Jyotish Shastra- 400 ବର୍ଷ ପରେ ଆଜି ରାତିରେ ମହାସଂଯୋଗ ! ଆଜି ରାତି ପର ଠାରୁ ସୁନା ପରି ଚମକିବ ଏହି 4 ରାଶିର ଭାଗ୍ୟ

ନମସ୍କାର ବନ୍ଧୁଗଣ , ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କ ପରିବର୍ତ୍ତନ ର ପ୍ରଭାବ ରାଶିମାନଙ୍କ ଉପରେ ପଡିଥାଏ । ଦୀର୍ଘ 400 ଶହ ପରେ ହେବାକୁ ଯାଉଛି ରାଶିର ର ମହା ସଂଯୋଗ 6 ଟି ରାଶିମାନଙ୍କ ଉପରେ ପଡିବାକୁ ଯାଉଛି ପ୍ରଭୁ ହନୁମାନଙ୍କ ମହା କୃପା । ଅନେକ ବର୍ଷ ପରେ 6 ଏପ୍ରିଲ ରେ ପଡୁଛି ହନୁମାନ ଜୟନ୍ତୀ ଏବଂ ଚୈତ୍ର ପୂର୍ଣ୍ଣିମା ବାର ଗୋଟି ରାଶିମାନଙ୍କ ମଧ୍ୟରୁ ଛଅ ଗୋଟି ରାଶିମାନଙ୍କ ଜୀବନ ହେବାକୁ ଯାଉଛି ସଂପୂର୍ଣ୍ଣ ପରିବର୍ତ୍ତନ ।
ଏହି ଛଅ ଗୋଟି ରାଶିମାନଙ୍କୁ କୋଟିପତି ହେବାରୁ କେହି ବି ରୋକି ପାରିବେ ନାହିଁ । ଏହି ଦିନ ବୋଜରଙ୍ଗୀ ବଳିଙ୍କ ଦିନ ଅଟେ ଏପରି ଏକ ସଂଯୋଗ ବନୁଅଛି , ଯେ ଏହି ଛଅ ଟି ଗୋଟି ରାଶିଙ୍କ ଜୀବନ ରେ ଥିବା ଦୁଃଖ କଷ୍ଟ ସବୁ ଦିନ ପାଇଁ ଦୂର ହେଇଯିବ । ପ୍ରଭୁ ହନୁମାନ ସ୍ଵୟଂ ଆସି ଏହି ରାଶିମାନଙ୍କ ଜୀବନ ରେ ଥିବା ସମସ୍ୟା କୁ ଦୂର କରିବେ । ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ରାମଙ୍କ ସତ୍ୟ ଭକ୍ତ ହନୁମାନଙ୍କ ଜନ୍ମ ହେଇଥିଲା ।
ତେଣୁ ପ୍ରତି ବର୍ଷ ଏହି ଦିନ କୁ ଆମେ ହନୁମାନ ଜୟନ୍ତୀ ପାଳନ କରିଥାଉ । ଚୈତ୍ର ପୂର୍ଣ୍ଣିମା ର ବହୁତ ଗୁରୁତ୍ଵ ରହିଛି ତେଣୁ ଏହି ମାସ ରେ ହେବାକୁ ଯାଉଛି ଦୁର୍ଲଭ ସଂଯୋଗ ଛଅ ଗୋଟି ରାଶିମାନଙ୍କ ଉପରେ ହେବ ଧନ ବର୍ଷ ଏବଂ କେହି ବି ଏହାକୁ ରୋକି ପାରିବେ ନାହିଁ । ଆପଣମାନେ ଜାଣିଥିବେ ଯେ ପ୍ରତ୍ୟେକ ମଣିଷ ଧନୀ ହେବାକୁ ସୁଖ ଶାନ୍ତିର ଜୀବନ ଅତିବାହିତ କରିବାକୁ ଇଛା କରିଥାଏ ।
