ବିଚାର

ନାଗ ପଞ୍ଚମୀରେ ଜରୁର କରନ୍ତୁ ଏହି 4 ଉପାୟ ପୁରା ହେବ ଘରେ ଅପାର ଧନ ବର୍ଷା..

ବନ୍ଧୁଗଣ ଶ୍ରାବଣ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିକୁ ନାଗପଞ୍ଚମୀ ରୂପରେ ପାଳନ କରାଯାଏ | ସନାତନ ଧର୍ମରେ ନାଗଙ୍କର ପୂଜା ବହୁତ ମହତ୍ୱପୁର୍ଣ ହୋଇଥାଏ | ବିଶେଷ କରି ନାଗପଞ୍ଚମୀ ଵାଲା ଦିନ | ନାଗପଞ୍ଚମୀ ଦିନଟିକୁ ମହାଦେବଙ୍କ ଆଭୂଷଣ ରୂପରେ ନାଗ ଦେବତାଙ୍କର ପୂଜା କରାଯାଏ | ନାଗଦେବତାଙ୍କ ପୂଜା କରିବା ଦ୍ୱାରା ଆଧ୍ୟାତମକତା ଶକ୍ତି ବଢିଥାଏ | ଧନ ସମ୍ପତିର ଅପାର ବର୍ଷା ହୋଇଥାଏ | ଏବଂ ମନର ସମସ୍ତ ଇଛା ପୁର୍ଣ ହୋଇଥାଏ ଯଦି ଆମେ ନାଗପଞ୍ଚମୀରେ ନାଗ ଦେବତାଙ୍କୁ ସବୁ ଵିଧି ବିଧାନରେ ପୂଜା କରିବା |

ଆମେ ଆଜି ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ କିପରି ଆପଣ ନାଗପଞ୍ଚମୀରେ କେମିତି ନାଗଦେବତାଙ୍କର ପୂଜା କରିବେ | ଆମକୁ କଣ ଏମିତି ବିଶେଷ କାର୍ଯ୍ୟ କରିବାକୁ ହେବ ଯଦି ଆମେ କାଳସର୍ପ ଦୋଷରେ ପୀଡିତ ଅଛେ କିମ୍ଭା ଯଦି ଆପଣ ଘରେ ଧନ ସମ୍ପତି ପ୍ରାପ୍ତ କରିବାକୁ ଚାହୁଁଥିବେ | ମା ଲଷ୍ମୀଙ୍କ କୃପା ଚାହୁଁଛନ୍ତି ତେବେ ଆମକୁ କଣ କରିବାକୁ ହେବ | କଣ ଉପାୟ କରିବାକୁ ହେବ ଚାଲନ୍ତୁ ଜାଣିବା |

ବନ୍ଧୁଗଣ ପ୍ରାଚୀନ କାଳରୁ ଆମେ ମାନେ ନାଗ ଦେବତାଙ୍କୁ ପୂଜା କରି ଆସୁଛୁ | ଏଥିପାଇଁ ଯେତେବେଳେ ନାଗପଞ୍ଚମୀ ଦିନ ଆମେ ନାଗ ଦେବତାଙ୍କୁ ପୂଜା କରୁ ତାହାର ମହତ୍ୱ ଅନେକ ବେଶୀ ହୋଇଯାଇଥାଏ | ଏମିତି ବିଶ୍ୱାସ କରାଯାଏ ଯେ ନାଗପଞ୍ଚମୀ ଦିନ ନାଗ ଦେବତାଙ୍କୁ କ୍ଷୀର ଅର୍ପଣ କରିବା ଉଚିତ

କ୍ଷୀରରେ ତାଙ୍କୁ ଗାଧେଇଦେବା ଉଚିତ ଏବଂ ଏଇଥିରୁ ଆପଣଙ୍କୁ ଅନେକ ପୁଣ୍ୟ ହାସଲ ହୋଇଥାଏ | ଏବଂ ଧାର୍ମିକ ଶାସ୍ତ୍ର ଅନୁଯାୟୀ ଯେତେବେଳେ ନାଗ ଦେବତାଙ୍କର ପୂଜା କରାଯାଏ ସେତେବେଳେ ଆପଣଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ନଷ୍ଟ ହୋଇଯାଏ | ଏହି ଦିନ ନାଗ ଦେବତାଙ୍କର ଵିଧି ବିଧାନ ଦ୍ୱାରା ପୂଜା କରିବା ହେତୁ ସବୁ ମନସ୍କାମନା ପୁର୍ଣ ହୋଇଥାଏ |

ଯଦି ଆପଣ ଘର ଠାରୁ ଦୂରରେ ରହୁଛନ୍ତି ତେବେ ଶିବ ମନ୍ଦିର ଯିବା ନିହାତି ଆବଶ୍ୟକ ହୋଇଥାଏ, ମନ୍ଦିରକୁ ଯାଇ ମହାଦେବ ଙ୍କୁ ପୂଜା କରିବା ହୋଇଥାଏ,ଏଥି ସହିତ ପାଖରେ ଥିବା ନାଗ ନାଗୁଣୀ ଙ୍କୁ ମଧ୍ୟ ପୂଜା କରି ପାରିବେ ଏହା କରିବା ଦ୍ୱାରା ଆପଣଙ୍କର ବହୁତ ଦୋଷ କ୍ଷୟ ହୋଇଥାଏ | କଳା ସର୍ପ ଦୋଷ ବି କଟିଯାଇଥାଏ,ସମ୍ପୂର୍ଣ ନିଷ୍ଠା ଏବଂ ମନ ଧ୍ୟାନ ଦେଇ ପୂଜା କଲେ ଅନେକ ଦୁଃଖ କଷ୍ଟ ଦୂର ହୋଇଥାଏ

