ଓଡିଶା

ଶିଖରପୁର ମା’ ଦୁର୍ଗାଙ୍କ ର୍ମୂି ପାଇଁ ମାଟି ଅନୁକୂଳ

କଟକ, 03/09: ଶିଖରପୁର-ଗଣ୍ଡରପୁର-ମହାନଦୀବିହାର ପୂଜା କମିଟି ପକ୍ଷରୁ ଲଳିତା ସପ୍ତମୀ ତିଥିରେ ମହାନଦୀ କୂଳରୁ ମା’ ଦୁର୍ଗାଙ୍କ ର୍ମୂି ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି । ଏଥିରେ ର୍କା ଭାବେ ନିର୍ମଳ କୁମାରମହାନ୍ତି, ପୂଜକ ସର୍ବେଶ୍ୱର ଆଚାର୍ଯ୍ୟ ଯୋଗଦେଇ ପୂଜା କାର୍ଯ୍ୟ ସୂଚାରୁ ରୂପେ ସମ୍ପନ୍ନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଜୟନ୍ତ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଭୀମସେନ ସାହୁ, ସଂପାଦକ ବିଷ୍ଣୁଚରଣ ନାୟକ, ଯୁଗ୍ମ ସଂପାଦକ ଲକ୍ଷ୍ମୀଧର ମହାନ୍ତି, ସଂଗଠନ ସଂପାଦକ ଶରତ ଜେନା, ସାଂସ୍କୃତିକ ସଂପାଦକ ଇଂ ସୁବ୍ରତ ଘଡାଇ, କୋଷାଧ୍ୟକ୍ଷ ନଗେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ସମେତ ଉପଦେଷ୍ଟା ରବିନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଯୁବକ ସଂଘର କର୍ମର୍କାମାନେ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button