ଓଡିଶା

ସାଳନ୍ଦୀ ନଦୀରେ ବୁଡିଗଲେ ୪ ନାବାଳକ

ଭଦ୍ରକ: ସାଳନ୍ଦୀ ନଦୀର ଗାଧଉଥିବା ବେଳେ ଅଘଟଣ। ସାହପୁର ସାଳନ୍ଦୀ ନଦୀ ଘାଟରେ ୪ଜଣ ନାବାଳକ ଗାଧଉଥିବା ବେଳେ, ଗୋଡ଼ ଖସି ଯିବାରୁ ପାଣି ଶ୍ରୋତରେ ଭାସୀ ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ୩ଜଣକୁ ଉଦ୍ଧାର କରିଥିବାବେଳେ, ଜଣେ ନିଖୋଜ ଥିବା ଜଣାପଡିଛି। ନିଖୋଜ ଥିବା ନାବାଳକ ଭଦ୍ରକ ସହର କଣ୍ଟାବନିଆଁ ଅଞ୍ଚଳର ଏସ କେ ସମୀର ବୋଲି ଜଣାପଡିଛି। ତେବେ ଉଦ୍ଧାର ହୋଇଥିବା ୩ଜଣ ନାବାଳକ ସୁସ୍ଥ ଥିବା ଜଣାପଡିଛି। ନିଖୋଜ ଥିବା ନାବାଳକକୁ ଖୋଜାଖୋଜି ଜାରୀ ରଖିଛି ଅଗ୍ନିଶମ ବାହିନୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button