ଦେଶ ବିଦେଶ

ପ୍ରଥମେ ପ୍ଲାନ କରି ଫସେଇଲେ ଆଉ ତାପରେ ଅନ୍ଧାରିଆ ଘରେ 6 ଜଣ ମିଶି ଯୁବତୀ ସହ କରିଦେଲେ ଏମିତି

ଆଜିର ଦୁନିଆରେ ଯିଏ ସୋସିଆଲ ମିଡ଼ିଆର ବ୍ୟବହାର କରି ନଥାଏ ସେ ଦୁନିଆର କୌଣସି ବିଷୟରେ ଜାଣି ପାରି ନଥାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସୋସିଆଲ ମିଡିଆ ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବାରେ ସାହାଯ୍ୟ କରିଥାଏ।

ଅଧିକାଂଶ ପିଲା ଏହି ସାଇଟ୍‌ରେ ପାଠ ଓ କ୍ୟାରିୟର କଥା ଆଦାନ ପ୍ରଦାନ କରିବା ବଦଳରେ ଅନ୍ୟ ଖରାପ କଥାରେ ବ୍ୟସ୍ତ ରହୁଛନ୍ତି। ଏଥିପ୍ରତି ସଜାଗ ନ ହେଲେ ଏହା ପିଲାଙ୍କ ସୁନେଲି ଭବିଷ୍ୟତ ପ୍ରତି କ୍ଷତି ପହଞ୍ଚାଇବାର ଭୟ ରହିଛି। ଏହା ବିବିଧ ଭଲ ଭିତରେ ମଣିଷ ନିଜ ପାଇଁ ସୃଷ୍ଟି କରୁଛି ବହୁ ଭେଲ।

ଅଧିକାଂଶ ସୋସିଆଲ ନେଟୱର୍କିଂ ସାଇଟ୍‌ ଏକ ଅବାସ୍ତବ ଦୁନିଆରେ ବଞ୍ଚିବା ଶିଖାଇ ଥାଏ। ଟ୍ରେନିଂ ଦେବା ନାଁରେ ଅଫିସରେ ଚାଲିଥିଲା ଶା-ରୀ-ରି-କ ସଂପର୍କ। ଅଫିସ ଭିତରେ ଯୁବକ ମାନେ ମିଶି ଯୁବତୀଙ୍କ ସହିତ ରଖୁଛନ୍ତି ଶା-ରୀ-ରି-କ ସଂପର୍କ। ଅନ୍ଧାରିଆ ଘରେ ଯୁବତୀଙ୍କ ସହ ୬ ଜଣ ଯୁବକ ମିଶି ନେଉଥିଲେ ଦେହଦୁଖ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟ ମୁଜାଫର ଅଞ୍ଚଳରେ।

ଝିଅ ମାନଙ୍କୁ ଫସେଇବା ପାଇଁ ବଡ଼ ପ୍ଲାନ:

ପ୍ରଥମେ ଯୁବକ ମାନେ ଫେସବୁକ ମାଧ୍ୟମରେ ଚାକିରି ଅଫର କରି ଝିଅ ମାନଙ୍କୁ ଫସାଉଥିଲେ। ଚାକିରୀ ମେଡିସିନ ଲାଇନର ବୋଲି କହି ପାଖକୁ ଡାକୁଥିଲେ। ପ୍ରଥମେ ଯୁବକ ମାନେ କହୁଥିଲେ ଲୋକ ମାନଙ୍କୁ ଫୋଲଟ୍ କଲ କରି ପଇସା ମାଗ। ଆଉ ଯେଉଁ ଝିଅ ମାନେ ଏଭଳି କରି ପାରୁନଥିଲେ ସେମାନଙ୍କୁ ଯୁବକ ମାନେ ମାଡ଼ ମାରୁଥିଲେ। ଖାଲି ସେତିକି ନୁହେଁ ଟ୍ରେନିଂ ଦେବେ କହି ଝିଅ ମାନଙ୍କ ସହିତ ଶା-ରୀ-ରି-କ ସଂପର୍କ ରଖିଥିଲେ।

Crime

ଆଉ ମନା କରିବାରୁ ମାଡ଼ ମଧ୍ୟ ମାରୁଥିଲେ। ଆଉ ଏବେ ସୋସିଆଲ ମିଡିଆରେ ଝିଅ ମାନଙ୍କୁ ଯୁବକ ମାନେ ବେଲ୍ଟରେ ମାଡ଼ ମାରୁଥିବାର ଭିଡିଓ ବେଶ୍ ଭାଇରାଲ ହେଉଛି। ଏହି ଘଟଣା ଜଣେ ନୁହେଁ କି ଦୁଇଜଣ ନୁହେଁ ୧୦୦ ଜଣ ଝିଅଙ୍କ ସହିତ ଘଟିଛି। ଏହାରି ଭିତରେ ଜଣେ ପୀ-ଡ଼ି-ତା ମୁହଁ ଖୋଲିବା ପରେ ଆକାସନ୍ ମୁଡରେ ବିହାର ପୋଲିସ। ସେ ସ୍ଥାନରେ ରେଡ କରିବା ସହିତ ନୃଶଂସ ଯୁବକ ମାନଙ୍କୁ ଗିରଫ କରି ନେଇଥିବା ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button