ଧର୍ମ

ଘରେ ଏହି ସ୍ଥାନରେ ରଖିଦିଅନ୍ତୁ ଚାବି | ଖୋଲିଯିବ ଧନର ଦ୍ୱାର |

ଆପଣଙ୍କ ଭାଗ୍ୟ ଖୋଲିପାରେ ଏହି ଚାବି | ଧନ, ସମ୍ପତ୍ତି ଖୁସି ଭରା ଜୀବନ ଦେଇପାରେ ଆପଣଙ୍କୁ ଏହି ଚାବି | ତାଲା ଚାବିର କୋୖଣସି ବି ଏକ ଉପାୟ କରିବେ ତ ଖୋଲିଯିବ ଆପଣଙ୍କ ଭାଗ୍ୟର ତାଲା ଏବଂ ହଟିଯିବ ଆପଣଙ୍କର ସମସ୍ତ ଗରିବି | ବନ୍ଧୁଗଣ ଯେକୌଣସି ତାଲା ଖୋଲିବାକୁ ଚାବିର ଆବଶ୍ୟକତା ନିଶ୍ଚିତ ଥାଏ | ସେହିଭଳି ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିପାରେ ଏହି ଚାବି |

ବାସ୍ତୁ ଶାସ୍ତ୍ରରେ ତାଲା ଏବଂ ଚାବିକୁ ନେଇ କିଛି ନିୟମ କୁହାଯାଇଛି | ବାସ ଛୋଟ ଛୋଟ କଥାର ଧ୍ୟାନ ଦେବାକୁ ପଡିଥାଏ | ଏବଂ ଯେଉଁମାନେ ଏହା କରିନଥାନ୍ତି ସେମାନେ ସବୁବେଳେ ଦୁଃଖରେ ବୁଡି ରହିଥାନ୍ତି | ଗରିବିରେ କଷ୍ଟ ପାଇଥାନ୍ତି | ଘରକୁ ପଇସା ତ ଆସିଥାଏ କିନ୍ତୁ ପାଖରେ ରହିନଥାଏ | ନିର୍ଦ୍ଧନ ହୋଇଯାଆନ୍ତି ଏହି ପରି ଲୋକ | ବନ୍ଧୁଗଣ ଚାବିରେ ଲୁଚି ରହିଥାଏ ଜଣେ ବ୍ୟକ୍ତିଙ୍କର ଭାଗ୍ୟର ରାଜ | ଆସନ୍ତୁ ଜାଣିବା ଏହା କିପରି |

ସାମାନ୍ୟ ଦେଖା ଯାଉଥିବା ଚାବିର ବହୁତ ମହତ୍ୱ ରହିଛି | ମାତା ଲଷ୍ମୀଙ୍କୁ ମଧ୍ୟ ପୂଜା କରି ପ୍ରଶନ କରିବାରେ ଚାବିର ବ୍ୟବହାର କରାଯାଏ | ଆମର ଏହା ମଧ୍ୟ ପରମ୍ପରା ରହିଛି କି ଘରକୁ ନୂଆ ବୋହୂ ଆସିଲେ ତାଙ୍କୁ ଚାବିର ପେନ୍ଥା ଦିଆଯାଏ | କାରଣ ନୂଆ ବୋହୂଙ୍କୁ ଲଷ୍ମୀ ବୋଲି ବିବେଚନା କରାଯାଏ | ଏହାକୁ ଧନ ଆସିବାର ମାର୍ଗ ଏବଂ ଧନର ରକ୍ଷାକବଚ ବୋଲି ମଧ୍ୟ କୁହାଯାଇଛି |

ସେଥିପାଇଁ ତାଙ୍କୁ ଚାବି ପେନ୍ଥା ଦିଆଯାଇଥାଏ | ତାଲା ଚାବି ଆମର ସୁରକ୍ଷା ମଧ୍ୟ କରିଥାନ୍ତି | ତାଲା ପ୍ରଶ୍ନ ହେଲେ ଚାବି ଏହାର ଉତ୍ତର ହୋଇଥାଏ | ଏହାକୁ ବାସ୍ତୁ ଶାସ୍ତ୍ରରେ ମଧ୍ୟ ବହୁତ ମହତ୍ୱ ଦିଆଯାଇଛି | ଘରେ ଚାବିକୁ କେଉଁ ଦିଗରେ ରଖିବା ଏବଂ ଚାବିକୁ କେଉଁଠାରେ ରଖିବା ଏହି କିଛି ଉପାୟ ଆମେ ପାଳନ କଲେ କିପରି ଏବଂ କେଉଁ ଲାଭ ପାଇବା ଘରର କେଉଁ କବାଟରେ କେଉଁ ଚାବି ଲଗେଇବା ଶୁଭ ହୋଇଥାଏ ଚାଲନ୍ତୁ ଜାଣିବା ଏହି ଆର୍ଟିକିଲ୍ ରେ |

