ବିଚାର

ସକାଳୁ ଉଠି ଏହି କାର୍ଯ୍ୟ କରିବା ଦ୍ୱାରା ଘରକୁ ଆସିଥାଏ ଦରିଦ୍ରତା!! ସକାଳୁ ଉଠି ଏହି ଭୁଲ କରନ୍ତୁ ନାହିଁ! ଶ୍ରୀକୃଷ୍ଣ କଣ କହିଛନ୍ତି?

ବନ୍ଧୁଗଣ ଆମକୁ ବୟସ୍କ ଲୋକ ସର୍ବଦା କିଛି ନା କିଛି ଶିଖାଇଥାନ୍ତି ଯାହା ଦ୍ୱାରା ଆମର କିଛି ସମସ୍ୟା ହୋଇନଥାଏ | ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜର ଭାଗ୍ୟକୁ ବଦଳେଇବାକୁ ଚାହୁଁଛନ୍ତି ତେବେ ସକାଳୁ ଉଠି ଏହି 6 କାର୍ଯ୍ୟ ନିଶ୍ଚିନ୍ତ କରିବା ଉଚିତ | ଆମ ସମାଜ ରେ ସଂସ୍କାର ର ବିଶେଷ ମହତ୍ୱ ରହିଛି, ଏହି ସମସ୍ତ କାର୍ଯ୍ୟ କେବଳ ଭଲ ପାଇଁ ନୁହେଁ ବରଂ ଆପଣଙ୍କ ଉନ୍ନତି କୁ ମଧ୍ୟ ପ୍ରଭାବିତ କରିଥାଏ | ବନ୍ଧୁଗଣ ଶାସ୍ତ୍ର ରେ ମଧ୍ୟ କିଛି ଏହିପରି କଥାର ବର୍ଣନ ରହିଛି ତେବେ ଆଜି ଆମେ ଏହିପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ | ଯାହାକୁ କରିବା ଦ୍ୱାରା ଭାଗ୍ୟ ବଦଳିବା, ମାନ ସମ୍ମାନ ଏବଂ ଉନ୍ନତି ମଧ୍ୟ ହେବ | ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ?

1.ଶାସ୍ତ୍ର ଅନୁସାରେ ସକାଳୁ ଉଠି ପାପୁଲି ଦର୍ଶନ କରିବା ଉଚିତ | ମାଟି ରେ ପାଦ ରଖିବା ପୂର୍ବରୁ ମାଟି ମା କୁ କ୍ଷମା ମାଗିବା ଉଚିତ | ଏହା ଦ୍ୱାରା ଆପଣଙ୍କୁ ସକାରାତ୍ମକ ଅନୁଭବ ହେବା ସହ ଜୀବନ ରେ ଅନେକ ଦୃଷପ୍ରଭାବ ରୁ ମୁକ୍ତି ମିଳିଥାଏ |

2.ସକାଳୁ ଉଠି ସ୍ନାନ କରିବା ଉଚିତ, ସ୍ନାନ କରିବା ଜଳରେ ଟିକିଏ ସୁଦ୍ଧ ଗଙ୍ଗାଜଳ ମିଶେଇବା ଉଚିତ | ଏବଂ ସ୍ନାନ କରିବା ସମୟ ରେ ସମସ୍ତ ତୀର୍ଥ ସ୍ଥାନ ଏବଂ ଭଗବାନ ଙ୍କ ନାମ ଜପ କରିବା ଉଚିତ | ଏହା ଦ୍ୱାରା ମନୁଷ୍ୟ କୁ ମୋକ୍ଷ ପ୍ରାପ୍ତି ହୋଇଥାଏ |

3. ଶାସ୍ତ୍ର ଅନୁସାରେ ସକାଳୁ ସ୍ନାନ ସରିବା ପରେ ସର୍ବ ପ୍ରଥମେ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ ଏହା ଦ୍ୱାରା ମାନ ସମ୍ମାନ ବଢିବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ | ବୁଦ୍ଧି ରେ ବିକାଶ ହୋଇଥାଏ |

4.କୁହାଯାଏ କି ସୂର୍ଯ୍ୟଦେବ ଙ୍କୁ ଜଳ ଚଢେଇବା ପରେ ମା ତୁଳସୀ କୁ ଜଳ ଅର୍ପଣ କରିବା ଉଚିତ ଏବଂ ଏହା ପରେ ଘରେ ଦେବି ଦେବତା ଙ୍କୁ ପୂଜା କରିବା ଉଚିତ | ଏହା ଦ୍ୱାରା ଜୀବନ ରେ ସୁଖ ଶାନ୍ତି ସର୍ବଦା ବନି ରହିଥାଏ | କୌଣସି ସଙ୍କଟ ଆସିନଥାଏ |

5.ସକାଳୁ ଉଠି ପ୍ରଥମ ରୁଟି ଅର୍ଥାତ ନିଜେ ଖାଇବା ପୂର୍ବରୁ ପ୍ରଥମ ଖାଦ୍ୟ ଗାଈ କୁ ଦେବା ଉଚିତ ହୋଇଥାଏ | ଏହା କରିବା ଦ୍ୱାରା ଅସୀମ ପୁର୍ଣ୍ୟ ର ପ୍ରାପ୍ତି ହୋଇଥାଏ |

6.ଶାସ୍ତ୍ର ଅନୁସାରେ ସକାଳୁ ଉଠି କୌଣସି ସ୍ଥାନ କୁ ଯିବା ପୂର୍ବରୁ ମାତା ପିତା ଙ୍କୁ ପ୍ରଣାମ କରିବା ଉଚିତ | ଏହା ଦ୍ୱାରା ସମସ୍ତ କାର୍ଯ୍ୟ ରେ ସଫଳତା ମିଳିଥାଏ |

Related Articles

Leave a Reply

Your email address will not be published. Required fields are marked *

Back to top button