ଓଡିଶା

ଏହି ଫୁଲ ଗଛ ଆପଣଙ୍କର ଭାଗ୍ୟ ବଦଳାଇଦେବ, ଆଜି ହିଁ ନେଇ ଆସନ୍ତୁ ଘରକୁ…. ଏହାର ଫାଇଦା ବିଷୟରେ ଜାଣି ଡାକ୍ତରବି ଆଶ୍ଚର୍ଯ୍ୟ (Health Tips)

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଫୁଲ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆମେ ଓଡିଆରେ ସଦାଶିବ ଫୁଲ ବୋଲି କହିଥାଉ । ହିନ୍ଦୀରେ ସଦା ବାହାର ଫୁଲ ମଧ୍ୟ କୁହାଯାଏ । ଯଦି ଆପଣଙ୍କ ବାଡି ରେ ଏହି ଗଛ ଅଛି ବ ବାହାରେ କେଉଁଠି ଦେଖିଥାନ୍ତି ତେବେ ଆପଣଙ୍କ ପାଇଁ ବହୁତ ଲାଭକରି ହୋଇଥାଏ । ସଦାଶିବ ଫୁଲ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ହୋଇଥାଏ । ଏହି ଗଛ ଆମ କେଶକୁ କଳା କରିବା ସହ ଚେହେରାରେ ଚମକ ଆଣିଥାଏ । ଏହି ଫୁଲ ଆପଣଙ୍କର ବୁଢାପା ଆସିବାକୁ ଦିଏ ନାହି । ଏହା ସହ ଲମ୍ବା ସମୟ ଯାଏଁ କୌଣସି ରୋଗ ହେବାକୁ ଦିଏ ନାହି । ଏବେ ଆସନ୍ତୁ ଜାଣିବା ଏହି ଫୁଲର ଚମତ୍କାରିତା ବିଷୟରେ ସଂପୂର୍ଣ୍ଣ ବିବରଣୀ ।

୧- ସଦାଶିବ ଫୁଲ ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ । ଏଥିପାଇଁ ସଦାବିହାରୀ ଗଛର ୩ରୁ ୪ଟି ପତ୍ର ଚୋବାଇ ପାଣି ସେବନ କରନ୍ତୁ । ୮ରୁ ୧୦ ଦିନ ଏହାକୁ ଲଗାତାର ସେବନ କରନ୍ତୁ । ଦେଖିବେ ମଧୁମେହ ନିଶ୍ଚିନ୍ତ ଭାବେ ନିୟନ୍ତ୍ରଣ ହେବ । ଯଦି ଏହାକୁ ଚୋବାଇ ଖାଇପାରିବେ ନାହି ତେବେ ଏ ପାଣିରେ ଏହାର ଫୁଲକୁ ୫ ମିନିଟ ଯାଏଁ ଭିଯାଇ ରଖନ୍ତୁ । ସକାଳୁ ଏହାର ପଣି ଖାଲି ପେଟରେ ସେବନ କରନ୍ତୁ ନିଷ୍କିନ୍ତ ଭାବେ ସୁଗାର ଲେବଲ ନିୟନ୍ତ୍ରଣ ହେବ ।

୨- ଯଦି ଆପଣଙ୍କର କାଛୁ କୁଣ୍ଡିଆ ହେଉଥିବ ତେବେ ସଦାବିହାରୀ ପତ୍ରରୁ ବାହାରୁଥିବା କ୍ଷୀରକୁ ଶରୀରରେ ହେଉଥିବା କାଛୁ କୁଣ୍ଡିଆ ଜାଗାରେ ଲଗାନ୍ତୁ । ଦେଖିବେ କାଛୁ କୁଣ୍ଡିଆ ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ ।

୩- ଯଦି ଆପଣଙ୍କର ଫେସ ରେ ସବୁବେଳେ ବ୍ରଣ ହେଉଛି ତେବେ ସଦାବିହାରୀ ଗଛର ଫୁଲ ବା ପତ୍ର ନିଅନ୍ତୁ । ଏହାକୁ ଧୋଇ ଏହାର ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ବ୍ରଣ ଉପରେ ଅତି କମରେ ଦିନକୁ ଦୁଇ ଥର ଲଗାନ୍ତୁ ।

୪- ଯଦି ଆପଣ ସକାଳେ ଖାଲି ପେଟରେ ସଦାବିହାରୀ ଗଛର ଫୁଲ ୨ରୁ ୩ଟି ଚୋବାଇ ଖାଇବେ ତେବେ କେଶ ଲମ୍ବା ସମୟ ଯାଏଁ କଳା ରହିବ ଓ ଏହି ଫୁଲରେ ଥିବା ପୋଷାକ ତତ୍ତ୍ଵ କେଶକୁ କଳା ରଖିଥାଏ ।

୫- ଯଦି ଆପଣଙ୍କର ଇମ୍ୟୁନିଟି ପାୱାର ଦୁର୍ବଳ ରହୁଛି ତେବେ ସଦାଶିବ ଫୁଲ ୨ରୁ ୩ଟି ଚୋବାଇ ଖାଇବେ ତେବେ ଆପଣଙ୍କର ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ ।

୬- ଯଦି ଆପଣ ଚାହୁଁଛନ୍ତି ଅଧିକ ଦିନ ଯାଏଁ ଯବାନ ରହିବା ପାଇଁ ପାଇଁ ତେବେ ପ୍ରତିଦିନ ସଦାବିହାରୀ ଫୁଲ ୨ରୁ ୩ଟି ଲେଖାଏଁ ଖାଆନ୍ତୁ । ଦେଖିବେ ସ୍କିନ ଜନିତ ସମସ୍ୟା ହେବ ନାହି ଓ ସ୍କିନ ଅଧିକ ଦିନ ଯାଏଁ ଗ୍ଲୋ କରିବ ।

୭- ବହୁତ ଲୋକ ଆଜିକା ଡେଟରେ ମେଦ ବହୁଳତା ଅଧିକ ଦେଖାଯାଉଛି । ଲୋକମାନେ ବହୁତ ମାତ୍ରାରେ ମୋଟା ହେଉଛନ୍ତି । ତେବେ ଏହି ଗଛର ପତ୍ର ବା ଫୁଲକୁ ଚାହା କରି ସକାଳୁ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button