ମନୋରଞ୍ଜନ

ଏହି ପ୍ରସିଦ୍ଧମେଡିଆନଙ୍କ ଝିଅ ଅଟନ୍ତି ବହୁତ ବୋଲ୍ଡ , ଦେଖୁ ଦେଖୁ କ ହୋଇଯିବେ ତାଙ୍କର ଫ୍ୟାନ

ଆମ ବଲୀଉଡ ଜଗତ ଏମିତି ବହୁତ କଳା କାର ଅଛନ୍ତି ଯିଏ ୮୦ ଏବଂ ୯୦ ଦଶକ ଏମିତି କେତେ ପ୍ରସିଦ୍ଧ କଳାକାର ଥିଲେ ବା ଅଛନ୍ତି ଯିଏ ନିଜ କଳା ଦ୍ଵାରା ଲୋକଙ୍କ ମନ କିଣି ନେଉଥିଲେ, ତେବେ ସେହି କଳାକାରଙ୍କୁ ଲୋକ ପରଦା ଉପରେ ଦେଖିବା ବହୁତ ପସନ୍ଦ କରୁଥିଲେ, ତେବେ ସେହି ପ୍ରସିଦ୍ଧ ଏବଂ ଲୋକ ପ୍ରିୟ କଳାକାର ମଧ୍ୟରେ ଗୋଟେ ଟିକୁ ତଲଶାନିୟା ଅଟନ୍ତି ଯିଏ ନିଜ କମେଡି ଦ୍ଵାରା ଲୋକଙ୍କ ମନରେ ଜାଗା କରିଥିଲେ, ଏହା ଛଡା ବହୁତ ଚଳଚିତ୍ରରେ ସପୋର୍ଟିଂ ଅଭିନେତା ଭଳି କାମ କରିଛନ୍ତି ।

ଆଜି ବହୁତ ଲୋକ ତାଙ୍କ ନା ଦ୍ଵାରା ତାଙ୍କୁ ଜାଣି ପାରୁ ନଥାଇ ପାରନ୍ତି କିନ୍ତୁ ଫଟୋ ଦେଖି ସମସ୍ତେ ଚିହ୍ନିଯିବେ । ଟିକୁ ତଲସାନିୟା ନିଜ ଚଳଚିତ୍ର କେରିଅର ରେ ପ୍ରାୟତଃ ୨୦୦ ଫିଲ୍ମ ଠାରୁ ଅଧିକ ରେ କାମ କରିଛନ୍ତି ଏବଂ ଆଜି ମଧ୍ୟ ସେ କୁହନ୍ତି ଯଦି ଶୋଭାଗ୍ୟ ପ୍ରାପ୍ତ ହୁଏ ତେବେ ସେ ଏବେ ମଧ୍ୟ ଅଭିନୟ କରିବା ପାଇଁ ରାଜି ଅଛନ୍ତି । ଗୋଟେ ଇଣ୍ଟରଭ୍ୟୁ ରେ ଟିକୁ କହିଥିଲେ ଯେ ଏବେ ମୁ ଚଳଚିତ୍ରକୁ ଆହୁରି ଭଲ କିଛି ଦବାକୁ ଚାହୁଁଛି ଏବଂ ସବୁ ସମୟ ବଦଲୁଥିବା ଚଳଚିତ୍ର ଉଦ୍ଯୋଗ ସହ ତାଲମେଲ ବସେଇ କାମ କରିବା ପାଇଁ ଚାହନ୍ତି ।

