ଓଡିଶା

ଡଙ୍ଗା ବୁଡି ମହିଳା ମୃତ

ମାଲକାନଗିରି: ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ମହିଳା ମୃତ। ମୃତ ମହିଳା ଜଣଙ୍କ ହେଲ ମୋତି ଗୋଲାରୀ। ଗତକାଲି ଧାକଡ଼ପଦରରୁ ସ୍ୱାମୀ ସ୍ତ୍ରୀ ଏକ ଦେଶୀ ଡଙ୍ଗାରେ ଫେରୁଥିବା ବେଳେ କୌଣସି ବଶତଃ ଡଙ୍ଗାଟି ବୁଡିଯାଇଥିଲା। ଫଳରେ ମୋତି ନିଖୋଜ ଥିଲେ। ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି କରିଥିବାବେଳେ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ।

Related Articles

Leave a Reply

Your email address will not be published. Required fields are marked *

Back to top button