ୍ରତା ଏବଂ ଅକାଳ ମୃ-ତ୍ୟରୁ ବଞ୍ଚିବ ପାଇଁ ସମସ୍ତ ରହସ୍ୟ କହିଥିଲେ। ଏଥିରେ କୁହା ଯାଇଥିଲା ଯେ ସକାଳୁ ଉଠିବା ପରେ ଆମକୁ ପ୍ରତିଦିନ ଯୋଗ କରିବା କଥା ଏଥୁରୁ ଆମକୁ ରୋଗରୁ ମୁକ୍ତି ମିଳିଥାଏ ଏବଂ ରାତ୍ରିରେ ମଧ୍ୟ ଭୋଜନ ପରେ ଅନ୍ଧକାର ରେ ବସି ତର୍ଜନୀ ଆଙ୍ଗୁଠିକୁ କାନକୁ ନେଇ ଯୋଗ କରିବା ଓ ଏପରି କରିବା ଦ୍ୱାରା ଅଗ୍ନୀ ତତ୍ୱ ଶବ୍ଦ ଶୁଣାଯାଏ ଜାହାଦ୍ୱାର ଖାଦ୍ୟ ହଜମ ହୋଇଯାଏ। ଏହାକୁ ବୃଦ୍ଧ ଲୋକ କଲେ ମଧ୍ୟ ତାଙ୍କର ଅୟୁ ବଢିଥାଏ। ଏବଂ ଦ୍ୱିତୀୟ ଆସନ ସୁକଦ ଆସନ କରିବା ଦ୍ୱାରା ମୁଣ୍ଡରୁ ଜୀବନ ଦାୟୀ ଜଳ ନିଷ୍କାଶ୍ରିତ ହୋଇଥାଏ ଏବଂ ଏହା ଅମୃତ ହୋଇଯାଇଥାଏ ଯାହାକି ଅପଣଙ୍କ ଅୟୁ କୁ ବୃଦ୍ଧି କରିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button