ଧର୍ମ

ଶ୍ରୀକୃଷ୍ଣ କହିଛନ୍ତି ଭାଗ୍ୟଶାଳୀ ମହିଳାଙ୍କ ହୋଇଥାଏ ଏହି 3 ଖାସ ପରିଚୟ

ଆମ ହିନ୍ଦୁ ଧର୍ମରେ ସ୍ତ୍ରୀ ଙ୍କୁ ଦେବୀଙ୍କ ମାନ୍ୟତା ଦିଆଯାଇଛି | ସ୍ତ୍ରୀ ଙ୍କୁ ମା ଲକ୍ଷ୍ମୀ, ସରସ୍ବତୀ, ପାର୍ବତୀଙ୍କ ହିଁ ରୂପ ବୋଲି କୁହାଯାଇଛି | ପ୍ରତ୍ୟେକ ପୁରୁଷର ଅର୍ଦ୍ଧାଙ୍ଗିନୀ ତାଙ୍କ ପତ୍ନୀ ହିଁ ହୋଇଥାଏ | ପୁରୁଷ ଙ୍କ ଜୀବନ ରେ ଉନ୍ନତି ର କାରଣ ତାଙ୍କ ପତ୍ନୀ ଙ୍କୁ ହିଁ ମାନା ଯାଇଛି | ଗରୁଡ଼ ପୁରାଣ ରେ ଶ୍ରେଷ୍ଠ ନାରୀ କୁ ବର୍ଣନା କରାଯାଇଛି | ଯେଉଁ ନାରୀ ଙ୍କ ଭିତରେ ଏହି 7 ଲକ୍ଷଣ ଥାଏ ସେମାନେ ସାକ୍ଷାତ ମା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ |

ଏହିପରି ମହିଳା ଙ୍କ ପାଦ ଯେଉଁ ଘରେ ପଡିଥାଏ ସେ ଘରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ | ସେହି ଘରୁ ନକାରାତ୍ମକ ଶକ୍ତି, ଖରାପ ଶକ୍ତି ଦୂର ହୋଇଯାଇଥାଏ,ଏବଂ ଘର ସୁଖ ସମୃଦ୍ଧି ଏବଂ ବୈଭବ ରେ ଭରିଯାଏ | ସେହି ରହୁଥିବା ଲୋକଙ୍କ ସୋଇଥିବା ଭାଗ୍ୟ ବି ଚେଇଁ ଉଠିଥାଏ |

ଗରୁଡ଼ ପୁରାଣ ଅନୁସାରେ ଦେବି ରୁପି ସ୍ତ୍ରୀ ର ଆଗମନ ରେ ହିଁ ଘରେ ସକାରାତ୍ମକ ଉର୍ଜାର ସଂଚାର ହୋଇଯାଏ | ଏହା ମଧ୍ୟ ମାନ୍ୟତା ରହିଛି କି ଦୁଃଖ, କଷ୍ଟ, ଭିକାରି, ସମସ୍ୟା ରେ ରହୁଥିବା ଲୋକ ବି ଏହିପରି ସ୍ତ୍ରୀ ପାଇ ଚକ୍ରବତୀ ରାଜା ହୋଇଯାଏ | ଏହା ମହାଲକ୍ଷ୍ମୀ ଙ୍କ ମାୟା ହୋଇଥାଏ ସେ ତାଙ୍କ ଭକ୍ତ ଙ୍କ ଉପରେ ସଦା ସର୍ବଦା କୃପା ବରଷେଇ ଥାନ୍ତି |

ତେବେ ଏମିତି ସ୍ଥିତିରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କି ଗରୁଡ଼ ପୁରାଣ ରେ ଏହିପରି ସ୍ତ୍ରୀ ଙ୍କ ବିଷୟରେ ବର୍ଣନା କରାଯାଇଛି ଯାହାକୁ ପାଇବା ଦ୍ୱାରା ସ୍ୱାମୀ ଜୀବନ ରେ ସଫଳ ହୋଇଥାଏ | ଘରେ ସୁଖ ସମୃଦ୍ଧି ଏବଂ ବୈଭବ ରେ ଭରିଯାଏ | ତେବେ ଆସନ୍ତୁ ଜାଣିବା ଲକ୍ଷ୍ମୀ ରୂପୀ ସ୍ତ୍ରୀ ଙ୍କର 7 ଲକ୍ଷଣ ବିଷୟରେ

1. ସୁର୍ୟୋଦୟ ପୂର୍ବରୁ ଉଠୁଥିବା ସ୍ତ୍ରୀ :-

ଗରୁଡ଼ ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ତ୍ରୀ ବ୍ରହ୍ମ ସମୟରେ ଉଠିଥାଏ | ସେହି ସ୍ତ୍ରୀ ଉପରେ ମାତା ଲଷ୍ମୀଙ୍କର କୃପା ସଦା ସର୍ବଦା ରହିଥାଏ | ଏବଂ ଯେଉଁମାନେ ସୁର୍ଯ୍ୟଉଦୟ ପରେ ମଧ୍ୟ ଶୋଇରହିଥାନ୍ତି ତାଙ୍କୁ ପପି ସ୍ତ୍ରୀ ବୋଲି ମନାଯାଇଥାଏ | ଏବଂ ସୂର୍ଯ୍ୟଉଦୟ ହେବା ଆଗରୁ ଉଠୁଥିବା ମହିଳାଙ୍କୁ ସବୁ ଦେବା ଦେବୀଙ୍କର କୃପା ମିଳିଥାଏ ଏବଂ ଏଥିପାଇଁ ସେହି ସ୍ତ୍ରୀର ଘରେ ସବୁବେଳେ ସୁଖ ଏବଂ ଶାନ୍ତି ରହିଥାଏ |

