ବିଚାର

ପିତୃପକ୍ଷରେ ଭୁଲରେ ବି କିଣନ୍ତୁ ନାହିଁ ଏହି 3ଟି ଜିନିଷ ପିତୃ ହେବ କ୍ରୋଧିତ,ପିତୃପୁରୁଷଙ୍କୁ ହେବ କଷ୍ଟ |

ପିତୃ ପକ୍ଷରେ କିନ୍ତୁ ନାହିଁ ଏହି ଜିନିଷ, ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ପିତୃପକ୍ଷ ଚାଲିଛି ଏବଂ ଏହି ସମୟରେ କିଛି ଲୋକ ଏହା ମଧ୍ୟ ଭାବୁଥାନ୍ତି କି ଏହି ସମୟରେ କଣ କିଣିବା ଉଚିତ ଏବଂ କଣ କିଣିବା ଅନୁଚିତ | ତେବେ ବନ୍ଧୁଗଣ ପିତୃପକ୍ଷ ସମ୍ପୂର୍ଣ ରୂପରେ ପିତୃପୁରୁଷଙ୍କ ପାଇଁ ସମର୍ପଣ କରାଯାଇଛି | ଏହି ସମୟରେ ପିତୃପୁରୁଷଙ୍କ ଆତ୍ମର ଶାନ୍ତି ପାଇଁ ଆମେ ଶ୍ରାଦ୍ଧ କରିଥାଉ, ପିଣ୍ଡ ଦାନ କରିଥାଉ ଏଥି ସହ ଆମେ ତର୍ପଣ ମଧ୍ୟ କରିଥାଉ |

ବନ୍ଧୁଗଣ ଏହା ମଧ୍ୟ ମନାଯାଏ କି ଏହି ସମୟରେ ଆମ ପୂର୍ବଜ ଏବଂ ଆମ ପିତୃପୁରୁଷ ମାନେ ପୃଥିବୀ କୁ ଅଶାନ୍ତି ଏବଂ ସେମାନେ ନିଜ ସନ୍ତାନ ମାନଙ୍କ ପାଖକୁ ଆସିଥାନ୍ତି ଏବଂ ତାଙ୍କର ଆତ୍ମକୁ ଶାନ୍ତି ଦେବା ପାଇଁ ହି ଆମେ ଏହି ସବୁ ଶ୍ରାଦ୍ଧ, ପିଣ୍ଡ, ତର୍ପଣ ଆଦି କରିଥାଉ | ଏବଂ ତାଙ୍କର ଆଶ୍ରିବାଦରେ ହି ଆମକୁ ଧନ ପ୍ରାପ୍ତ ହୋଇଥାଏ ଆମକୁ ଆଶିଷଯ୍ୟ ପ୍ରାପ୍ତ ହୁଏ, ଆମର ବଂଶ ବୃଦ୍ଧି ହୁଏ, ଆମ ଜୀବନରେ ସୁଖ, ସମୃଦ୍ଧି ଆଦି ଆସିଥାଏ | ଏହି ସମୟରେ ଆମ ମାନଙ୍କ ମନରେ ଏହା ପ୍ରଶ୍ନ ଆସେ କି ଆମେ ଏହି ସମୟରେ କଣ କିଣିବା ଉଚିତ ଏବଂ କଣ କିଣିବା ଅନୁଚିତ?

କିଛି ଲୋକ ଭାବନ୍ତି ଏହି ସମୟରେ କିଛି କିଣିବା ଶୁଭ ହୋଇନଥାଏ | ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହିରଖୁଛୁ କି ଏହି ସମୟରେ ପିତୃମାନେ ଆମ ଘରକୁ ଆସିଥାନ୍ତି ଏବଂ ସେ ଆମ ଘରର ସାଜସଜା ଦେଖି ମଧ୍ୟ ଖୁସି ହୋଇଥାନ୍ତି | କିନ୍ତୁ ଏହି ସମୟରେ ଘରେ କୋୖଣସି ବିବାହ, ବ୍ରତ, କୋୖଣସି ଶୁଭ କାମ କିମ୍ଭା କୋୖଣସି ପ୍ରକାରର ବି ମଙ୍ଗଳିକ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ | ଯଦି ଆପଣ ପୂଜା କରିବା ପାଇଁ କିଛି କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ କିଣିପାରିବେ ଏହା କିଣିବା ଅନୁଚିତ ନୁହେଁ |

ପିତୃଙ୍କ ଆତ୍ମକୁ ଶାନ୍ତି ଦେବାପାଇଁ ତାଙ୍କ ପାଇଁ ଶ୍ରାଦ୍ଧ କରାଯାଏ ପିଣ୍ଡ ଦାନ କରାଯାଏ ଏଥିସହ ଦାନ ଧର୍ମ ମଧ୍ୟ କରାଯାଇଥାଏ | ଆମେ ଆପଣଙ୍କୁ କହିରଖୁଛୁ କି ଏହି 15ଦିନର ପିତୃପକ୍ଷରେ କିଣିତ ପାରିବେ କିନ୍ତୁ ଯେଉଁ ଜିନିଷ ଶୁଭ ଏବଂ ମଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଏ ତାକୁ ଜମା ବି କିଣନ୍ତୁ ନାହିଁ |

ଯଦିଓ ଆପଣଙ୍କ ପିତୃପୁରୁଷ ମାନେ ଆପଣଙ୍କୁ ଆଶ୍ରିବାଦରେ ଧନ, ସମୃଦ୍ଧିର ଉପହାର ଦେବେ ଏବଂ ଆପଣଙ୍କୁ ଖୁସି ଦେଖି ସେମାନେ ମଧ୍ୟ ବହୁତ ଖୁସି ହେବେ | ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଆପଣ ପୁରା ବର୍ଷର ଶୁଭ ସମୟରେ ନିଜ ପାଇଁ ଗଡି, ଘର, ଜମି,ବସ୍ତ୍ର, ଆଭୂଷଣ ଆଦି କିଣିପାରିବେ | କିନ୍ତୁ ଆପଣଙ୍କ ଘରେ ଯଦି କାହାର ନିଧନ ହୋଇଯାଇଛି କାହାର ମୃତ୍ୟୁ ହୋଇଛି ତେବେ ଏହି ସମୟରେ କୋୖଣସି ବି ଶୁଭ କାମ କରିବା କିମ୍ଭା କୋୖଣସି ବି ମଙ୍ଗଳିକ ଜିନିଷ ଘରକୁ ଆଣିବାକୁ ଅନୁଚିତ ବୋଲି କୁହାଯାଇଛି |

Related Articles

Leave a Reply

Your email address will not be published. Required fields are marked *

Back to top button