ବନ୍ଧୁଗଣ ଅନେକ ସମୟରେ ଏମିତି ହୋଇଥାଏ କି ଲୋକମାନେ ନିଜ ଚାବିକୁ ନିଜ ଘରେ କିମ୍ଭା କୋୖଣସି ଯାଗାରେ ମଧ୍ୟ ଚାବିକୁ ଫୋପାଡ଼ି ଦିଅନ୍ତି | କିନ୍ତୁ ଆମକୁ ଏମିତି କରିବା ଜମା ଉଚିତ ନୁହେଁ | କାରଣ ଚାବିକୁ ରହୁର ପ୍ରତୀକ ଏବଂ ଚାବିକୁ ବୁଧ ବୋଲି ବିବେଚନା କରାଯାଇଥାଏ | ବୁଧକୁ ଆମେ ବୁଦ୍ଧି ଏବଂ ଧନର ଦେବତା ବୋଲି ମାନିଥାଉ | ଗଣେଶ ତାଙ୍କ ସ୍ୱାମୀ ଅଟନ୍ତି | ଧର୍ମ ଶାସ୍ତ୍ର ଅନୁଯାୟୀ ଚାନ୍ଦିର ତାଲା ବହୁତ ଶୁଭ ହୋଇଥାଏ କିନ୍ତୁ ଆଜିର ଜମାନାରେ ତାହା ସମ୍ଭବ ନୁହେଁ କିନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ଘରର କେଉଁ ଦିଗରେ ଅଛି ଆପଣଙ୍କ କବାଟ ଏବଂ ସେହି କବାଟ ଅନୁଯାୟୀ କହିବୁ ଶୁଭ ତାଲା ଏବଂ ଚାବି ବିଷୟରେ |

ସବୁବେଳେ ଧ୍ୟାନ ଦେବେ ଯେ ଆପଣ ଘରେ ଥାନ୍ତୁ କିମ୍ଭା ନଥାନ୍ତୁ କିନ୍ତୁ ଘରର ମୁଖ୍ୟ ଦ୍ୱାରରେ ସବୁବେଳେ ତାଲା ଲଗେଇବେ ବନ୍ଦ କରି ନୁହଁ ଖୋଲିକି ବି ହଉ କିନ୍ତୁ ଲଗେଇବେ କାରଣ ଶାସ୍ତ୍ର ରେ ଏହା କୁହାଯାଇଛି କି ଯେଉଁ ଘରର ମୁଖ୍ୟ ଦ୍ୱାରରେ ତାଲା ଲଗା ଯାଇଥାଏ ମାତା ଅଲଷ୍ମୀ ସେହି ଘରୁ ଆସିବା ଆଗରୁ ହିଁ ଚାଲିଯାଆନ୍ତି ସେହି ତାଲାକୁ ଦେଖି |

ବନ୍ଧୁଗଣ ପୂର୍ବ କୋଣ ସୂର୍ଯ୍ୟଦେବଙ୍କ ରହିବା ସ୍ଥାନ ବୋଲି କୁହାଯାଇଛି | ଏମିତିରେ ଯଦି ବନ୍ଧୁଗଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ମଧ୍ୟ ପୂର୍ବ କୋଣରେ ତେବେ ଆପଣ ନିଜ ଘରେ ତମ୍ଭାର ତାଲା ଲଗାଇ ପାରିବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ | ଏମିତିରେ ଆପଣଙ୍କ ଘରେ କେବେ ବି ଚୋରି ହୋଇନଥାଏ ଏବଂ ଆପଣଙ୍କ ଘରକୁ କେବେ ବି ଦୁଃଖ ଏବଂ ଆସନ୍ତି ପ୍ରବେଶ କରିପାରିନଥାଏ | ଜ୍ୟୋତିଷ ଶାସ୍ତ୍ରରେ ପଶ୍ଚିମ ଦିଗକୁ ଶନିଙ୍କର ସ୍ଥାନ ବୋଲି ବିବେଚନା କରାଯାଇଛି | ଯଦି ଆପଣଙ୍କ ଘର ଏହି ଦିଗରେ ତେବେ ଆପଣ ନିଜ ଘରର ମୁଖ୍ୟ ଦ୍ୱାରରେ ଏକ ବହୁତ ଓଜନିଆ ଲୁହାର ତାଲା ଲଗାନ୍ତୁ |

