ବିଚାର

3 ଦିନ ପର୍ଯ୍ୟନ୍ତ ପିୟାନ୍ତୁ ଏହାର ପାଣି, 90% ରୋଗ ହେବ ଦୂର…. ଅଟେ ତାକତର ଖଜାନା

କଣ ଆପଣ ମାନେ ଜାଣିଛନ୍ତି ଯେ ସାମାନ୍ୟତଃ ମିଳୁଥିବା କିଛି ଜିନିଷ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ରାମବାଣ ଚିକିତ୍ସା ହୋଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯାହା ଖାଇବା ଦ୍ଵାରା ଆପଣଙ୍କ ଶରୀରରେ ତୁରନ୍ତ ଶକ୍ତି ମିଳିବ ଆଉ ଆପଣ ଊର୍ଜା ଅନୁଭବ ମଧ୍ୟ କରିବେ । ତେବେ ଗୋନ୍ଦ କତିରା ବହୁତ ଲାଭକାରୀ ହୋଇଥାଏ ଆଜିକା ସମୟରେ ଲୋକ ଏହାର ବ୍ୟବହାର ଭୁଲି ଯାଇଛନ୍ତି କିନ୍ତୁ ପୁରୁଣା ସମୟରେ ଲୋକ ଏହାକୁ ସବୁ ଦିନ ସେବନ କରୁଥିଲେ ଯାହା ଦ୍ଵାରା ତାଙ୍କ ଶରୀର କେବେ ଦୁର୍ବଳ ରହୁ ନଥିଲା ।

ତେବେ ଗୋନ୍ଦ କତିରାରେ ଫଲିକ ଏସିଡ ଆଉ କେତେକ ବିଟାମିନ ହୋଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାନ୍ତି ତେବେ ଆସନ୍ତୁ ଜାଣିବା କଣ ଖାଇବା ଦ୍ଵାରା ଆମ ଶରୀର ସ୍ଵସ୍ଥ ରହିବ । ଗୋନ୍ଦ କତିରା ଆମ ତ୍ଵଚା ପାଇଁ ବହୁତ ଲାଭକାରୀ ହୋଇଥାଏ ଯଦି ଆପଣ ବୟସ ଠାରୁ ଆଗରୁ ବୁଢା ବା ବୁଢୀ ଦେଖା ଯାଉଛନ୍ତି ।

ତେବେ ଆପଣଙ୍କୁ ସବୁ ଦିନ ଗୋନ୍ଦ କତିରା ବ୍ୟବହାର କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଚର୍ମ ସୁଖୟମ ହୋଇଥାଏ ଆଉ ଆପଣ ସୁନ୍ଦର ଦେଖା ଯାଇଥାନ୍ତି । ଏହା ପାଇଁ ଆପଣଙ୍କୁ ରାତିରେ ଗୋନ୍ଦ କତିରା ପାଣିରେ ଭିଜେଇ ଛାଡିବାକୁ ହବ ଆଉ ସକାଳେ ଗରମ କ୍ଷୀର ବା ପାଣିରେ ପକାଇ ମିଶିରି ପକାଇ ଏହାର ସେବନ କରିବାକୁ ପଡିଥାଏ,

ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରକୁ ପୋଷ୍ଟିକ ତତ୍ଵ ପ୍ରଦାନ ହୋଇଥାଏ ଯାହା ଦ୍ଵାରା ଆମ ଶରୀର ସୁସ୍ତ ଆଉ ସବଳ ହୋଇଥାଏ । ଆଜିକା ସମୟରେ ପ୍ରାୟତଃ ଲୋକଙ୍କ ପେଟ ଖରାପ ସମସ୍ୟା ରହୁଛି, ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେଉଁ ଲୋକଙ୍କ ପେଟ ଖରାପ ରହିଥାଏ ସେହି ଲୋକଙ୍କ ସ୍ୱାସ୍ଥ୍ୟ ବହୁତ ଅଧିକ ଖରାପ ହୋଇଥାଏ ।

ତେବେ ଆପଣଙ୍କୁ ନିଜ ପେଟ ସଫା ରଖିବା ଉଛି ଆସନ୍ତୁ ଜାଣିବା ପେଟ କେମିତି ସବଳ ରହିବ ଆପଣଙ୍କୁ ରାତିରେ ପାଣିରେ ଗୋନ୍ଦ କତିରା ମିଶାଇ ରଖିବାକୁ ହବ ସକାଳେ ଉଠି ଆପଣ ଏହାକୁ ପାଣିରେ ମିଶାଇ କିଛି ଲେମ୍ବୁ ରସ ପକାଇ କଳା ଲୁଣ ପକାଇ ସେବନ କରନ୍ତୁ ।

ଦେଖିବେ ଆପଣଙ୍କ ପେଟ ସଫା ରହିବ, ଆପଣଙ୍କ ଅନ୍ୟ ସବୁ ସମସ୍ୟା ବହୁତ ଶୀଘ୍ର ଦୂର ହବ ଆଉ ଆପଣଙ୍କ ପେଟ ଖରାପ କେବେ ହବ ନାହିଁ । ଗୋନ୍ଦ କତିରା ପିଉଥିବା ଲୋକଙ୍କୁ କେବେ ଲୁ ଲାଗି ନଥାଏ ଯାହାକୁ ଆମେ ସନ ଷ୍ଟ୍ରୋକ କହିଥାଉ କାହିଁକିନା ଗୋନ୍ଦ କତିରା ସେବନ କରୁଥିବା ବ୍ୟକ୍ତି ଶରୀରରେ କେବେ ପାଣି ଅଭାବ ହୋଇ ନଥାଏ ।

ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ଯେମିତି ଆମେ ଲେମ୍ବୁ ରସ ପାଣି କରିଥାଉ ତା ଛଡା ଆମ ଗୋନ୍ଦ କତିରା ମିଶିରି ସହ ବଣାଇଲେ ଏହାକୁ ସେବନ କଲେ ଆପଣଙ୍କୁ ବହୁତ ପ୍ରକାର ପ୍ରୋଟିନ ଆଉ ବିଟାମିନ ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ।

କଣ ଆପଣ ଏହା ଜାଣିଛନ୍ତି ଯେ ଗୋନ୍ଦ କତିରା ହୃଦୟ ରୋଗୀ ମାନଙ୍କ ପାଇଁ ବହୁତ ଭଲ ଉପଚାର ଅଟେ, ତେବେ ଯଦି ଆପଣଙ୍କ ଘରେ ଏମିତି କେହି ରୋଗୀ ଅଛନ୍ତି ତେବେ ତାଙ୍କୁ ଗୋନ୍ଦ କତିରା ମିଶିରି ସହ ମିଶାଇ ସେବନ କରିବାକୁ ଦିଅନ୍ତୁ ଦେଖିବେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଭଲ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button