ଜୀବନଶୈଳୀ

ପତ୍ନୀଙ୍କର ଏହି ତିନୋଟି ଭୁଲ କାରଣରୁ ପତିଙ୍କର ଶୀଘ୍ର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ! ଜାଣନ୍ତୁ କଣ କଣ ସବୁ ସେହି କାରଣ !

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହିଳାମାନଙ୍କର କେଉଁ ତିନୋଟି ଭୁଲ ଯୋଗୁଁ ତାଙ୍କ ସ୍ଵାମୀଙ୍କର ମୃତ୍ୟୁର କାରଣ ହୋଇଥାଏ। କହିବାକୁ ଗଲେ ପତିପତ୍ନୀ ପରସ୍ପରର ପରିପୂରକ ହୋଇଥାନ୍ତି। ଶାସ୍ତ୍ରରେ ମାନା ଯାଇଛି କି, ଯେଉଁ ବ୍ୟକ୍ତିର ବିବାହ ହୋଇଥାଏ, ତାର ଜୀବନ ସାର୍ଥକ ହୋଇଥାଏ। ପତି ତାଙ୍କ ପତ୍ନୀଙ୍କ ପାଇଁ ଯତ୍ନବାନ ହେବା ଆବଶ୍ୟକ। ଭଗବାନଙ୍କ ସୃଷ୍ଟିରେ ନାରୀ ହେଉଛି ଦେବୀଙ୍କ ସ୍ୱରୂପ ମାନା ଯାଇଛି। ପତ୍ନୀ ତାଙ୍କ ପତିଙ୍କ ପାଇଁ ବାର ମାସରେ ତେର ପ୍ରକାରର ବ୍ରତ ରଖି ଥାନ୍ତି।

ସାବିତ୍ରୀ ବ୍ରତ,ଧାର୍ମିକ ଯାତ୍ରା କରିବା, ଶିବରାତ୍ରି ଉପବାସ ଭଳି ବ୍ରତ ପତ୍ନୀ ମାନେ ତାଙ୍କ ସ୍ଵାମୀଙ୍କ ପାଇଁ ରଖି ଥାଆନ୍ତି। ପତ୍ନୀ ମାନେ ତାଙ୍କ ସ୍ବାମୀଙ୍କ ଆୟୁଷ ବୃଦ୍ଧି ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ତେବେ ଆସନ୍ତୁ ଜାଣିବା ମହିଳା ମାନେ କେଉଁ ଭୁଲ କରିବା ଦ୍ଵାରା ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଖୁବ୍ ଶୀଘ୍ର ହୋଇ ଯାଇଥାଏ। ଗରୁଡ଼ ପୁରାଣରେ ପତିଙ୍କ ମୃତ୍ୟୁର ଖାସ ରହସ୍ୟ ବିଷୟରେ କୁହାଯାଇଛି।

ଯଦି ମହିଳା ମାନେ ତାଙ୍କ ସ୍ଵାମୀଙ୍କ ପାଇଁ ବ୍ରତ ଉପବାସ ରଖି ପୂଜାର୍ଚ୍ଚନା ନକରି ଭୋଜନ ଗ୍ରହଣ କରିଥାନ୍ତି। ତାହେଲେ ଏହାର ଖରାପ ପ୍ରଭାବ ସ୍ବାମୀଙ୍କ ଭାଗ୍ୟ ଉପରେ ପଡ଼ିଥାଏ। ଉପବାସ ବ୍ରତ ସମୟରେ ମନରେ କେବେବି ଲାଳସା ରଖିବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅଶୁଭ ପରିଣାମ ପ୍ରଦାନ କରିଥାଏ। ଯଦି ଆପଣ ବ୍ରତ ଉପବାସ କରୁଛନ୍ତି, ତାହେଲେ ଧର୍ଯ୍ୟ ଓ ନିଷ୍ଠା ରଖନ୍ତୁ। ପୂଜାର୍ଚ୍ଚନା କରିବା ପରେ ଭୋଜନ ଗ୍ରହଣ କରନ୍ତୁ। ଯଦି ଆପଣ ଏଭଳି ନକରନ୍ତି, ତାହେଲେ ଆପଣଙ୍କ ପତିଙ୍କର ଯୁବାବସ୍ଥାରେ ମୃତ୍ୟୁ ହୋଇଯିବାର ସମ୍ଭାବନା ରହିଛି।

ବ୍ରତ ଉପବାସକୁ ଶ୍ରଦ୍ଧାର ସହିତ ପାଳନ କରି ଭାଙ୍ଗିବା ଆବଶ୍ୟକ। ଏହାଦ୍ବାରା ପତିଙ୍କ ଆୟୁଷ ବୃଦ୍ଧି ହୋଇଥାଏ ଏବଂ ପତିପତ୍ନୀଙ୍କ ମଧ୍ୟରେ ସର୍ବଦା ବୁଝାମଣା ରହିଥାଏ। ବ୍ରତ ଉପବାସ କରୁଥିବା ଦିନ ପତିଙ୍କୁ କେବେବି କଟୁ ବଚନ କୁହନ୍ତୁ ନାହିଁ। ଏହା ଆପଣଙ୍କ ସ୍ବାମୀଙ୍କ ପାଇଁ ଅତ୍ୟନ୍ତ ଅଶୁଭ ସାବ୍ୟସ୍ତ ହୋଇଥାଏ। ଯଦି କୌଣସି ନାରୀ ନିଜର ମଙ୍ଗଳସୂତ୍ର ପିନ୍ଧି ନଥାଏ, ତାହେଲେ ସ୍ବାମୀଙ୍କ ଭାଗ୍ୟ ସର୍ବଦା ଖରାପ ଆଡ଼କୁ ଗତି କରିଥାଏ।

ଯଦି ଆପଣ ସିନ୍ଦୂର ଲଗାଇବା ସମୟରେ ଆପଣଙ୍କ ନାକରେ ସିନ୍ଦୂର ଲାଗି ଯାଉଛି, ତାହେଲେ ଆପଣଙ୍କ ସ୍ବାମୀ ଆପଣଙ୍କୁ ବହୁତ ପ୍ରେମ କରିଥାନ୍ତି ବୋଲି ସଂକେତ ମିଳିଥାଏ। ଯେଉଁ ମହିଳା ମାନେ ନିଜ ମଥାର ସିନ୍ଦୂରକୁ ଲୁଚାଇ ରଖିଥାନ୍ତି, ସେମାନଙ୍କ ସ୍ଵାମୀଙ୍କର ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇ ଯାଇଥାଏ। କୌଣସି ପୁରୁଷ ବ୍ୟକ୍ତି ଯଦି ସ୍ୱପ୍ନରେ ବିବାହିତା ନାରୀଙ୍କୁ ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ଧନଲାଭ ହେବାର ସମ୍ଭାବନା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button