ଜୀବନଶୈଳୀ

3 ଜିନିଷ ସବୁଦିନ ଖାଆନ୍ତୁ ବୟସ ଅଟକି ଯିବ! ବାସ ଗୋଟିଏ ସପ୍ତାହ ପ୍ରୟୋଗ କରି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଦୁନିଆର କୌଣସି ବି ମଣିଷ ଚାହିଁନଥାଏ ତାର ବୟସ ବଢୁ ଏବଂ  ସେ ବୃଦ୍ଧ କିମ୍ବା ବୃଦ୍ଧା ହେଉ ଏବଂ ନିଜର ସୁନ୍ଦରତା ହରାଉ । ହେଲେ କଣ ହେବ ସଂସାରର ନିୟମକୁ କିଏ ବା ଭାଙ୍ଗିପାରିବ ଏହା ହେବ ତ ନିଶ୍ଚୟ । କିନ୍ତୁ ପ୍ରାକୃତିକ ଉପାୟରେ ଆପଣ ନିଜ ଖାଇବାରେ ଏଭଳି ତିନୋଟି ଜିନିଷ ସାମିଲ କରନ୍ତୁ ଯାହା ଆପଣଙ୍କ ବୟସ ଅନୁଯାୟୀ ଆପଣଙ୍କ କମୁଥିବା ସୁନ୍ଦରତାର ପ୍ରକ୍ରିୟାକୁ ଧିମା କରିଦେବ ଏବଂ ଆପଣଙ୍କ ବୟସକୁ ଅଟକାଇ ଦେବ । ତେବେ ଆସନ୍ତୁ ଜାଣିବା ସେହି 3 ଜିନିଷ ସମ୍ପର୍କରେ ।

ଯଦି ଆପଣ ନିଜ ପେଟକୁ ସଫା ରଖିବେ ନାହିଁ ତେବେ ଆପଣଙ୍କ ମନକୁ ମଧ୍ୟ ଆପଣ ସନ୍ତୁଳିତ କରି ରଖିପାରିବେ ନାହିଁ । ଆପଣ ଆପଣଙ୍କ ଦିନର ଆରମ୍ଭ ଏକ ଛୋଟ ନିମ୍ବ ଏବଂ ହଳଦୀର ଗୋଲି ଖାଇ ଆରମ୍ଭ କରିବା ଉଚିତ । ଆପଣଙ୍କ ଶରୀରର ପ୍ରକ୍ରିୟା ଉପରେ ଏହାର ପ୍ରଭାବ ବହୁତ ଫାଇଦା ଆଣିଦେଇଥାଏ । ନିମ୍ବ ଗଛ ତ ସାଧାରଣ ଭାବରେ ପ୍ରାୟ ସବୁ ଜାଗାରେ ରହିଥାଏ ।

ପତ୍ରକୁ ବହୁତ ଜଟିଳ ମନାଯାଏ । କାରଣ ନିମ୍ବ ପତ୍ର ଭିତରେ ଦେଢ ଶହରୁ ଅଧିକ ଜଟିଳ ରାସାୟନିକ ପାଟର୍ନ ରହିଛି । ଏହାଦ୍ବାରା ଅନେକ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା, ଊର୍ଜା ସମ୍ବନ୍ଧୀୟ ଅନେକ ରହସ୍ୟ ଏବଂ ଆଧ୍ୟତ୍ମିକ ଆୟାମ ଯୋଡି ହୋଇ ରହିଛି । ନିମ୍ବ ଆପଣଙ୍କ ଆହାର ନଳୀକୁ ସଫା ରଖିଥାଏ । ଏହି ଏଲିମେଣ୍ଟାରି ଟ୍ରାକ ଭିତରେ ବହୁତ ଅଧିକ ସୁଖ୍ମ୍ନ ଯିବ ରହିଥାନ୍ତି । ସେମାନଙ୍କ ଭିତରେ ଅନେକ ଆମର ସାହାର୍ଯ୍ୟ କରିଥାନ୍ତି ।

ଆମେମାନେ ସେମାନଙ୍କ ପାଇଁ ହିଁ ଜୀବିତ ରହିଛେ । ଏବଂ ସେହି ସୂକ୍ଷ୍ମ ଜୀବ ମାନଙ୍କ ପାଇଁ ହିଁ ଭୋଜନ ହଜମ ହୋଇପାରୁଛି । ଶରୀରରେ ବହୁତ କାର୍ଯ୍ୟ ସେମାନଙ୍କ କାରଣ ପାଇଁ ହୋଇଥାଏ । ତଥାପି ବହୁତ ଏଭଳି ଜୀବ ଅଛନ୍ତି ଯେଉଁମାନେ କି ଆମକୁ କ୍ଷତି ପହଞ୍ଚାଇଥାନ୍ତି ।

ଯଦି ଆପଣ ନିମ୍ବ ସହ ହଳଦୀ ମିଶାଇ ତାହାର ଗୁଲି ପ୍ରସ୍ତୁତ କରି ସବୁଦିନ ନିଅନ୍ତି ତେବେ ଆପଣଙ୍କ ଶରୀରରୁ କୌଣସି ବି ପ୍ରକାର ଜୀବାଣୁ ତାହା ନଷ୍ଟ କରିଦେଇଥାଏ ଯାହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ । ତେଣୁ ଆପଣଙ୍କୁ ସବୁଦିନ ସକାଳେ ଏହି ନିମ୍ବ ପତ୍ର ଏବଂ ହଲଦିରେ ପ୍ରସ୍ତୁତ ଗୁଲି ନେବାକୁ ପଡିବ । ଯାହା ଆପଣଙ୍କ ଆୟୁଷକୁ ବଢାଇ ଦେବ ।

ଆପଣଙ୍କ ଦେହରେ ରୋଗ ସଂଚାର ହେବାକୁ ହିଁ ଦେବନି ତେବେ ଭାବନ୍ତୁ କିଭଳି ବା ଆପଣଙ୍କର କ୍ଷତି ହେବ । ପେଟ ସୁସ୍ଥ ତ ସବୁ ସୁସ୍ଥ ତେଣୁ ଆପଣଙ୍କ ଶରୀର ସହିତ ଆପଣଙ୍କ ତ୍ଵାଚା ମଧ୍ୟ ଯବାନ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button