ବିଚାର

ଶ୍ରାବଣ ମାସରେ 7ଟି ” ନାଲି ଲଙ୍କା ” ରେ କରନ୍ତୁ ଏହି କାମ, କର୍ଜମୁକ୍ତି, ଶତ୍ରୁ ନାଶ, ଦୁଃଖ ନାଶ, ନଜର ଦୋଷରୁ ମିଳିବ ମୁକ୍ତି…

ବନ୍ଧୁଗଣ ମଣିଷ ଜୀବନରେ ଅନେକ ଅସୁବିଧା ଆସିଥାଏ | କଷ୍ଟରେ ରହି ମଣିଷ ବହୁତ ହଇରାଣ ହୋଇଥାଏ,ବେଳେ ବେଳେ ଯେତେ ଚେଷ୍ଠା କଲେ ମଧ୍ୟ ସେହି ଦୁଃଖ ରୁ ବାହାରି ପାରିନଥାଏ | ଏଭଳି ପରିସ୍ଥିତିରେ ମଣିଷ ବେସାହାରା ହୋଇ ଯାଏ | ତେବେ ଏଭଳି ଅନେକ ଦୁଃଖ କଷ୍ଟ ରୁ ମୁକ୍ତି ପାଇବା ପାଇଁ ଆପଣ ଅନେକ ଉପାୟ କରିପାରିବେ |

ଭଗବାନ ଙ୍କର ପୂଜା ପାଠ କରିବା, ଅନେକ ଏହିପରି ଉପାୟ ମଧ୍ୟ ରହିଛି ଯାହାକୁ କରିବା ଦ୍ୱାରା ମଣିଷ ଅନେକ ଦୁଃଖ କଷ୍ଟରୁ ମୁକ୍ତି ପାଇପାରେ | ତେବେ ଆଜି ଆମେ ଆପଣଙ୍କୁ ଏହିପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ କର୍ଜମୁକ୍ତି, ଶତ୍ରୁ ନାଶ, ଦୁଃଖ ନାଶ, ନଜର ଦୋଷରୁ ମୁକ୍ତି ମିଳିଯିବ..

ତେବେ ବନ୍ଧୁଗଣ ଆପଣ ଖାଦ୍ୟରେ ନାଲି ଲଙ୍କା ତ ପ୍ରାୟତଃ ଖାଉଥିବେ | ଏହାର ବ୍ୟବହାର ଆପଣ ଖାଦ୍ୟରେ ହିଁ କରିଥାନ୍ତି ତେବେ ଆମେ ଆପଣଙ୍କୁ ଏହାର ଏକା ଉପାୟ କହିବାକୁ ଯାଉଛୁ | କଣ ଆପଣ ଜାଣିଛନ୍ତି ନାଲି ଲଙ୍କା ରେ ଏହି ଉପାୟ କରିବା ଦ୍ୱାରା ମଣିଷ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବ | ତେବେ ଚାଲନ୍ତୁ ଜାଣିବା ନାଲି ଲଙ୍କାର ଏହି ଚମତ୍କାରୀ ଉପାୟ ବିଷୟରେ..

– ବନ୍ଧୁଗଣ ଅନେକ ଥର ଦେଖାଯାଇଛି ଏମିତି କିଛି ଶତ୍ରୁ ଅଛନ୍ତି ଯେଉ ମାନେ ନିଜର ତ ହେଇଥାନ୍ତି କିନ୍ତୁ ଅନେକ ଶତ୍ରୁତା କରିଥାନ୍ତି ତେବେ ଏମିତି ଲୋକଙ୍କ ଠାରୁ ବଂଚିବା ପାଇଁ ଏହି ଉପାୟ କରନ୍ତୁ | ତେବେ ସାତୋଟି ନାଲି ଲଙ୍କା ନିଅନ୍ତୁ ଏହାକୁ ଘଣ୍ଟା କଣ୍ଟାର ବିପରୀତ ଦିଗରେ ନିଜ ମୁହଁ ଚାରିପଟେ ବୁଲାନ୍ତୁ ଏବଂ ଏହାକୁ ନେଇ ଘର ଠାରୁ ଅନେକ ଦୂରରେ ନେଇ କେଉଁଠି ଏକ ଗାଡ କରି ପୋତିଦିଅନ୍ତୁ, ଦେଖିବେ ନିଶ୍ଚିନ୍ତ ପ୍ରଭାବଶାଳି ହେବ |