ଏହା ଅତ୍ୟନ୍ତ ଶୁଭ ଫଳ. ପ୍ରାପ୍ତ କରିଥାଏ | ଏବଂ ମନେ ରଖିବେ ଆପଣ ଯେଉଁ ତାଲା. ଲଗାଉଛନ୍ତି ଦେହି ତାଲାର ରଙ୍ଗ କଳା ହେବ ଦରକାର | ସେହିଭଳି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗରେ ପିତଳର ତାଲା ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଘରକୁ ସବୁବେଳେ ଏହା ସୁରକ୍ଷା ପ୍ରଦାନ କରିଥାଏ | ଧ୍ୟାନ ଦେବେ କି ଏହି ତାଲାର ରଙ୍ଗ ସୁନାର ରଙ୍ଗ ହେଇଥିବା ନିହାତୁ ଆବଶ୍ୟକ୍ ଅଟେ |

ଏମିତି କରିବା ଦ୍ୱାରା ଘରକୁ ସୁଖ ଏବଂ ଶାନ୍ତି ଆସିଥାନ୍ତି | ଏବଂ ଯଦି ଆପଣ ପଞ୍ଜଧାତୁରେ ତିଆରି ହେଇଥିବା ତାଲା ଚାବି ନିଜ ଦକ୍ଷିଣ ଦିଗରେ ଥିବା ମୁଖ୍ୟ ଦ୍ୱାରରେ ଲଗାଇବେ ତେବେ ଏହା ଦ୍ୱାରା ଆପଣଙ୍କ ଘର ସୁରକ୍ଷିତ ତ ରହିବ ଏହା ସହ ଆପଣଙ୍କ ଘରେ ସୁଖ ଏବଂ ଶାନ୍ତିର ପରିବେଶ ସବୁବେଳେ ବଜାୟେ ରହିବ |

ତାଲା ଚାବି ଦ୍ୱାରା ଆପଣ ଏହି ଖାସ ଉପାୟ ନିଶ୍ଚିତ କରନ୍ତୁ ଯାହା ଆପଣଙ୍କ ଭାଗ୍ୟର ତାଲା ଖୋଲିଦେବ | ଆପଣ ଏହି ଉପାୟ ପାଇଁ ପ୍ରଥମେ କୋୖଣସି ଏକ ଶୁକ୍ରବାର ଦିନ ଏକ ଷ୍ଟିଲର ନୂଆ ତାଲା କିଣନ୍ତୁ ଏବଂ ଧ୍ୟାନ ଦେବେ ସେହି ତାଲା ପ୍ରଥମରୁ ହିଁ ବନ୍ଦ ଥିବା | ସେହି ତଳକୁ ଆପଣ ଖୋଲିକି ଦେଖିବେନି କିମ୍ଭା ଦୋକାନୀ ମଧ୍ୟ ସେହି ତାଲା ଯେମିତି ନ ଖୋଲନ୍ତି ତାହା ମଧ୍ୟ ଆପଣ ଧ୍ୟାନ ଦେବେ | ଏବଂ ଆପଣ ସେହି ତାଲା ଆଣି ରାତିରେ ଶୋଇଲା ହେଲେ ନିଜ ଶୋଇବା ଘରେ ଏବଂ ଆପଣଙ୍କ ମୁଣ୍ଡ ଉପରେ କୋୖଣସି ଏକ ସ୍ଥାନରେ ରଖିଦିଅନ୍ତୁ ଏବଂ ସକାଳେ ଅର୍ଥାତ ଶନିବାରକୁ ଧ୍ୟାନ ଦେବେ ଏହି ଉପାୟ ଆପଣ କେବଳ ଶୁକ୍ରବାରକୁ ହିଁ କରିବେ |

ଏହା ପର ଦିନ ଅର୍ଥତ ଶନିବାରଦିନ ଆପଣ ସକାଳୁ ଉଠି ସାନ୍ନ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ଆପଣଙ୍କ ମୁଣ୍ଡ ପାଖରେ ଥିବା ଦୀପକୁ ନେଇ କୋୖଣସି ଏକ ଓସ୍ତ ଗଛ ଚେର ତଳେ ପୋତିଦିଆନ୍ତୁ କିମ୍ଭା ସେହି ତାଲାକୁ ନେଇ କୋୖଣସି ଏକ ମନ୍ଦିରରେ ରଖିଦେଇ ନିଜେ ଘରକୁ ଆସିଯାଆନ୍ତୁ ଏବଂ ପଛକୁ ବୁଲି ଜମା ବି ଚହନ୍ତୁ ନାହିଁ | ଏମିତି କରିବା ଦ୍ୱାରା ସେହି ତାଲାକୁ ଯେ କେହି ବି ଖୋଲିବେ ତାହା ସହ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିଯିବ | ଏବଂ ଜିବନ ସୁନ୍ଦର ଏବଂ ସୁଖଦାୟୀ ହେବ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button