ଦେଶ ବିଦେଶ

ମଣିଷ ମୁଁହ ଭଳି ଛୁଆକୁ ଜନ୍ମ ଦେଲା ଛେଳି, ଏହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ..

ଏହି ଦୁନିଆ ମଧ୍ୟ ବଡ଼ ଅଜବ ଅଟେ। ବର୍ତମାନ ଆପଣମାନେ ଚିନ୍ତା କରୁଥିବେ କି ବାସ୍ତବରେ ଏମିତି କଣ ହୋଇ ଯାଇଛି ଯାହାଦ୍ଵାରା ଆମେ ଦୁନିଆକୁ ଅଜବ କହିବାକୁ ଲାଗିଛେ? ତାହେଲେ ଆପଣଙ୍କୁ ଜଣାଇ ଦେଉଛୁ କି ପ୍ରତିଦିନ ହିଁ ଦେଶ ଦୁନିଆରୁ କୈାଣସି ନାଁ କୈାଣସି ଏମିତି ଖବର ସାମ୍ନାକୁ ଆସି ଯାଇଥାଏ,ଯା‌ହା ଉପରେ ବିଶ୍ବାସ କରିବା ପାଖାପାଖି ବହୁତ ଅଧିକ ମୁସ୍କିଲ ହୋଇ ଯାଇଥାଏ। ହୋଇପାରେ କି ଆପଣମାନେ ମଧ୍ୟ କେବେ ନାଁ କେବେ ଏମିତି ଖବର ଦେଖିଥିବେ,ଯାହା ଉପରେ ଆପଣ ବିଶ୍ଵାସ କରି ପାରୁନଥିବେ, କିନ୍ତୁ ବାସ୍ତବରେ ସେହି ଖବର ସତ ବାହାରିଛି।

 

ଆଛା ତାହେଲେ ଚାଲନ୍ତୁ, ଯଦି ଆମେ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବା କି କଣ କେବେ ଆପଣମାନେ ଏହା ଶୁଣିଛନ୍ତି କି କୈାଣସି ପଶୁ ମନୁଷ୍ୟ ଭଳି ମୁହଁ ବାଲା ଛୁଆକୁ ଜନ୍ମ ଦେଇଛି? ତ ଆପଣମାନେ ଏହା କହିବେ କି ବାସ୍ତବରେ ପଶୁ ମନୁଷ୍ୟ ପରି ମୁହଁ ଭଳି ପିଲାକୁ ଜନ୍ମ କେମିତି ଦେଇ ପାରିବ?ପଶୁ ତ ପଶୁ ପରି ହିଁ ଛୁଆ ଦେବ। ଆପଣଙ୍କର ମଧ୍ୟ କହିବା ବିଲକୁଲ ସତ ଅଟେ କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ଖବର ବିଷୟରେ ଜଣାଇବା ପାଇଁ ଯାଉଛୁ,ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ବାସ୍ତବରେ, ଗୋଟିଏ ଛେଳି ମନୁଷ୍ୟ ଶରୀର ଭଳି ଛୁଆକୁ ଜନ୍ମ ଦେଇଛି। ଆଜ୍ଞା ହଁ, ଯେଉଁ ଲୋକମାନେ ମଧ୍ୟ ଏହାକୁ ଦେଖୁଛନ୍ତି, ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।ପୂରା ମୁହଁ କୈାଣସି ଶିଶୁର ମୁହଁ ପରି ହିଁ ଥିଲା ଏବଂ ଛୁଆଟିର ଲାଞ୍ଜ ମଧ୍ୟ ନଥିଲା। ଯେମିତି ହିଁ ଏହି ଖବର ଗାଁରେ ବ୍ୟାପି ଯାଇଥିଲା ତ ସେହି ଅଦ୍ୱିତୀୟ ଛେଳିର ପିଲାକୁ ଦେଖିବା ପାଇଁ ଲୋକମାନେ ସେଠାରେ ଏକାଠି ହୋଇ ଯାଇଛନ୍ତି।ଏହି ପୂରା ଘଟଣାର ଅଞ୍ଚଳରେ ଖୁବ ଚର୍ଚ୍ଚା ହେଉଛି।

 

