ଜୀବନଶୈଳୀ

ସ୍ତ୍ରୀ ଙ୍କ ପାଇଁ କିଛି ଭି କରି ପାରନ୍ତି ଏହି ନାମର ପୁରୁଷମାନେ- Jyotisha Shastra

ଏହି ଚାରି ନାମର ପୁରୁଷମାନେ ସବୁ ବେଳେ ନିଜ ସ୍ତ୍ରୀ ମାନଙ୍କ ର ପାଇଁ ପାଗଳ ହୋଇ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣ ମାନେ ଯଦି ଏହି ନାମର ସ୍ଵାମୀ ପାଇ ଛନ୍ତି ତେବେ ଆପଣ ମଧ୍ୟ ନିଜକୁ ଭାଗ୍ଯବାନ ଭାବି ନିଅନ୍ତୁ । ବିବାହ ଏହି ଭଳି ଏକ ସମ୍ପର୍କ ଏହା ପାଇଁ ଅନେକ କିଛି କରିବା କୁ ପଡିଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଏହା ପାଇଁ ନାରୀ ମାନଙ୍କୁ ପିଲା ବେଳୁ ଆରମ୍ଭ କରାଯାଇ ଥାଏ ।

ଆପଣ ମାନେ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ କି ଯେଉଁ ମାନେ ଭି ବିବାହ କରି ଛନ୍ତି ସେମାନେ ସବୁ ବେଳେ ନିଜ ସମ୍ପର୍କ କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଥାନ୍ତି ଏହା ସହ ଆନୟ ସମ୍ପର୍କ କୁ ମଧ୍ୟ ପ୍ରାଧାନ୍ୟତା ଦେଇ ଥାନ୍ତି । ଆଜି ଆମେ କହିବା କି କିଛି ଜଣ ମହିଳା ମାନଙ୍କ ର ସବୁ ବେଳେ କମ୍ପଲେନ ଥାଏ କି ସେମାନଙ୍କ ସ୍ବାମୀ ମାନଙ୍କ ସମୟ ସେମାନଙ୍କ ପାଇଁ ନଥାଏ ।

କିନ୍ତୁ ଆଜି ଆମେ କହିବା ପାଇଁ ଯାଉଥିବା ନାମର ପୁରୁଷ ମାନେ ସବୁ ବେଳେ ନିଜ ସ୍ତ୍ରୀ କୁ ନିଜ ଉପରେ ରଖି ଥାନ୍ତି । ଝିଅ ମାନଙ୍କ ସ୍ଵପ୍ନ ସବୁ ବେଳେ ପୂରଣ ହୋଇ ନଥାଏ । କିନ୍ତୁ ଏହା ବିବାହ ପରେ ବଦଳି ଯାଇ ଥାନ୍ତି । ଆମ ଶାସ୍ତ୍ର ରେ କୁହାଯାଇଛି କି ଆମ ନାମର ପ୍ରଥମ ଅକ୍ଷର ଆମ ଜୀବନର ବହୁତ ମହତ୍ଵ ରଖି ଥାଏ ।

ଆଜି ଆପଣ ଏହି ଅକ୍ଷର ରୁ ଜାଣି ଯିବେ ନିଜ ସ୍ଵାମୀ ଙ୍କ ବିଷୟରେ । ପ୍ରଥମ ଅକ୍ଷର ହେଉଛି “A” ଏହି ନାମର ପୁରୁଷ ମାନେ ସବୁ ବେଳେ ନିଜ ସ୍ତ୍ରୀ ଙ୍କ ଧ୍ୟାନ ରଖି ଥାନ୍ତି କେବବଳ ଏହା ନୁହେଁ ଏମାନେ ସବୁ ବେଳେ ନିଜ ସ୍ତ୍ରୀ ଙ୍କ ସହ ରହିବା ପାଇଁ ପସନଦ କରି ଥାନ୍ତି । ସେମାନେ ସବୁ ପ୍ରକାର ସାହାଜ୍ଯ କରି ଥାନ୍ତି । ଏମାନଙ୍କୁ ନିଜ ସ୍ତ୍ରୀ ଆଗରେ କେହି ଦେଖା ଯାଇ ନଥାନ୍ତି ।

ଏହା ପରରେ ନାମ ଆସେ “K” ନାମର ପୁରୁଷଙ୍କ ର ଏମାନେ ବହୁତ ଜିଦିଆ ହୋଇଥାନ୍ତି ଏମାନେ ନିଜ ସ୍ତ୍ରୀ କୁ ତଥାପି ସମୟ ଦେବା ଓ ଭଲପାଇବା ରେ କମ ରେ ରଖି ନଥାନ୍ତି । ଏମାନେ ନିଜ ସ୍ତ୍ରୀ ର ସବୁ କଥା ମାନି ଥାନ୍ତି । ଏମାନେ ନିଜ ସାଥି ପାଇଁ କିଛି ଭି କରି ପାରନ୍ତି । ଏହା ପରେ ନାମ ଆସେ “P” ଏମାନେ ହୃଦୟର ବହୁତ ଭଲ ଥାନ୍ତି ଏମାନେ ନିଜ ସ୍ତ୍ରୀ ଙ୍କ ପ୍ରେମରେ ପାଗଳ ଥାନ୍ତି ।

ଏମାନେ କହିବା ଆଗରୁ ବୁଝି ପାରନ୍ତି କି ଏମାନେ କଣ କଲେ ତାଙ୍କ ସ୍ତ୍ରୀ ଭଲ ପାଇବା ଦେବେ । ଏହା ପରେ “R” ଏହି ନାମର ପୁରୁଷମାନେ ନିଜ ସ୍ତ୍ରୀ ମାନଙ୍କ ପାଇଁ ସବୁ ବେଳେ କିଛି ନା କିଛି କରୁ ଥାନ୍ତି ଏହା ଅସହ ବିବାହ କୁ ନେଇ ଥିବା ୟାଙ୍କ ମତ ପାଇଁ ଏମାନେ ଅଧିକ ଭଲ ସ୍ଵାମୀ ହୋଇ ପାରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button