ଓଡିଶା

ବଜ୍ରାଘାତ ମୃତ୍ୟୁ, ଆହାତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ସରକାର

ଜ୍ରାଘାତ ମୃତ୍ୟୁ । ଆହାତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ସରକାର । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ମୃତ୍ୟୁ ପାଇଁ ସହାୟତା ଘୋଷଣା । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା । ଆହାତଙ୍କ ଖର୍ଚ୍ଚ ବହନ କରିବେ ସରକାର । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଲେ ।

। ଆହାତଙ୍କ ଆଶୁ ଆରୋଗ୍ୟ କାମନା କଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button