ବିଚାର

ଯେଉଁଠାରେ ଏହି ମହୁମାଛିର ଫେଣା ଦେଖିବେ, ତାକୁ ଭାଙ୍ଗି ଦେବେ। ଖୁବ୍ ଶୀଘ୍ର ମିଳିବ ପ୍ରବଳ ଫାଇଦା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣ ମାନଙ୍କୁ ଗୋଟେ ଖାସ ପ୍ରଜାତିର ମହୁମାଛିର ଛତା ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ। କହିବାକୁ ଗଲେ କୌଣସି ଗଛର ଡାଳ ବା ଚାଳ ଘର ଉପରେ ମହୁମାଛି ମାନେ ବସା ବାନ୍ଧି ଥାଆନ୍ତି। ଆଜି ଆମେ ଆପଣଙ୍କୁ ମହୁମାଛିର ଛତାକୁ ନେଇ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। କିନ୍ତୁ ଆପଣ ସେହି ମହୁମାଛି ଛତା ଆଣନ୍ତୁ, ଯେଉଁ ଛତାକୁ ମହୁମାଛି ଛାଡ଼ି ଚାଲି ଯାଇଥିବେ।

ତେବେ ଯେଉଁ ଗଛ ବା ଚାଳ ଉପରେ ମହୁମାଛିର ଛତା ରହିଛି, ସେଠାକୁ ଯାଇ ଗୋଟେ ଲୋଟାରେ ପାଣି ଓ ଅଳ୍ପ ଅରୁଆ ଚାଉଳ ନେଇ ଆବାହନ କରନ୍ତୁ। ଏହାସହିତ ସେହି ଛତାକୁ ଘରେ ଆଣି ଘରର ମୁଖ୍ୟ ଦୁଆର ସାମ୍ନାରେ ବାନ୍ଧି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ। ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ବେଳେବେଳେ ଆପଣଙ୍କ କଠିନ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ସଫଳତା ମିଳି ନଥାଏ। ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ ଏବଂ ମନସ୍କାମନା ପୂରଣ ହୋଇ ନଥାଏ। ତେଣୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଗୋଟେ ମହୁମାଛିର ଖଣ୍ଡକୁ ଘରକୁ ଆଣି ଏହାକୁ ପୂଜାର୍ଚ୍ଚନା କରି କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ। ମହୁମାଛି ଦେଖିଲେ ତାକୁ ଗୁଡ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button