ବିଚାର

ଯେବେ କେହି ସଚ୍ଚା ପ୍ରେମୀ ଆପଣଙ୍କୁ ହୃଦୟ ରୁ ମନେ ପକାଇବେ ତେବେ ଏହି 2ଟି କଥା ନିଶ୍ଚୟ ଅନୁଭବ ହେବ… Krishna Vani

ବନ୍ଧୁଗଣ ଯେବେ ଆପଣ କାହାକୁ ସଚ୍ଚା ପ୍ରେମ କରୁଛନ୍ତି ତାଙ୍କୁ ହୃଦୟ ରୁ ଚାହୁଁ ଥିବେ । ମାନେ ରଖିବେ ଜୀବନରେ କେବେ ବି ଜବରଦସ୍ତି କରି ତାଙ୍କ ହାତ ମାଗିବେ ନାହିଁ । କାରଣ ଯେବେ ଆପଣଙ୍କ ସାଥି ନିଜ ଖୁସିରେ ଆପଣଙ୍କ ଆଖକୁ ଆସିବେ ସେତେବେଳେ ଖୁସି କିଛି ଅଲଗା ଥିବ । ବନ୍ଧନ ସମ୍ପର୍କ ର ନୁହେଁ ଅନୁଭବ ର ହୋଇଥାଏ । ଯେଉଁଠି ଅନୁଭବ ଶେଷ ହୋଇଥାଏ ସେଠାରେ ସମ୍ପର୍କ ମଧ୍ୟ ଶେଷ ହୋଇଯାଏ ।

ପ୍ରେମର ଭାଷା ବହୁତ ସହଜ ହୋଇଥାଏ । ରାଧା କୃଷ୍ଣ ଙ୍କ ପ୍ରେମ କାହାଣୀ ଏହାର ଜ୍ଵଳନ୍ତ ଉଦାହରଣ ଅଟେ । ଦୁନିଆକୁ ପ୍ରେମର ସଠିକ ଅର୍ଥ ବୁଝାଇବା ଥିଲା ରାଧା କ୍ରୀଷ୍ଣ ଙ୍କ ପ୍ରେମ କାହାଣୀ । ଆଜି ଆମେ ଜାଣିବା ସଚ୍ଚା ପ୍ରେମୀ ଆପଣଙ୍କୁ ମନେ ପକାଉଥିଲେ କେଉଁ 2ଟି କଥା ମନେ ପଡିଥାଏ । ଯେବେ ଆମେ ଆମର ସାଥି କୁ ମାନେ ପକାଇଥାଉ ଆମ ଆଖି ଖୋଜିଥାଏ ସତ କିନ୍ତୁ ହୃଦୟ କାନ୍ଦି ଉଠିଥାଏ ।

ଯେବେ ମଣିଷ ନିଜର ପ୍ରେମ କୁ ଭୁଲିବାକୁ ଚାହିଁ ଥାଏ ତେବେ ସାରା ଦୁନିଆ ତାକୁ ସେ ସବୁ ମାନେ ପକାଇବବାକୁ ଲାଗି ପଡେ । ଯାହାକୁ ଆପଣ ସଚ୍ଚା ମନ ରୁ ଚାହିଁବେ ତାକୁ ଆଖି ଫଳକ ରୁ ଦୂରେଇ ପାରିବେ କିନ୍ତୁ ମନରୁ ନୁହେଁ । ସତ ପ୍ରେମ କରୁଥିବା ମଣିଷ ଟି ନିଜ ଅପେକ୍ଷା ନିଜ ସାଥିର କେୟାର କରିଥାନ୍ତି । ଯଦି ନିଜ ସାଥୀଙ୍କୁ ଟିକେ ବି କଷ୍ଟ ହୁଏ ତେବେ ସଚ୍ଚା ପ୍ରେମ କରୁଥିବା ମଣିଷ କୁ ଦୁଃଖ ହୋଇଥାଏ ।

ଛୋଟ ଛୋଟ କଥାରେ ସାଚ୍ଚା ପ୍ରେମୀ ଧ୍ୟାନ ରଖିଥାନ୍ତି । ବହୁତ ସମ୍ମାନ କରିବେ ଓ କେବେ ବି ଅପମାନ କରିବେ ନାହିଁ । ସଚ୍ଚା ପ୍ରେମ କେବେ ବି କୌଣସି ବନ୍ଧନରେ ବାନ୍ଧି ହୁଏ ନାହିଁ । ଆପଣଙ୍କ ସାଥି ନିଜ ଖୁସିରେ ଆପଣଙ୍କ ଖୁସି ଖୋଜିଥାଏ । ସଚ୍ଚା ପ୍ରେମୀ ସୁଖ ସମୟରେ ଯେତିକି ନ ଥାଏ ତା ଠାରୁ ଅଧିକ ଦୁଃଖ ସମୟରେ ସାଥ ଦେଇଥାଏ । ଆପଣଙ୍କ ଦୁଃଖ ହେଉ କି ପରିବାରର ଦୁଃଖ ହେଉ ସବୁବେଳେ ଛିଡା ହୋଇଥାଏ ।

ସଚ୍ଚା ପ୍ରେମୀ ନିଜର ଭବିଷ୍ୟତକୁ ନେଇ ଆପଣଙ୍କୁ ନେଇ ଚାଲିଥାଏ । କାରଣ ତାଙ୍କୁ ଜଣାଥାଏ କି ସେ ଆପଣଙ୍କ ସହ ସାରା ଜୀବନ ରହିବେ । ଯିଏ ଆପଣଙ୍କୁ ସାଥି ଆପଣଙ୍କୁ ମନେ ପକାଇବେ ତେବେ 2ଟି ଜିନିଷ ଅନୁଭବ ହେବ । ପ୍ରଥମ ଜିନିଷ ଆପଣଙ୍କୁ ତାଙ୍କ କଥା ବହୁତ ମନେ ପଡିବ । ଅନ୍ୟ ଟି ଆପଣଙ୍କ ମନରେ ତାଙ୍କ ପାଇଁ ବିଚଳିତ ମନୋଭାବ ଆସିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button