ଦେଶ ବିଦେଶ

ଉଲଗ୍ନ ହୋଇ ଭିଣେଇକୁ କରୁଥିଲେ ଭିଡିଓ କଲ୍, ଦେଖିଦେଲା ସ୍ଵାମୀ, ଆଉ ତାପରେ…

ବର୍ତ୍ତମାନ ନବବିବାହିତ ଦମ୍ପଦିଙ୍କ ଭିଣେଇଙ୍କ ସହ ନ୍ୟୁ-ଡ ଭିଡ଼ିଓ କଲର ଘ-ଟ-ଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି,ଏହି ଭିଡ଼ିଓରେ ଆପଣ ଦେଖି ପାରିବେ ଯେ,କିପରି ସୁନ୍ଦରୀ ନୂଆ ବୋହୁ ବାପାଙ୍କୁ କହିଥିଲା। ମୁଁ ଭଗବାନଙ୍କ ପାଖରେ ମାନ-ସିକ କରିଥିଲି,ବାହାଘରର ବାସୀରେ ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କଲେ ମୋ ସ୍ୱାମୀଙ୍କ ଆୟୁଷ ବଢିବ। ଏହି କଥାରେ ପୁଅର ବାପା ରାଜି ହୋଇଯାଇଥିଲେ ଏବଂ ପୁଅ ଏବଂ ବୋହୂକୁ ମନ୍ଦିର ଯିବାକୁ ଅନୁମତି ଦେଇଥିଲେ।

କିନ୍ତୁ ସେ ଜାଣି ନଥିଲେ ଯେ ତାଙ୍କ ପୁଅ ସହ କିଛି ଖରାପ ଘ-ଟିବାକୁ ଯାଉଛି। ନିରୀହ ବାପା ପରି ସେ ମଧ୍ୟ ସ୍ୱପ୍ନ ଦେଖିଥିଲେ ତାଙ୍କ ଘରକୁ ତାଙ୍କ ବୋହୁ ଆସିବ ଓଢଣା ଦେଇ ତାଙ୍କ ତୁଳସୀ ଗଛରେ ପାଣି ଦେଵ। କିନ୍ତୁ ତାଙ୍କ ଏହି ନିରୀହ ବୋହୁ ଏତେ ବି-ଷା-କ୍ତ ପ୍ରକୃତିର ମଣିଷ ବୋଲି ସେ ଜାଣି ନଥିଲେ। ସେ ପୁଅ ବୋହୁଙ୍କୁ ମନ୍ଦିର ଯିବାକୁ ଅନୁମତି ଦେବାପରେ ତାଙ୍କ ପୁଅଙ୍କ ସହ ଯାହା ଘଟିଥିଲା ସେ କେବେ ଭାବି ପାରି ନଥିଲେ।

ତାଙ୍କ ପୁଅ ଏବଂ ବୋହୁ ମନ୍ଦିର ଯିବାପରେ ଜଣା ପଡିଲା ଯେ ତାଙ୍କ ବୋହୁ ତାଙ୍କ ପରିବାର ଲୋକଙ୍କୁ ଡାକି ତାଙ୍କ ସ୍ୱାମୀଙ୍କୁ ମା-ଡ଼ ମ-ରିଛନ୍ତି।

ପୁଅକୁ ମାଡ଼ ମରା-ଯିବା ଘ-ଟଣା ଜଣା ପଡିବା ପରେ ଅନ୍ୟ ସମସ୍ତ ଘଟଣା ପ୍ରକାଶ ପାଇଥିଲା। ଜଣା ପଡିଥିଲା ଯେ ପୂର୍ବ ରାତ୍ରିରେ ତାଙ୍କ ସ୍ତ୍ରୀ ତାଙ୍କ ଭିନେଇଙ୍କ ସହ ନ-ଗ୍ନ ଅବସ୍ତାରେ ଭିଡ଼ିଓ କଲରେ କଥା ହଉଥିଲେ। ଏବଂ ସ୍ୱାମୀ ଏହା ଦେଖିବାପରେ ତାଙ୍କୁ ପାଟିକରିଥିଲେ। ସ୍ତ୍ରୀ ତାଙ୍କର ଭୁଲବୁଝି କ୍ଷ-ମା ମାଗିଥିଲେ। କିନ୍ତୁ ସେ ସକାଳେ ମନ୍ଦିର ଯିବାକୁ ମି-ଛ କହି ରାତିରେ ଥିବା ରାଗ ତାଙ୍କ ସ୍ୱାମୀ ଉପରେ ସୁଜାଇଥିଲେ ଏବଂ ସେ ସ୍ୱାମୀଙ୍କୁ ମା-ଡ଼ମା-ରି ପଳାଇ ଯାଇଥିଲେ।

କିନ୍ତୁ ଘଟ-ଣାରୁ ଲାଗୁଛି ଯେପରି ତାଙ୍କର ଏପରି କାମ ବିବାହ ପୂର୍ବରୁ ଚାଲି ନଥିଲା ତ। ସେ ବୋଧେହୁଏ କହିଥିବେ ବାହାଘର ପରେ ମଧ୍ୟ ଆମେ ନ୍ୟୁଡ ଭୋଡ଼ିଓ କଲରେ ଆମେ ଏମିତ କଥା ହବା। ଘଟ-ଣାରୁ ଲାଗୁଛି ଯେପରି ଭିଣେଇ ହଉଛନ୍ତି ଏହି କାହାଣୀର ଲେଖକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button