ଭଗବାନ ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ଓ ଜାଣନ୍ତୁ ନିଜର ଭବିଷ୍ୟତ

ବନ୍ଧୁଗଣ ଇଶ୍ଵର ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ଆଜିର ଆମର ବିଷୟ ବସ୍ତୁ ରହିଛି । ସେଥିପାଇଁ ଆପଣଙ୍କୁ 2ଟି ମନ୍ଦାର ଫୁଲ ମଧ୍ୟରୁ ଗୋଟେ ଫୁଲ ବାଛିବାକୁ ପଡିବ । ଏହା ସହ ଆପଣ 1 କି 2 ସଂଖ୍ୟା ମଧ୍ୟରୁ କୌଣସି ଗୋଟେ ବାଛିବାକୁ ପଡିବ । ଦେଖନ୍ତୁ ଆପଣଙ୍କ ଭାଗ୍ୟ ଚକ୍ର କଣ କହୁଛି । ଏହା ଦ୍ଵାରା ଆପଣଙ୍କର ଅନେକ ପ୍ରଶ୍ନ ର ଉତ୍ତର ଆପଣ ପାଇ ପାରିବେ ।
ଦାମ୍ପତ୍ୟ ଜୀବନରେ କଳହ, ସ୍ୱାସ୍ଥ୍ୟ ଭଲ ରହୁ ନାହି, ଧନ ସମସ୍ଯା ଲାଗି ର୍ତାହିଛି ସବୁ କିଛି ଆପଣ ଜାଣି ପାରିବେ । ଯେଉଁ ନମ୍ବର ବା ଫୁଲଟି ଆପଣଙ୍କୁ ପସନ୍ଦ ଆସିବ ତାହା ବାଛି ନିଅନ୍ତୁ । 1- ହଳଦିଆ ମନ୍ଦାର ଫୁଲ ଯଦି ଆପଣ ବାଛିଛନ୍ତି ତେବେ ଆପଣ ପ୍ରଶ୍ନର ଆଶ୍ରୟ ନେଇଛନ୍ତି । ଆପଣଙ୍କ ପାଇଁ ଶୁଭ ସମୟ ଆସିଗଲାଣି । ପ୍ରାୟତଃ ଦୁଖର ସମୟ ଶେଷ ହୋଇଯାଇଛି । ସମୟ ସହ ବ୍ଯାକୁଳତା ଦୂର ହେବ ।
ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା କାରଣରୁ ହେଉଥିଲା । ଏଥିପାଇଁ ଆପଣ ମନ୍ଦ ଫଳ ଭୋଗ କରିସାରିଲେଣି । ଆପଣଙ୍କର ଗୃହ ଉପକରଣ ନଷ୍ଟ ହୋଇଯାଉଛି । କିଛି କାରଣ ନ ଥାଇ ଆପଣ ବିପଦରେ ପଡ଼ୁଛନ୍ତି । ଦୋଷ ନ ଥାଇ ଲୋକ ଆପଣଙ୍କୁ ଦୋଷୀ ଭାବୁଛନ୍ତି । ଉଧାର କରିଥିଲେ ତାହା ସୁଝିବାରେ କଷ୍ଟ ହେଉଥିଲା ।
ସବୁ କିଛି କିନ୍ତୁ ଏବେ ଠିକ ହୋଇଯିବ । ଆପଣ ଇଷ୍ଟ ଦେବତାଙ୍କ ପୂଜାର ବ୍ୟବସ୍ଥା କରନ୍ତୁ । ପୂର୍ବର ଜନ୍ମର କର୍ମର ଫଳ ଏ ଜନ୍ମରେ ଆପଣଙ୍କୁ କଷ୍ଟ ଦେଉଛି । ତଥାପି ଆପଣଙ୍କୁ ଅନେକ ଦିନ ଭୋଗ କରିବାକୁ ପଡିପାରେ । ଏହାର ନିରାକରଣ ସ୍ୱରୂପ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହ 5ଟି ପୂଜକଙ୍କୁ ଖାଇବାକୁ ଦେଇ ଦାନ କରନ୍ତୁ ।
2- ଯଦି ଆପଣ ନାଲି ମନ୍ଦାର ଚୟନ କରିଛନ୍ତି ତେବେ ବର୍ତ୍ତମାନ ଆପଣ ଙ୍କ ଜୀବନରୁ ପାପ ଫଳ ଦୂର ହୋଇ ଶୁଭ ଫଳ ଆସିଯାଇଛି । ଧର୍ମ ଭାବ ଜାଗୃତ ହେବ । ଆର୍ଥିକ ସମସ୍ୟାରେ ଉନ୍ନତି ଆସିବ । କେତୁଙ୍କ ପ୍ରଭାବରୁ ମାନସିକ ଅସାନ୍ତି, କୋଷ୍ଠ କାଠିନ୍ଯ ରୋଗରେ ପୀଡିତ ହୋଇଛନ୍ତି ତେବେ ଏହା ସବୁ ଦୂର ହେବ । ଆପଣଙ୍କର ଆଗକୁ ସମୟ ବହୁତ ଭଲ ଆସିଯିବ । ଏଣିକି ଶାନ୍ତିରେ ବିଶ୍ରାମ କରିବେ ।
ଧନ ମିଳିବ । ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଦେଖି ଚାହିଁ କରନ୍ତୁ । ଭାଗ୍ଯର ସହଯୋଗ ପାଇବରେ ବିଳମ୍ବ ହୋଇପାରେ । ବନ୍ଧୁଙ୍କ ସହାୟତାରେ ଆପଣ ଜୀବନରେ ପରିବର୍ତ୍ତନ ଆଣିବା ସହ ବିଶେ ଲାଭ ପାଇବେ । ବର୍ତ୍ତମାନ ଠାରୁ 7 ଦିନ ମଧ୍ୟରେ ଦେବାଦେବୀଙ୍କ ମନ୍ଦିରରେ ଦାରିଦ୍ରତାଙ୍କୁ ଖାଦ୍ୟ ପଦାର୍ଥ ଦାନ କରନ୍ତୁ । ପ୍ରତେକ କାମକୁ ଡେରି ରେ କରନ୍ତୁ । ଏହି କାରଣରୁ ଜୀବନରେ ବହୁତ କଷ୍ଟରେ ପଡିଛନ୍ତି । ତେଣୁ ଏମିତି ଭୁଲ ଆଉ କରନ୍ତୁ ନାହି । ଏହା ଆପଣଙ୍କ ପ୍ରଗତିର ପଥରେ ବାଧା ଆସିବ ।