-ଯଦି କୌଣସି ଇଣ୍ଟରଭ୍ୟୁ ପାଇଁ ଯାଉଛନ୍ତି କିମ୍ବା ଶୁଭ କାର୍ଯ୍ୟ ରେ ବାହାରକୁ ବାହାରିଛନ୍ତି ତେବେ ଏହି ଉପାୟ କରନ୍ତୁ 7ଟି ନାଲି ଲଙ୍କା ନେଇ ଘରର ମୁଖ୍ୟ ଦ୍ୱାରରେ ରଖିଦିଅନ୍ତୁ ଏବଂ ଗଲା ବେଳେ ତାକୁ ଡ଼େଇଁକି ଯାନ୍ତୁ ନିଶ୍ଚିନ୍ତ ଶୁଭ ହେବ | ଅଧିକ ସମସ୍ୟା ହେଉଥିଲେ ରାତିରେ ପାଣି ଗ୍ଲାସ ରେ ନାଲି ଲଙ୍କା ରଖି ରାତିରେ ସୁଅନ୍ତୁ ଏବଂ ସକାଳେ ବହୁତ ଦୂରକୁ ପିଙ୍ଗି ଦିଅନ୍ତୁ |

-ଟଙ୍କା ପଇସା ଜନିତ ସମସ୍ୟା ଯଦି ହେଉଛି ତେବେ ଏହି ଉପାୟ କରନ୍ତୁ 7ଟି ନାଲି ଲଙ୍କା ଏକ ସଫା କପଡାରେ ରଖିଦିଅନ୍ତୁ ଏବଂ ତାକୁ ଧନ ରଖିଥିବା ଜାଗାରେ ରଖିଦିଅନ୍ତୁ | କେବେ ବି ଧନର କମି ହେବ ନାହିଁ | ଯଦି ଆପଣଙ୍କ ବିରୋଧୀ କିଛି ଗୁଣି ଗାରେଡି କରିଛି ତେବେ ଏହି ଉପାୟ କରନ୍ତୁ 7ଟି ନାଲି ଲଙ୍କା ନିଅ ଟିକେ ଲୁଣ ଆଉ ସୋରିଷ ନେଇ ଶନିବାର ଦିନ ସାତ ଥର ମୁଣ୍ଡ ଚାରିପଟ ଘୁରେଇଦିଅ | ଏହାପରେ ଏହାକୁ ଫିଙ୍ଗିଦିଅନ୍ତୁ ସବୁ ମଙ୍ଗଳ ହେବ..

-ଯଦି ରୋଗ ହେଇଛି ତେବେ ଏହା କରନ୍ତୁ 7ଟି ନାଲି ଲଙ୍କା, ଫିଟିକିରି ଏବଂ କଳାଜିରା ରୋଗୀ ପାଖରେ ରଖନ୍ତୁ ଦେଖିବେ ଧୀରେ ଧୀରେ ସେ ଆରୋଗ୍ୟ ହୋଇଯିବେ | ଯଦି ଆପଣଙ୍କ ର କରଜ ବହୁତ ଅଛି ସୁଝିପାରୁନାହାନ୍ତି ତେବେ ଏହି ଉପାୟ କରନ୍ତୁ 21ଟି ନାଲି ଲଙ୍କା ନିଅନ୍ତୁ ଏବଂ ସୂର୍ଯ୍ୟ ଙ୍କୁ ଅର୍ପଣ କରନ୍ତୁ 21ଦିନ ଯାଏଁ ସବୁ ମଙ୍ଗଳ ହେବ କରଜ ମଧ୍ୟ ସୁଝିବାକୁ ପଇସା ଆସିଯିବ |

-ବ୍ୟବସାୟ ରେ କ୍ଷତି ହେଲେ ଏହି ଉପାୟ କରନ୍ତୁ 7ଟି ନାଲି ଲଙ୍କା ନିଅନ୍ତୁ ଏବଂ ଏହାକୁ ପାଣିରେ ଭିଜେଇ ନିଜ ମୁହଁ ଚାରିପଟେ 21ଥର ବୁଲନ୍ତୁ ଏବଂ ଏହାକୁ ନେଇ ରାସ୍ତାରେ ଫିଙ୍ଗି ଦିଅନ୍ତୁ | ଦେଖିବେ ସବୁ କିଛି ଲାଭ ଦାୟକ ହେବ | ଯଦି ଆପଣ ଙ୍କୁ କେହି ଦୃଷ୍ଟି ପକେଇଚି ତେବେ ଏହି ଉପାୟ କରନ୍ତୁ 7ଟି ନାଲି ଲଙ୍କା ନିଅନ୍ତୁ ପୀଡିତ ବ୍ୟକ୍ତି ମୁହଁରେ 7ଥର ବୁଲନ୍ତୁ ଏବଂ ତାକୁ ନେଇକି କେଉଁଠି ଜଳେଇ ଦିଅନ୍ତୁ ସବୁ ମଙ୍ଗଳ ହେବ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button