ତେବେ ଟିକୁ ଏବେ ୬୦ ବର୍ଷର ହୋଇଯାଇଛନ୍ତି ଏବଂ ବହୁତ ପ୍ରମୁକ ଚଳଚିତ୍ର ଏବଂ ସିରିୟଲ ଦୁନିଆରେ ବହୁତ ଭଲ କାମ ମଧ୍ୟ କରିଛନ୍ତି ‘ଇଶ୍କ’, ‘କୁଲୀ ନଂବର ୱନ’, ‘ଅଂଦାଜ ଅପନା ଅପନା’, ‘ଦିଲ ହୈ କି ମାନତା ନହୀଂ’, ‘ହମ ହୈଂ ରାହୀ ପ୍ଯାର କେ’, ‘ଦେୱଦାସ’, ‘ସ୍ପେଶଲ 26’ ଏବଂ ଟେଲିୱିଜନ କାର୍ଯକ୍ରମ ‘ଯେ ଜୋ ହୈ ଜିନ୍ଦଗୀ’ ଓ ‘ସଜନ ରେ ଝୂଠ ମତ ବୋଲୋ’ ଭଳି ଫିଲ୍ମରେ ନିଜ ଭୂମିକା ସମସ୍ତଙ୍କୁ ମନେ ରଖେଇବା ପାଇଁ ବହୁତ ପରିଶ୍ରମ କରିଛନ୍ତି, ତେବେ ସେ ନିଜ କେରିଅର ରେ ବହୁତ ଫିଲ୍ମ କରିଛନ୍ତି ଯେଉନଥିରୁ ଏହା କିଛି ଫିଲ୍ମ ନାମ ଥିଲା ।

ତେବେ କିଛି ପ୍ରମୁଖ ଫିଲ୍ମ ଯାହା ସେ କରିଥିଲେ ତାଙ୍କ ନା ଇଶ୍କ଼, ପ୍ଯାର କିଯା ତୋ ଡରନା କ୍ଯା, ରାଜା, ହୀରୋ ନଂବର ୱନ, ଅଂଦାଜ ଅପନା ଅପନା, ରାଜା ହିଂଦୁସ୍ତାନୀ, ଦେୱଦାସ, ହଂଗାମା, କୁଲୀ ନଂବର ୱନ, ଏବଂ ‘ପ୍ଯାର ତୋ ହୋନା ହୀ ଥା’ ଭଳି କମେଡି ଫିଲ୍ମ ଯାହା ବ୍ଲୋକବଷ୍ଟର ହୋଇଥିଲା । କିନ୍ତୁ ଟିକୁଙ୍କ ମାନିବା ଅନୁଯାଇ ଆଜି ଭୂମିକା ବହୁତ କଷ୍ଟରେ ହାତରେ ଆସୁଅଛି ।

ଟିକୁଙ୍କ କହିବା ଅନୁଯାଇ ସେ ଫିଲ୍ମ କରନ୍ତି କିନ୍ତୁ ବହୁତ ଅଧିକ ନୁହ କାହିଁକିନା ତାଙ୍କୁ କିଛି ଭଲ ନ ମିଳିଲେ ସେ ଆଉ କଣ କରିବେ । ତାଙ୍କ ଝିଅ ଏବେ ବଲୀଉଡ ରେ ନିଜ ନା ବନେଇବା ପାଇଁ ଆସିଛନ୍ତି । ଟିକୁଙ୍କ ଝିଅ ନା ଶିଖା ତଲସାନିୟା ଅଟେ ଯିଏ ଦେଖିବା ପାଇଁ ବହୁତ ସୁନ୍ଦର ଅଛନ୍ତି ଏବଂ ବୋଲ୍ଡ ମଧ୍ୟ । ଯଦି ଆପଣ ବୀର ଦି ବେଡିଙ୍ଗ ଦେଖିଛନ୍ତି ତେବେ ଆପଣ କରିନା କପୁର ଗର୍ଲ୍ସ ଗ୍ୟାଙ୍ଗରେ ଶିଖାଙ୍କୁ ଦେଖିବାକୁ ପାଇଥିବେ ସେ ନିଜ କେରିଅର ପାଇଁ ଏବେ ପ୍ରୟାସ କରୁଛନ୍ତି ଏବଂ ବର୍ତମାନ ସାଇଡ ରୋଲ ଉପରେ ନିର୍ଭର କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button