ବିଚାର

ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତାକୁ ଦୂର କରିଥାଏ ଏହି ଗଛ । ଜାଣି ରଖନ୍ତୁ ଗୋଟିଏ ଛୋଟ ଉପାୟ

ତେବେ ଆମେ ଆଜି ଯେଉଁ ଗଛ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ନିର୍ମୂଳୀଲତା । ଏହା ସାଧାରଣତଃ ଏକ ଗଛ ନୁହେଁ ବରଂ ଗଛ ଉପରେ ଲତା ଭାବରେ ରହନ୍ତି । ଏହାକୁ ପରଜୀବୀ କୁହାଯାଏ । ତେଣୁ ଆଜି ଆମେ ଏହାକୁ ବ୍ୟବହାର କରି ୫ଟି ତୋଟକା ବିଷୟରେ କହିବୁ ।

ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅନ୍ୟ କୌଣସି ମହିଳାଙ୍କୁ ନେଇ କଳହ ହେଉଛି କିମ୍ବା ଆପଣଙ୍କୁ ଏପରି ଲାଗୁଛି ଯେପରି ସ୍ୱାମୀ ଅନ୍ୟ ଦିଗରେ ଗତି କରୁଛନ୍ତି ତେବେ ଏକ ନିର୍ମୂଳୀଲତାକୁ ଆଣି ସ୍ୱାମୀ ହୋଇଥିଲେ ସ୍ତ୍ରୀ ର ଏବଂ ସ୍ତ୍ରୀ ହୋଇଥିଲେ ସ୍ୱାମୀର ଲମ୍ବର ଏକ ନିର୍ମୂଳୀଲତା ନେଇ ତାହାକୁ ମୋଡ଼ି ଏକ ଶୁନଶାନ ଜାଗାରେ ମାଟିରେ ଦବାଇ ଦିଅନ୍ତୁ ।ଯଦି ଆପଣ ମହିଳା ତେବେ ବାମ ଗୋଡ଼ ଜୋତାରେ ଦବାନ୍ତୁ । ମାତ୍ର ଯଦି ଆପଣ ପୁରୁଷ ତେବେ ଡାହାଣ ଗୋଡ଼ ଜୋତାରେ ଦବାଇ ଦିଅନ୍ତୁ ।

ତାପରେ ପଛକୁ ନବୁଲି ସିଧା ଘରକୁ ଚାଲି ଆସନ୍ତୁ । ଏହା କରିବା ଦ୍ୱାରା ଉକ୍ତ ବ୍ୟକ୍ତି ବଶବର୍ତ୍ତୀ ହୋଇଯିବେ । ନିର୍ମୂଳୀ ଲତା ଶତ୍ରୁଙ୍କ ଠାରୁ ମଧ୍ୟ ରକ୍ଷା କରିଥାଏ । ଯଦି କେହି ଶତ୍ରୁ ଆପଣଙ୍କୁ ହଇରାଣ କରୁଛନ୍ତି ତେବେ ଏକ ନିର୍ମୂଳୀଲତା ଆଣି ତାହାତ ରସ ବାହାର କରନ୍ତୁ । ଅକ୍ପ ଧୁତୁରା ରସ ବାହାର କରି ଏହାକୁ ବେଲପତ୍ର କାଠରେ ସେହି ରସ ଦ୍ୱାରା ଶତ୍ରୁର ନାମ ଲେଖାଁନ୍ତୁ । ଲେଖିବା ପାଇଁ କୌଣସି ଭୋଜ ପତ୍ର ନିଅନ୍ତୁ ।। ବର୍ତ୍ତମାନ ସେହି ଭୋଜ ପତ୍ରକୁ ନେଇ ଏକ ଶୁନଶାନ ଜାଗାକୁ ନେଇ ସେଠାରେ ମାଟିରେ ଦବାଇ ଦିଅନ୍ତୁ। ।ଏହାପରେ ପୁର୍ଭ ଭଳି ଚପଲରେ ଦବାଇ ଦିଅନ୍ତୁ ।

ଏହାପରେ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଦେଖିବେ ଶତ୍ରୁ ବିରୋଧୀ ଶାନ୍ତ ହୋଇଯିବେ । ଯଦି ଆପଣ ବିବାହିତ କିମ୍ବା କୌଣସି ରିଲେଶନଶିପରେ ଅଛନ୍ତି ଏବଂ ଆପଣ ଚାହୁଁଛନ୍ତି ଯେ ଆପଣଙ୍କୁ ଆପଣଙ୍କ ପାର୍ଟନରର ସହାୟତା ପ୍ରାପ୍ତ ହେଉ ତେବେ ଏକ ନିର୍ମୂଳୀଲତା ଆଣି ଯେମିତି କେହି ନଦେଖନ୍ତି ଚୁପଚାପ ପକାଇଥିଲେ ଜଳାଇ ଦିଅନ୍ତୁ ଏବଂ ସେହି ରାତିରେ ସ୍ୱାମୀଙ୍କ ରୁମରେ ସେଥରୁ ଏକ ଚୁଟକି ସିଞ୍ଚି ଦିଅନ୍ତୁ ।

ଦେଖିବେ ଆପଣଙ୍କ ସମ୍ପର୍କ ମଧ୍ୟରୁ ତୃତୀୟା କେହି ଆସିବେ ନାହିଁ ଏବଂ ପ୍ରେମ ମଧ୍ୟ ବଢ଼ିବ । ଏମିତିରେ ଏହି ନିର୍ମୂଳୀଲତା ଟୀକା ଖୁବ ଲାଭଦାୟକ ହୋଇଥାଏ । ତେଣୁ ନିର୍ମୂଳୀଲତା ଆଣି ତାହାକୁ ଶୁଖାଇ ଦିଅନ୍ତୁ ତାପରେ ତାହାର ଅଙ୍ଗାରକୁ ଯଦି ପ୍ରତିଦିନ ଟୀକା ଭାବରେ ଲଗାନ୍ତି ତେବେ ବଶିକରଣ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button