ରାଜନୀତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ କ୍ୟାବିନେଟ ବୈଠକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏଥିରେ ୭ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ ମୋହର ବାଜିପାରେ। ତେବେ କେଉଁ କେଉଁ ପ୍ରସ୍ତାକୁ କ୍ୟାବିନେଟର ମଞ୍ଜୁରି ମିଳୁଛି, ତାହା ଦେଖିବାକୁ କେବଳ ଅପେକ୍ଷା।

Related Articles

Leave a Reply

Your email address will not be published. Required fields are marked *

Back to top button