ବାସ୍ତବରେ,ଆମେ ଆପଣଙ୍କୁ ଯେଉଁ ଖବର ବିଷୟରେ ଜଣାଉଛୁ,ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ଖବର ଆସାମର କଛାର ଜିଲ୍ଲାର ଧୌଲାଇ ବିଧାନସଭା ଅଞ୍ଚଳର ଗଙ୍ଗା ନଗର ଗାଁରୁ ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପାଳିତ ଛେଳି ମନୁଷ୍ୟ ପରି ଦେଖା ଯାଉଥିବା ଛୁଆକୁ ଜନ୍ମ ଦେଇଥିଲା ଏବଂ ସବୁଠାରୁ ଆଶ୍ଚର୍ଯ୍ୟ କରି ଦେବା ଭଳି ଏହି କଥା ଅଟେ କି ଏହି ପିଲାଟିର ଦୁଇ ପାଦ ଏବଂ କାନ‌ ବ୍ୟତୀତ ବାକି ପୂରା ଶରୀର ମନୁଷ୍ୟ ପିଲା ପରି ହିଁ ଥିଲା। କିନ୍ତୁ ପିଲାଟି ଜନ୍ମର ଅଧ ଘଣ୍ଟା ପରେ ହିଁ ନିଜ ପ୍ରାଣ ତ୍ୟାଗ କରିଥିଲା।

ପଶୁପାଳକର କହିବା କଥା ହେଉଛି କି ସୋମବାର ଦିନ ତାଙ୍କ ଛେଳି ମନୁଷ୍ୟ ଶରୀର ଭଳି ଛୁଆକୁ ଜନ୍ମ ଦେଇଥିଲା। ଯେତେବେଳେ ସେ ଛେଳିର ଛୁଆକୁ ଦେଖିଥିଲେ ତ ସେ ନିଜେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଛେଳି ଯେଉଁ ଛୁଆକୁ ଜନ୍ମ ଦେଇଥିଲା ତ ସେ ନିଜେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଛେଳି ଯେଉଁ ଛୁଆକୁ ଜନ୍ମ ଦେଇଥିଲା,ତାର ପୂରା ମୁହଁ କୈାଣସି ଶିଶୁ ପରି ହିଁ ଥିଲା ଏବଂ ପିଲାଟିର ଲାଞ୍ଜ ମଧ୍ୟ ନଥିଲା। ଯେମିତି ହିଁ ଏହି ଖବର ଗାଁରେ ବ୍ୟାପିଥିଲା, ସେମିତି ହିଁ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଲାଗି ଯାଇଥିଲା। ବର୍ତମାନ ଏହି ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

 

ଇଣ୍ଟରନେଟରେ ଛୁଆଟିର ଫୋଟୋ ବହୁତ ଜୋରରେ ଭାଇରାଲ ହେଉଛି।ଆପଣ ଫଟୋରେ ଦେଖି ପାରିବେ କି ଛେଳିଟି ଅବିକଶିତ ଛୁଆକୁ ଜନ୍ମ ଦେଇଛି ଏବଂ ତା’ର ମୁହଁ ମଧ୍ୟ ମନୁଷ୍ୟ ପରି ହିଁ ଦେଖା ଯାଉଛି।କାଲି ଛେଳି ପେଟରୁ ଧୂସର ରଙ୍ଗର ଶିଶୁ ସମାନ ପିଲାର ଜନ୍ମ ହେବାଦ୍ବାରା ଗାଁ ଲୋକେ ଏହା ମାନି ନେଇଥିଲେ କି ତାଙ୍କର କୈାଣସି ପୂର୍ବଜ ଜନ୍ମ ନେଇଛନ୍ତି।

କିନ୍ତୁ ପିଲାଟି ଅଧିକ ଡେରି ପର୍ଯ୍ୟନ୍ତ ବଞ୍ଚି ରହି ପାରିନଥିଲା।ଜନ୍ମର କିଛି ସମୟ ପରେ ହିଁ ପିଲାଟି ନିଜର ପ୍ରାଣ ତ୍ୟାଗ କରି ଦେଇଥିଲା,ଯାହାପରେ ଗାଁ ଲୋକେ ପାରମ୍ପାରିକ ରିତିନୀତିରେ ତାକୁ ପୋତି ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button