ଓଡିଶା

ଧନୀ ହେବାର ଏକମାତ୍ର ରାସ୍ତା, ଏହା କଲେ ଧନ ବଢେ- Ajira Anuchinta

ଓଡିଶାରେ ଭଗବାନ ଙ୍କ ରଥ ଯାତ୍ରା କାହାକୁ ବା ନ ଜଣା । ଯିଏ ଭି ଭାରତ ରେ ରହିଛି ସେ ଜାଣିଛି କି ଭଗବାନ ଏବେ ଜଗନ୍ନାଥ ଭାବେ ପୁରୀ ଦାଣ୍ଡରେ ନିଜ ଶ୍ରୀକ୍ଷେତ୍ର ଧାମରେ ରହୁ ଛନ୍ତି କିନ୍ତୁ ତାଙ୍କୁ ଦର୍ଶନ କରିବା ଏତେ ସହଜ ନୁହେଁ । କାରଣ ହେଉଛି କି ଭଗବାନ ଙ୍କୁ ଦର୍ଶନ କରିବା ପାଇଁ ସଭିଙ୍କୁ ମନ୍ଦିର ଭିତରକୁ ଯିବା ନିଷେଧ ଥାଏ ତେଣୁ କରି ଯେଉଁ ଭଗବାନ ଙ୍କୁ ପୂଜା ଅକରନ୍ତି କିନ୍ତୁ ତାଙ୍କୁ ଦେଖିବା ପାଇଁ ଆତୁର ଥାନ୍ତି ସେମାନେ ଏହାକୁ ଦେଖିବା ପାଇଁ ନିଶ୍ଚିତ ଭାବେ ରଥଯାତ୍ରା ରେ ସୁଯୋଗ ପାଇ ଥାନ୍ତି କେବଳ ସେତିକି ନୁହେଁ ଏମାନେ ଭଗବାନ ଙ୍କ ବେଶ ମଧ୍ୟ ଦେଖି ପାରନ୍ତି ।

ଏହା ମଧ୍ୟରେ ସୁନା ବେସ, ଗଜାନନ ବେଶ ଆଦି ପ୍ରମୁଖ ଅଟେ । ଯଦି ଆମେ ଦେଖିବା ଅପାଇନ ଯିବା ଏହି ସୁନା ବେଶ ଦିନ ଆଉ ଏକ କଥା ଆମକୁ ଆଶ୍ଚର୍ଯ୍ୟ କରାଇ ଦେଇ ଥାଏ । କହିବାର ମାନେ ହେଉଛି କି ଏହି ସୁନା ବେଶ ଦିନ ଭଗବାନ ଙ୍କ ହାତ ଓ ପାଦ ମଧ୍ୟ ଆମେ ଦର୍ଶନ କରି ଥାଉ । ନହୋଲେ ଏମିତିରେ ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହା କେବଳ ଅଧା ଗାଢା ଭଙ୍ଗା ଦେବତା ଙ୍କ ଭଳି ଦେଖା ଯାଇ ଥାନ୍ତି । ଆମେ କହିବା ପାଇଁ ଯାଉଛୁ କି ଆମେ ଯେଉଁ ଭଗବାନ ଙ୍କ କଥା ଅକହୁଛେ ସେ ହେଉଛନ୍ତି ପତିତ ପାବନ କିନ୍ତୁ ତାଙ୍କ ଅଳଙ୍କାର ମାନ କେବେ ହେଲେ ଚୋରୀ ହୋଇ ନାହିଁ ଲକ୍ଷ ଲକ୍ଷ ଭକତ ଙ୍କ ଭିତରେ ।

ଆମେ ଯଦି ନିଜ ଘରର ଥିବା ସୁନା କୁ ବଢାଇବା ପାଇଁ ଚାହୁଁ ଚେ । ତେବେ ଆମେ ଏକ କାମ କରିବା ଦ୍ଵାରା ଆମ ଜୀବନ ସାର୍ଥକ ହୋଇ ପାରିବ ଓ ଆମେ ଆମ ସୁନା କୁ ବଢାଇ ପାରିବା । ଏହା ହେଉଛି ଆମେ ଏହି ଦିନ ଏକ ସାଧା କାଗଯ ରେ ନାଲି କଲମ ରେ ମାତ୍ର ଚାରି ଅକ୍ଷର ଲେଖିବା ଏହା ପରେ ଏହାକୁ ଆମେ ଗଳନା ବାକ୍ସରେ ରାଖୀ ଦେବା । ଏହା ହେଉଛି ସେଇ ଚାରି ଅକ୍ଷର ପରଖିତ । କୁହାଯାଏ କି ରାଜା ପରଖିତ ହିଁ କଳି କୁ ରହିବା ପାଇଁ ବାସ ଦେଇ ଥିଲେ । ସୁନା ରେ କଳି ବାସ କରେ ।

ଭଗବାନ ମଧ୍ୟ ଏଥିରେ ବାସ କରନ୍ତି କିନ୍ତୁ ଏହା କଳି ଜୁଗ ହେତୁ ଏଥିରେ କଳି ବାଶ କରନ୍ତି । ଆପଣ ମାନେ ଜାଣି ଥିବେ କି ପରଖିତ ଙ୍କୁ କଳି ରହିବା ପାଇଁ ସାଥାନ ମାଗିବା ରୁ ରାଜା ଅକହିଲେ ତୁମେ ଚାରି ଜାଗାରେ ବାଶ କରିବ । ପ୍ରଥମ ଯେଉଁ ଜାଗାରେ ନିଶା ଦ୍ରବ୍ଯ ଥିବ, ଯେଉଁ ଜାଗାରେ ଜୁଆ ଥିବ, ଯେଉଁ ଯାଗାରେ ବେଶିଆ କାମ ଥିବ, ଯେଉଁ ଜାଗାରେ ଜୀବ ହ-ତ୍ୟା ହେଉଥିବା ସେହି ଜାଗାରେ ରହିବୁ କଳି କହିଲା ଆପଣ ମତେ ଏକ ଭଲ ଜାଗା ମଧ୍ୟ ଦିଅନ୍ତୁ ସେତେବେଳେ ରାଜା କହିଲେ ଠିକ ଅଛି ତୁମେ ସୁନା ରେ ବାଶ କରିବ । ତେଣୁ ଏହି ନାମ ରଖିବା ଦ୍ଵାରା ଆପଣଙ୍କ ଧାନ ବଢିବ ।

Related Articles

Leave a Reply

Your email address will not be published. Required fields are marked *

Back to top button