ବିଚାର

ଶ୍ରାବଣ ମାସରେ ନନ୍ଦୀ କାନରେ କହି ଦିଅନ୍ତୁ 3ଟି ଶବ୍ଦ, ସବୁ ମନସ୍କାମନା ହେବ ପୂର୍ଣ୍ଣ

ଶ୍ରାବଣ ମାସ ରେ ଅନେକ ଦୁଃଖ କଷ୍ଟ ଦୂର ହେବାକୁ ଯାଉଚି ଏହି ଶ୍ରାବଣ ମାସ ରେ ଅନେକ ଲୋକ ଙ୍କ ଚିନ୍ତା ଧାରା ବଦଳିବାକୁ ଯାଉଚି । କୁହାଯାଏ କି ଶ୍ରାବଣ ମାସ ଟି ଶିବ ଙ୍କ ର ଅତି ପ୍ରିୟ ମାସ ଅଟେ । ଏହି ମାସ ରେ ପାର୍ବତୀ ଶିବ ଙ୍କୁ ଆରାଧନା କରି ପାଇଥିଲେ । ଯେଉଁ ଭକ୍ତ ସଚମନ ଓ ଭକ୍ତି ର ସହ ପୂଜାର୍ଚ୍ଚନା କରିଥାଏ ଭଗବାନ ତାଙ୍କୁ ବୋହୁତ ଖୁସି ରେ ରଖିଥାନ୍ତି । ଭୋଳନଥ ନକର କୃପା ତାଙ୍କ ଉପରେ ପଡ଼ିଥାଏ । ଶ୍ରାବଣ ମାସ ରେ ଭଗବାନ ଶିବ ଧରିତ୍ରୀ ରେ ପାଦ ରଖିଥାନ୍ତି ।

ଭକ୍ତ ମାନ ଙ୍କ ମନସ୍କାମନା କୁ ପୂରଣ କରିଥାନ୍ତି । ଭଗବାନ ଶିବ ଙ୍କୁ ଭୋଳା ଶଙ୍କର କୁହାଯାଏ । ସେ ଅତି କାମ ରେ ସନ୍ତୁଷ୍ଟ ହୋଇଯାଇଥାଆନ୍ତି । ଭକ୍ତି ଓ ସ୍ନେହ ଦ୍ଵାରା ଭଗବାନ ଶିବ ସ୍ମରଣ ରେ ଆସିଥାନ୍ତି । ଭକ୍ତ ଙ୍କ ରକ୍ଷା କରିବା ପାଇଁ ଦୌଡ଼ି ଆସନ୍ତି । ଏହି ଶ୍ରାବଣ ମାସ ରେ ଯେତେ ପାରିବେ ଆପଣ ପୂଜା କରନ୍ତୁ କାରଣ ମା ପାର୍ବତୀ ହେଉଛନ୍ତି ଶିବ ଙ୍କ ର ଅର୍ଦ୍ଧାଙ୍ଗିନୀ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।

ଯଦି ଆପଣ ଶିବ ଙ୍କ ବହନ କୁ ପୂଜା କରୁଛନ୍ତି ତଃଲେଇ ମଧ୍ୟ ଶିବ ନକର ଅପାର କୃପା ଆପଣ ଙ୍କ ଉପରେ ପଡ଼ିବାକୁ ଯାଉଚି । ବିନା ବୃଷଭ ପୂଜା ରେ ଶିବ ପୂଜା ଅସମ୍ଭବ ହୋଇଥାଏ ବା ଅସମ୍ପୂର୍ଣ୍ଣ ହୋଇଥାଏ । ନନ୍ଦୀ ବା ବୃଷଭ ଶ୍ରେଷ୍ଟ ଅଟନ୍ତି । ଅନେକ ମନୁଷ୍ୟ ବୋହୁତ ପରିଶ୍ରମ କରି ମଧ୍ୟ ସଫଳତା ପାଇପାରନ୍ତୀ ନାହିଁ । ପରିଶ୍ରମ ର ଫଳ ମିଳିନଥାଏ । ଭାଗ୍ୟ ସହଯୋଗ କରିନଥାଏ ।

ଆପଣ ଯଦି ଆର୍ଥିକ ସଙ୍କଟ ରେ ଦୂରୀଭୂତ ଅଟନ୍ତି ତାହେଲେ ଆପଣ ଭଗବାନ ଶିବ ଙ୍କ ସହ ତାଙ୍କ ବାହନ ବୃଷଭ ଙ୍କୁ ମଧ୍ୟ ପୂଜାର୍ଚ୍ଚନା କରନ୍ତୁ । ଶ୍ରାବଣ ମାସ ପ୍ରତ୍ୟେକ ଦିନ ଶୁଭ ହୋଇଥାଏ । ପ୍ରଥମେ ଶିବ ନକର ଏହା ପରେ ପାର୍ଶ୍ଵ ଦେବ ଦେବୀ ନକର ପୂଜା କରନ୍ତୁ ଏହା ପରେ ନନ୍ଦୀ ବା ବୃଷଭ ଙ୍କ ର ପୂଜାର୍ଚ୍ଚନା କରନ୍ତୁ । ଧୂପ ଓ ନୈବେଦ୍ୟ ଦେଇ ପୂଜା କରନ୍ତୁ ।

କିଛି ମିଠା ଭୋଗ କରନ୍ତୁ । ତାଙ୍କ ପାଖରେ ବସି ଓଙ୍ ନନ୍ଦୀ ସ୍ୱରୟ ନମଃ ଏ ମନ୍ତ୍ର ଜପ କରନ୍ତୁ । ଏହାପରେ ଆପଣ ଙ୍କ ଦୁଃଖ ବା କଷ୍ଟ କୁ ନନ୍ଦୀ ଙ୍କ କଣ ରେ କହି ଦିଅନ୍ତୁ । ଏପରି କୁହନ୍ତୁ ଯାହାକି ଅନ୍ୟ କେହି ଶୁଣିପାରିବେ ନାହିଁ । ସେ ସମସ୍ତ କଥା କୁ ଶିବ ଙ୍କ ପାଖରେ ପହଚାଇବାରେ ସାହାର୍ଯ୍ୟ କରିଥାନ୍ତି । ଏବଂ ଆପଣ ଙ୍କ ମାନ ର ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button