ମାତ୍ର ମଣିଷ ର ଭାଗ୍ୟ ଗ୍ରହମାନଙ୍କ ଚଳନ ଉପରେ ହିଁ ନିର୍ଭର କରିଥାଏ । ଆଜି ଆମେ ଆପଣମାନଙ୍କୁ କହିବି ସେହି ଛଅ ଗୋଟି ରାଶିମାନଙ୍କ ବିଷୟରେ ଯେଉଁମାନେ ଜୀବନ ରେ ରାଜଯୋଗ ଭୋଗ କରିବାକୁ ଯାଉଛନ୍ତି ।
1 – ବୃଷ ରାଶି ବ୍ୟକ୍ତିମାନଙ୍କ ଜୀବନ ରେ ବନିବାକୁ ହେଉଛି ରାଜଯୋଗ ଏମାନଙ୍କ ଅଟକିଯାଇଥିବା କାର୍ଯ୍ୟ ସଫଳ ହେବାକୁ ଯାଉଛି । ଏମାନଙ୍କ ଉପରେ ପ୍ରଭୁ ବଜରଙ୍ଗ ବଳି ଏବଂ ମା ‘ ଲକ୍ଷ୍ମୀଙ୍କର ଅଶେଷ କୃପା ରହିବ । ଏମାନଙ୍କ ବ୍ୟବସାୟ ବ୍ୟାପାର କ୍ଷେତ୍ରର ରେ ଖୁବ ଲାଭବାନ ହୋଇଥାନ୍ତି ।
2 – କନ୍ୟା ରାଶିମାନଙ୍କ ପାରିବାରିକ ସମସ୍ୟା ଶେଷ ହେବାକୁ ଯାଉଛି । ଏହି ରାଶି ର ବ୍ୟକ୍ତିମାନେ ନିଜର ଜୀବନ ସାଥିଙ୍କ ସହିତ ସମୟ ଅତିବାହିତ କରିବେ । ଏମାନଙ୍କୁ ଅଚାନକ ଖୁସି ଖୁସି ଖବର ପ୍ରାପ୍ତ ହେବ । ଆସନ୍ତା ସମୟରେ ଅକସ୍ମାତ ଭାବରେ ଧନ ଲାଭ ର ଯୋଗ ବନୁଅଛି ।
3 – ସିଂହ ରାଶି ର ଲୋକମାନଙ୍କ ଉପରେ ମା ‘ ଲକ୍ଷ୍ମୀଙ୍କ ବିଶେଷ କୃପା ପଡିବାକୁ ଯାଉଛି , ଯାହା ଦ୍ଵାରା ଏମାନଙ୍କ ଜୀବନ ରେ ଥିବା ଦୁଖ କଷ୍ଟ ସବୁ ବେଳେ ପାଇଁ ଦୂର ହୋଇଥାଏ । ଯଦି କୋଣସି କାର୍ଯ୍ୟ ରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତେବେ ନିଶ୍ଚିତ ପାଇବେ ।
4 – ତୁଳା ରାଶି ର ବ୍ୟକ୍ତିମାନଙ୍କୁ ଭାଗ୍ୟ ର ସଂପୂର୍ଣ୍ଣ ସହଯୋଗ ମିଳିବ । ଏମାନଙ୍କ ଜୀବନ ରେ ଧନ ର କୋଣସି ଅଭାବ ରହିବ ନାହି । ସମାଜ ରେ ମାନ ସମ୍ମାନ , ନାମ ଖ୍ଯାତି ଅର୍ଜନ କରିଥାନ୍ତି
5 – ମୀନ ରାଶି ବ୍ୟକ୍ତିମାନଙ୍କ ଜୀବନ ରେ ହନୁମାନଙ୍କ ବିଶେଷ କୃପା ପଡିବାକୁ ଯାଉଛି , ଯାହା ଫଳରେ ଏମାନଙ୍କ ଜୀବନ ରେ ଥିବା ସମସ୍ତ ସମସ୍ୟା ସମାପ୍ତ ହେଇଥାଏ । ଧନ , ସୁଖ , ସମବୃଦ୍ଧି ମାନ ଆଦି ବୃଦ୍ଧି ହୋଇଥାଏ ।