ତେବେ ଆପଣ ଧୂପ ଦୀପ ଦେଇ ଭଗବାନ ଙ୍କୁ ପ୍ରସନ୍ନ କରିବାକୁ ଶିବ ମନ୍ଦିରକୁ ଯାଇ ପୂଜା କରିପାରିବେ ଏବଂ ନିଜ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ପାଇପାରିବେ | ଆପଣ ନାଗ ପଞ୍ଚମୀର ଗାଥା ନିଶ୍ଚୟ ଶୁଣିଥିବେ ତେବେ ଯଦି ଆପଣ ଏହି ବିଷୟରେ ଜାଣିନାହାନ୍ତି ତେବେ ଜାଣିବା ନିହାତି ଆବଶ୍ୟକ ଏବଂ ସେଥିରେ ଲେଖା ଥିବା ମନ୍ତ୍ର କୁ ଜପ କରିବା ନିହାତି ଆବଶ୍ୟକ ଏହା କରିବା ଦ୍ୱାରା ସୁଫଳ ମିଳିଥାଏ |

ତେବେ ବନ୍ଧୁଗଣ ଆପଣ କାଳ ସର୍ପ ଦୋଷ ବିଷୟରେ ତ ଜାଣିଥିବେ ତେବେ ଏହି ଦୋଷ ଥିଲେ ପାରିବାରିକ ଅଶାନ୍ତି ହୋଇଥାଏ, ପଠା ପଢ଼ାରେ ମନ ଲାଗେ ନାହିଁ, ସନ୍ତାନ ପ୍ରାପ୍ତିରେ ଅସୁବିଧାରେ ହୋଇଥାଏ | ବ୍ୟାପାର ରେ କ୍ଷତି ହୋଇଥାଏ, ଆର୍ଥିକ ସମସ୍ୟା ଉପୁଜିଥାଏ ଅନେକ ଆସନ୍ତି ମନରେ ବାସ କରିବାକୁ ଲାଗିଥାନ୍ତି ଆଉ ମନ ମଧ୍ୟ ବିଚଳିତ ହୋଇଥାଏ |

ତେବେ ବନ୍ଧୁଗଣ ଆପଣ ଏହି ସବୁର ନିରାକରଣ କରିବା ପାଇଁ ଆପଣ ରୁପାର ସର୍ପ ନାଗ ନାଗୁଣୀ ଆଣି ପୂଜା କରିପାରିବେ ଅତି ଶ୍ରଦ୍ଧା ଏବଂ ଭକ୍ତିର ସହିତ ତାଙ୍କୁ ଗଙ୍ଗା ଜଳ ଏବଂ ପଞ୍ଚାମୃତ ଦେଇ ପୂଜା କଲେ ଭଗବାନ ପ୍ରସନ୍ନ ହୁଅନ୍ତି ତେବେ ନାଗ ନାଗୁଣୀ ସୂର୍ଯ୍ୟର ତେଜକୁ ଡରିଥାନ୍ତି ତେବେ ଆପଣ ଦୀପ ଜଳିଲା ବେଳେ ଟିକେ ଦୁରକୁ ଜାଳିପାରିବେ ଏମିତି କରିବା ଦ୍ୱାରା ଭଗବାନ ଆପଣ ପୂଜାରେ ପ୍ରସନ୍ନ ହୁଅନ୍ତି ଏବଂ ମନ ଚାହୁଁଥିବା ବର ମଧ୍ୟ ଦିଅନ୍ତି ତେବେ ଏହିପରି ପୂଜା କରିବା ଦ୍ୱାରା କାଳ ସର୍ପ ଦୋଷ କଟିଯାଇଥାଏ |

ଏହିପରି ନାଗ ପଞ୍ଚମୀ ଦିନ ପୂଜା କରିସାରିବା ପରେ ଗୋଟେ ପାତ୍ର ଗାଈ କ୍ଷୀର କିମ୍ବା ଅନ୍ୟ କ୍ଷୀର ବି ନେଇପାରିବେ କିନ୍ତୁ ଗାଈ କ୍ଷୀର ସବୁଠାରୁ ସର୍ବୋତ୍ତମ ହୋଇଥାଏ | ଏହାକୁ ନେଇ ଏଥିରେ ଦୁବ ଘାସ ରଖି ନାଗ ପଞ୍ଚମୀ ଦିନ ନାଗ ଦେବତା କିମ୍ବା ଶିବାଳୟ କୁ ଯାଇ ପୂଜା କରି ଆସିବା ପରେ ଏହା କୁ ଘର ର ସମସ୍ତ ପାର୍ଶ୍ଵ ରେ ଛିଞ୍ଚିବା ଉଚିତ ହୋଇଥାଏ |

ଏହା କରିବା ଦ୍ୱାରା ଘର ପରିବାର ଉନ୍ନତି ହୋଇଥାଏ | ପାରିବାରିକ ଅଶାନ୍ତି ଦୂର ହୋଇଥାଏ,ବୈବାହିକ ଜୀବନ ରେ ଶାନ୍ତି ଆସିଥାଏ | ଏହି ଉପାୟକୁ ନାଗ ପଞ୍ଚମୀ ଦିନ କରିବା ଦ୍ୱାରା ବହୁତ ଲାଭ ହୋଇଥାଏ | ଅନେକ ମନ କାମନା ପୂର୍ଣ୍ଣ ହୋଇଥାଏ | କିନ୍ତୁ ମନେ ରଖନ୍ତୁ ଏହି ଉପାୟ କେବଳ ନାଗ ପଞ୍ଚମୀ ଦିନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button