ଧର୍ମ

ଗାଈକୁ ବାସି ରୁଟି ଖୁଆଇବା ଦ୍ୱାରା ସବୁଠୁ ବେଶୀ ଜଲ୍ଦି ଧନୀ କେମିତି ହୁଏନ୍ତି, ଆପଣ ବି ଜାଣନ୍ତୁ ଏବଂ ଆପଣ ବି ଜଲ୍ଦି କାରୋଡ଼ ପତି ହୋଇଯାଆନ୍ତୁ |

ବନ୍ଧୁଗଣ ହିନ୍ଦୁ ଧର୍ମରେ ଏହା ମନଯାଏ କି ଯଦି ଆମେ ଗୋ’ମାତାଙ୍କର ସେବା ନିଷ୍ଟା ଏବଂ ଶ୍ରଦ୍ଧାରେ କରିବା ତେବେ ଆମ ଘରେ ମାତା ଲଷ୍ମୀଙ୍କର ବାସ ହୋଇଥାଏ | ଏହା ତା ପୂର୍ବରୁ ଚାଲିଆସୁଛି କି ଆମେ ମନେ ଗାଈଙ୍କୁ କିଛି ନା କିଛି ସବୁବେଳେ ଖାଇବାକୁ ଦେଇଥାଉ | ଏବଂ ଆମ ସନାତନ ଧର୍ମରେ ଗାଈଙ୍କୁ ମାତା ଲଷ୍ମୀଙ୍କ ସୁରୂପ ବୋଲି ମଧ୍ୟ ବିବେଚନା କରାଯାଏ | କୁହାଯାଏ ଯେ ଗାଈର ସେବା କରିବା ଦ୍ୱାରା ଘର ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ ରହିଥାଏ | ଏବଂ ଯେଉଁ ଘରେ ଗାଈର ସେବା ଅତି ନିଷ୍ଟାରେ କରାଯାଏ ସେହି ଘରେ ମାତା ଲଷ୍ମୀଙ୍କ କୃପା ସଦା ସର୍ବଦା ରହିଥାଏ | ଏବଂ ଯେଉଁ ଘରେ ଗାଈର ସେବା କରାଯାଏ ନାହିଁ ସେହି ଘରେ ସବୁବେଳେ ଅନିଷ୍ଟ ଏବଂ ଅସନ୍ତୋଷ ଭାବ ଖେଳିଯାଏ | କିଛି ଲୋକ ଏମିତି ବି ଥାନ୍ତି କି ଯେଉଁମାନେ ତ ସହରରେ ରୁହନ୍ତି | ଏବଂ ସେଠାରେ ମଧ୍ୟ ଗାଈ ମାନଙ୍କୁ ରୁଟି ଖୁଆଇଥାନ୍ତି | କିନ୍ତୁ ବେଳେ ବେଳେ ଗାଈକୁ ଖୁଆଇବା ବେଳେ କିଛି ଭୁଲ ହୋଇଯାଏ | ଏମିତି 3ଟି ଜିନିଷ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ 3ଟି ଜିନିଷ କେବେ ବି ଗାଈ କୁ ଖାଇବାକୁ ଦେବା ଉଚିତ ନୁହେଁ

ବନ୍ଧୁଗଣ କୁହାଯାଏ କି ଗାଈ ଭିତରେ ସମସ୍ତ ଦେବା-ଦେବୀ ଏକାଠି ବାସ କରନ୍ତି | ତେବେ ବନ୍ଧୁଗଣ ଏମିତି ଅବସ୍ଥାରେ ଯଦି ଆପଣ ସକାଳର ପ୍ରଥମ ରୁଟି ଗାଈକୁ ଖୁଆନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ | ଏବଂ ଆପଣଙ୍କୁ ସମସ୍ତ ଦେବା-ଦେବୀଙ୍କର ଆଶ୍ରିବାଦ ପ୍ରାପ୍ତ ହୋଇଥାଏ | ଗାଇଙ୍କୁ ଗୁରୁଙ୍କ ସହ ମଧ୍ୟ ଯୋଡ଼ା ଯାଇଛି ଗୁରୁ ଅର୍ଥାତ ଗୁରୁ ଗ୍ରହ ବୃହସ୍ପତି ଗ୍ରହଙ୍କ ସହ | ଏଥିପାଇଁ ଯଦି ଆପଣ ଗୁରୁବାର ଦିନ ରୁଟି ଉପରେ କିଛି ହଳଦୀ ପକାଇ ଗାଈକୁ ଖାଇବାକୁ ଦିଅନ୍ତି ତେବେ ସୁଖ, ସମୃଦ୍ଧି, ଧନ, ଐଶୋରୀୟ ବଢିଥାଏ |

ଯେଉଁ ବ୍ୟକ୍ତିମାନେ ମାନସିକ ରୂପେ ଅସୁସ୍ଥ ଅଛନ୍ତି କିମ୍ଭା କୋୖଣସି ପ୍ରକାରର ମାନସିକ ଚିନ୍ତାରେ ଅଛନ୍ତି ସେହିମାନେ ଗାଈକୁ ରୁଟି ସହ କିଛି ଗୁଡ଼ ଖୁଆଇବା ଉଚିତ | ଏମିତି କରିବା ଦ୍ୱାରା ଆପଣଙ୍କ ଭିତରେ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ | ଆପଣଙ୍କ ଚିନ୍ତା ଦୂର ହୋଇଥାଏ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ |

ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କର ସମସ୍ତ ଗ୍ରହ ଖରାପ ଅଛି ତେବେ ଆପଣ ସର୍ବଦା ନିଜ ଘରେ ତିଆରି ହେଉଥିବା ପ୍ରଥମ ରୁଟି ନେଇ ଗାଈ କୁ ଖାଇବାକୁ ଦିଅନ୍ତୁ | ଏମିତି କରିବା ଦ୍ୱାରା ସବୁ ଗ୍ରହ ଧୀରେ ଧୀରେ ଶୁଭ ହୋଇଯିବେ | ଯଦି ଆପଣଙ୍କ ଜୀବନରେ ଅନେକ ଦିନ ହେବ କୋୖଣସି ବି ଶୁଭ କମ ହୋଇନାହିଁ ତେବେ ଏମିତିରେ ଆପଣ ଗାଈ କୁ ରୁଟି ଖାଇବାକୁ ଦେଇ ତାଙ୍କ ମୁଣ୍ଡରେ ମଥା ରଖି ନିଜ ଦୁଃଖ କୁହନ୍ତୁ ତାଙ୍କୁ ମୁଣ୍ଡିଆ ମାରନ୍ତୁ ତାଙ୍କ ପାଦ ଛୁଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଇଛା ନିଶ୍ଚିତ ପୁରା ହେବ |

ଏହା ଥିଲା ଆପଣ ମାନେ ଗାଈଙ୍କୁ କଣ ଖାଇବାକୁ ଦେବେ ଏବେ ଚାଲନ୍ତୁ ଜାଣିବା ଗାଈଙ୍କୁ କେଇ ଜିନିଷ ଆମେ ଖାଇବାକୁ ଦେବା ନାହିଁ |

ଗାଈଙ୍କୁ ରୁଟି ତ ସମସ୍ତେ ଖୁଆନ୍ତି କିନ୍ତୁ ବନ୍ଧୁଗଣ ମାନେ ରଖିବେ ଗାଈକୁ ଖାଇବାକୁ ଦେଉଥିବା ରୁଟି ଯେମିତି କେବେ ବି ବାସି ନ ହେଉ | ଯଦି ଆପଣ ପୂର୍ବ ଦିନର ରୁଟି ନେଇ ଗାଈକୁ ଦିଅନ୍ତୁ ତେବେ ସେହି ରୁଟି ଖାଇବା ଗାଈଙ୍କ ପାଇଁ ଅପମାନ ଜନିତ ହୋଇଥାଏ | ସେହି ରୁଟି ବାସି ହୋଇଯାଇଥଏ ଏବେ ମନେ ରଖିବେ ଗାଈକୁ କେବେ ବି ଯେମିତି ବାସି ରୁଟି ଖାଇବାକୁ ଦିଅନ୍ତୁ ନାହିଁ |

ସଢ଼ି ଯାଇଥିବା କିମ୍ଭା ଖରାପ ହୋଇଯାଇଥିବା ଖାଇବା କେବେ ବି ଗାଈଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଘରକୁ ଅସୁବିଧା ଏବଂ ସମସ୍ୟା ଆସିଥାଏ | ଯଦି ଆପଣ ଏମିତି କରୁଛନ୍ତି ତେବେ ତୁରନ୍ତ ନିଜର ଏହି ଖରାପ ଅଭ୍ୟାସକୁ ବନ୍ଦ କରିଦିଅନ୍ତୁ | କାରଣ ଗାଈଙ୍କ ଭିତରେ ସମଗ୍ର ଦେବା-ଦେବୀ ବାସ କରନ୍ତି ତେଣୁ ଆପଣ ଏପରି ଜମା ବି କରନ୍ତୁ ନାହିଁ |

ଭୁଲରେ ବି ଆପଣ ମାନେ ଗାଈକୁ ବାଲିଯାଇଥିବା କିମ୍ଭା ବାସି ଖାଦ୍ୟ ଦିଅନ୍ତୁ ନାହିଁ | ଏବଂ ମନେ ରଖିବେ କି ଗାଈକୁ କେବେ ବି କ୍ଷୀର ଦିଅନ୍ତୁ ନାହିଁ | ସେ ତାଜା କ୍ଷୀର ହେଉ କିମ୍ଭା ବାସି ଆପଣ ଗାଈକୁ କେବେ ବି କ୍ଷୀର ଦିଅନ୍ତି ନାହିଁ |

ଗାଈକୁ କେବେ ବି ଏହି 3ଟି ଜିନିସି କହିବାକୁ ଦେବେନି ପ୍ରଥମତଃ ବାସି ରୁଟି ଦେବେ ନାହିଁ | ଦ୍ୱିତୀୟତଃ ଘରେ ବଳୁଥିବା ଖାଇବା ଅର୍ଥାତ ଭାତ, କିମ୍ଭା ଅନ୍ୟ କିଛି ଜିନିଷ ଏପରି ବାସି ଖାଦ୍ୟ ମଧ୍ୟ ଆପଣ ନିଜ ଗାଈଙ୍କୁ ଦିଅନ୍ତୁ ନାହିଁ ଏମିତି କରିବା ଦ୍ୱାରା ସମସ୍ତ ଦେବା-ଦେବୀଙ୍କର ଅପମାନ ହୋଇଥାଏ | ତୃତୀୟତଃ କେବେ ବି କ୍ଷୀର ପିଇବାକୁ ଦିଅନ୍ତୁ ନାହିଁ |

Related Articles

Leave a Reply

Your email address will not be published. Required fields are marked *

Back to top button