2. ଦେବ ପୂଜା କରୁଥିବା :-

ଯେଉଁ ସ୍ତ୍ରୀ ପ୍ରାପ୍ତ ସକାଳୁରୁ ଉଠି ନିତ୍ୟକର୍ମ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ସମସ୍ତ ଦେବା ଦେବୀଙ୍କୁ ପୁରା ନିଷ୍ଟା ଏବଂ ଵିଧି-ବିଧାନର ସହ ପୂଜା କରିଥାଏ | ସେହି ଭଳି ସ୍ତ୍ରୀ ପାଇଁ ସେହି ଘରେ ସବୁବେଳେ ଧନ ସମ୍ପତ୍ତିର ବର୍ଷ ହୋଇଥାଏ | ଏବଂ ଯେଉଁ ସ୍ତ୍ରୀ ପୂଜା ପଠା କରେନି ସକାଳୁ ଗାଧେଇନି ତାଙ୍କୁ ପପି ବୋଲି କୁହାଯାଇଛି |

3. ସ୍ୱଚ୍ଛତା ପ୍ରିୟ :-

ମାତା ଲଷ୍ମୀଙ୍କର କୃପା ପାଉଥିବା ସ୍ତ୍ରୀ ସ୍ୱଛତା ପ୍ରିୟ ହୋଇଥାନ୍ତି | ଏବଂ ଯେଉଁ ସ୍ତ୍ରୀର ଘରେ ଅସନା ହୋଇଥାଏ ଯିଏ ସବୁବେଳେ ଅଶ୍ଵଚ୍ଚ ଥାଏ କିମ୍ଭା ଯାହାର ଘରେ ସବୁବେଳେ ଅଳିଆ ଆବର୍ଜନା ହୋଈ ପଡିରହିଯଥାଏ | ସେଭଳି ସ୍ତ୍ରୀଙ୍କୁ ପପି ସ୍ତ୍ରୀର ମାନ୍ୟତା ଦିଆଯାଇଛି |

4. ଦେବତାଙ୍କୁ ଜଳ ଦେଉଥିବା :-

ଯେଉଁ ସ୍ତ୍ରୀ ନିତ୍ୟକର୍ମ ସାରି ଘରର ଦେବା ଦେବୀଙ୍କୁ ଜଳ ଅର୍ପଣ କରିଥାଏ ଯିଏ ସୂର୍ଯ୍ୟ ଦେବଙ୍କୁ ପ୍ରାପ୍ତ କାଳରେ ଘିଅଦୀପ ଅର୍ପଣ କରିଥାଏ ଏବଂ ଯିଏ ସକାଳୁ ମାତା ତୁଳସୀଙ୍କୁ ଜଳ ଦେଇ ନମସ୍କାର କରିଥାଏ ସେହି ସ୍ତ୍ରୀକୁ ସାକ୍ଷାତ ମାତା ଲଷ୍ମୀଙ୍କର ରୂପ ବୋଲି କୁହାଯାଇଥାଏ | ଏମିତି ସ୍ତ୍ରୀ ଥିବା ଘରେ ଯେବେ ଦୁଃଖ, କଷ୍ଟ ଆସିନଥାଏ |

5. ସ୍ୱାମୀଙ୍କ ସେବା କରିବା :-

ଯେଉଁ ସ୍ତ୍ରୀ ପ୍ରତିଦିନ ନିଜ ସ୍ୱାମୀଙ୍କ ପାଦ ଛୁଇଁ ପ୍ରଣାମ କରିଥାଏ ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କର ଶୋଇବା ଆଗରୁ ପାଦ ମୋଡିଥାଏ ସେହି ସ୍ତ୍ରୀ ମାତା ଲଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ |

6. ମିଠା କହୁଥିବା :-

ଯେଉଁ ସ୍ତ୍ରୀ ସବୁବେଳେ ସମସ୍ତଙ୍କୁ ମିଠା ବଚନ କହୁଥିବ କେବେ ବି କାହାରିକୁ ବି କଟୁ ଶବ୍ଦ କହୁନଥିବ ସେହି ସ୍ତ୍ରୀ ମାତା ଲଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ | ଯେଉଁ ସ୍ତ୍ରୀ ସର୍ବଦା କଟୁ ବଚନ କହୁଥାଏ ଯିଏ ଅନ୍ୟକୁ ସବୁବେଳେ ହଇରାଣ କରୁଥାଏ ସେହି ଭଳି ସ୍ତ୍ରୀଙ୍କୁ ମାତା ଲଷ୍ମୀ ଅଭିଶାପ ଦେଇଥାନ୍ତି |

7. ସ୍ୱାଦିଷ୍ଟ ଅନ୍ନ :-

ଯେଉଁ ସ୍ତ୍ରୀଙ୍କ ହାତରେ ସ୍ୱାଦିଷ୍ଟ ଭୋଜନ ତିଆରି ହୋଇଥାଏ ସେହି ମହିଳାଙ୍କ ଘରେ ଏବଂ ସେହି ମହିଳା ପାଖରେ ସବୁବେଳେ ମାତା ଲଷ୍ମୀଙ୍କର କୃପା କରିଥାଏ | ଯେଉଁ ସ୍ତ୍ରୀ ଭଲ ରୋଷେଇ କରେ ସେହି ସ୍ତ୍ରୀ ଘରକୁ ସ୍ୱୟଂ ଭଗବନ ଅସିଥାନ୍ତି ପ୍ରସାଦ ଗ୍ରହଣ କରିବାକୁ

Leave a Reply

Your email address will not be published. Required fields are marked *

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button