ଜୀବନଶୈଳୀ

ଯେଉଁ ବ୍ୟକ୍ତିଙ୍କର ଏହି ୪ ଟି ସ୍ଥାନରେ କଳାଜାଇ ରହିଥିବ ସେମାନେ ଅଟନ୍ତି ଭାଗ୍ୟବାନ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆସନ୍ତୁ ଜାଣିବା ଯେ ମଣିଷ ଶରୀରରେ କେଉଁ ସବୁ ସ୍ଥାନରେ ବା ଅଙ୍ଗରେ କଳାଜାଇ ଥିବା ଶୁଭ ହୋଇଥାଏ। ଏବଂ ଏହା ମନୁଷ୍ୟକୁ ଭାଗ୍ୟବାନ କରାଇଥାଏ।

ହିନ୍ଦୁଧର୍ମର ପ୍ରାଚୀନ ଗ୍ରନ୍ଥ ସମୁଦ୍ରଶାସ୍ତ୍ରରେ ମନୁଷ୍ୟ ଶରୀରର ଅଙ୍ଗର ଗଢଣୀ ତଥା ଶରୀରରେ ଥିବା ବିଭିନ୍ନ ପ୍ରକାରର ଚିହ୍ନକୁ ଆଧାର କରି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଆକଳନ କରାଯାଇଥାଏ। ପ୍ରାଚୀନ କାଳରେ ମୁନି ଋଷି ମାନଙ୍କ କଥା ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ସ୍ଥିତି ଅନୁସାରେ ମଣିଷ ଶରୀରରେ କଳାଜାଇ ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ମନୁଷ୍ୟ ଶରୀରରେ କେଉଁ ୪ ଟି ସ୍ଥାନରେ କଳାଜାଇ ରହିଲେ ବ୍ୟକ୍ତି ଭାଗ୍ୟବାନ ହୋଇଥାଏ।

Google

ମଥାରେ କଳାଜାଇ:-

ସମୁଦ୍ରଶାସ୍ତ୍ର ଅନୁଯାୟୀ ମଥାରେ କଳାଜାଇ ରହିବା ବହୁତ ଶୁଭ କଳାଜାଇ ବହୁତ କମ ଲୋକଙ୍କ ମଥାରେ କଳାଜାଇ ରହିଥାଏ। ନିଜ ମଥାରେ କଳାଜାଇ ନେଇ ଜନ୍ମ ନେଇଥିବା ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ ହେବା ସହିତ ବହୁତ ଧନବାନ ମଧ୍ୟ ହୋଇଥାନ୍ତି। ବନ୍ଧୁଗଣ ଯଦି ଆପଣଙ୍କ ମଥାର ବାମ ପାର୍ଶ୍ଵରେ କଳାଜାଇ ରହିଅଛି ତେବେ ବୟସ ସହିତ ଆପଣଙ୍କର ଆ-ର୍ଥି-କ ପରିସ୍ଥିତି ମଧ୍ୟ ବଦଳିଯିବ। ଯେତେ ଯେତେ ଆପଣଙ୍କର ବୟସ ବଢିବ ଆପଣ ଅତ୍ୟଧିକ ଧନବାନ ହେବେ। ଯଦି ମଥାର ଡାହାଣ ପାର୍ଶ୍ଵରେ କଳାଜାଇ ଅଛି ତେବେ ଆପଣ ଜୀବନସାରା କେବଳ ଧନ ସଞ୍ଚୟ କରିବେ। ମାତ୍ର ତାକୁ ଖର୍ଚ୍ଚ କରିବାକୁ କୁ-ଣ୍ଠାବୋ-ଧ କରିଥାନ୍ତି।

Google

ଆଖି ପୋତାରେ କଳାଜାଇ:-

ଯେଉଁ ମହିଳା ମାନଙ୍କ ଆଖି ପୋତାରେ କଳାଜାଇ ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଏହିପରି ମହିଳାମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି।ସେହି ଘରେ ସୁଖ ସମୃଦ୍ଧି ଆସିଥାଏ। ଏହିଭଳି ମହିଳାଙ୍କ ଘରେ ଧନର କେବେ ହେଲେ ଅ-ଭା-ବ ହୋଇନଥାଏ। ସମୁଦ୍ରଶାସ୍ତ୍ର ଅନୁସାରେ ଆଖିର ଉପର ଭାଗରେ କଳାଜାଇ ହେବା ବହୁତ ଶୁଭ ଅଟେ।

Google

ଛାତିରେ କଳାଜାଇ:-

ବନ୍ଧୁଗଣ ସମୁଦ୍ରଶାସ୍ତ୍ର ଅନୁସାରେ ଛାତିରେ କଳାଜାଇ ହେବା ଭାଗ୍ୟରେ ଥିଲେ ହୋଇଥାଏ।ଯେଉଁ ବ୍ୟକ୍ତିଙ୍କର ଛାତିରେ କଳାଜାଇ ରହିଥାଏ ସେମାନେ ସରକାରୀ ଚାକିରୀ ପ୍ରାପ୍ତ କରିଥାନ୍ତି। ବନ୍ଧୁଗଣ ପୁରୁଷଙ୍କ ଛାତିରେ କଳାଜାଇ ହେବା ତାଙ୍କୁ ସାମର୍ଥ୍ୟ ଶାଳୀ ତଥା ମହତ୍ତ୍ୱ ପ୍ରାଥି ବନେଇଥାଏ।ଏହିଭଳି ପୁରୁଷମାନେ ବହୁତ ପରିଶ୍ରମ କରିଥାନ୍ତି। ଏବଂ ବୟସ ବଢ଼ିବା ସହିତ ଅଧିକରୁ ଅଧିକ ଧନ ସଞ୍ଚୟ କରିଥାନ୍ତି। ଯେଉଁ ମହିଳା ମାନଙ୍କ ଛାତିରେ କଳାଜାଇ ରହିଥାଏ ସେମାନେ ଜନ୍ମରୁ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କୁ ଜୀବନସାରା କେବେବି ଦୁଃ-ଖର ସମୁଖୀନ କରିବାକୁ ପଡିନଥାଏ।

Google

କାନରେ କଳାଜାଇ:-

ବନ୍ଧୁଗଣ ସମୁଦ୍ରଶାସ୍ତ୍ରରେ ଏହା କୁହାଯାଇଛିଅଛି ଯେ କାନରେ କଳାଜାଇ ଥିବା ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏହିଭଳି ବ୍ୟକ୍ତିଙ୍କ ପାଖକୁ ସର୍ବଦା ପଇସା ଆସିଥାଏ। ଏମାନେ ପଇସାର ସଠିକ ଉପଯୋଗ କରିବା ମଧ୍ୟ ଜାଣିଥାନ୍ତି। ଏହି କାରଣରୁ ଏମାନଙ୍କୁ ଭବିଷ୍ୟତରେ ବହୁତ ଫାଇଦା ମଧ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ଆପଣଙ୍କ ଶରୀରରେ ଏହିସବୁ ସ୍ଥାନରେ କଳାଜାଇ ଥିବ ତେବେ ଆପଣ ହେଉଛନ୍ତି ଭାଗ୍ୟବାନ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button