ମନୋରଞ୍ଜନ

ଅନୁଭବଙ୍କ ଦ୍ଵିତୀୟ ସ୍ତ୍ରୀ ଙ୍କ ଫଟୋ ଆସିଲା ସାମ୍ନାକୁ, ସତରେ କଣ ଆଉ ଥରେ ବାହା ହେଇଗଲେ Anubhav, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସୋ-ସି-ଆ-ଲ ମି-ଡି-ଆରେ ଯାହା ଚର୍ଚ୍ଚା ହେଉଥିଲା ତାହାର ସ୍ପଷ୍ଟିକରଣ ରଖିଛନ୍ତି ଅନୁଭବ ମହାନ୍ତି । ଏଥିରେ ଲେଖା ଅଛି ଯେ “ମୂଳରୁ ଦିଆସିଲ ମରା ହୋଇନାହିଁ ସିଆଡେ ନିଆଁ ଲାଗି ଧୂଆଁ ବାହାରିଲାଣି” । ଅର୍ଥାତ ଯାହା ଚର୍ଚ୍ଚା ହେଉଥିଲା ସେ ସବୁ ମିଛ । ଅନୁଭବ ଦିଲ୍ଲୀ ବାନ୍ଧବୀ ଜାଗୃତି ଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି ବୋଲି ଏହି କଥା ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଥିଲା ।

ବର୍ତ୍ତମାନ ଏଠାରେ ଦୁଇଟି ଫଟୋ ସେୟାର କରାଯାଇଛି ଅନୁଭବ ଙ୍କ ସହିତ ତାଙ୍କ ସ୍ତ୍ରୀ ଙ୍କ ଫଟୋ ରହିଛି । ମାତ୍ର ଏହା ରିୟଲ ନୁହେଁ ଏହା ଥିଲା ରିଲ ଅର୍ଥାତ ଏହି ଦୃଶ୍ୟଟି ସୁ-ଟି-ଙ୍ଗ ସମୟର ଅଟେ । ଏହି ଫେସବୁକ ସାଇଡରେ ଯେଉଁ ଫଟୋ ଟି ସେୟାର କରାଯାଇଅଛି ତାହା ହେଉଛି ୱେଲ କମ ଟୁ ୱେଡିଙ୍ଗ, ଶୁଭ ବିବାହ କୁ ଆପଣଙ୍କୁ ସ୍ଵାଗତ କରୁଛୁ, ପ୍ରେମ ଏବଂ ଶ୍ଵେତା ଅର୍ଥାତ ଅନୁଭବ ଙ୍କ ନାମ ଏଠାରେ ପ୍ରେମ ହୋଇଥିବା ସମୟରେ ଶ୍ଵେତା ନାମରେ ଯେଉଁ ଅଭିନେତ୍ରୀ ଅଭିନୟ କରୁଛନ୍ତି ସେ ତାଙ୍କ ସ୍ତ୍ରୀ ଭୂମିକାରେ ନଜର ଆସୁଛନ୍ତି ।

ଏହି ଦୃଶ୍ୟ ଅନୁଭବ ଙ୍କ ଅପ କମିଙ୍ଗ ଫିଲ୍ମ “ଲଭ ଇନ ଲଣ୍ଡନ” ର ଅଟେ । ଆଉ ଏହି ଫଟୋ ମାଧ୍ୟମରେ ସୋ-ସି-ଆ-ଲ ସାଇଡ ରେ ଏହିଭଳି ପ୍ରତିକ୍ରିୟା ଲେଖାଯାଇଛି । ଏହା ଥିଲା ଏକ ଗୁଜବ ଯାହାକୁ ଅନୁଭବ ଙ୍କ କେହି ଜଣେ ଫ୍ୟାନ ଏହିଭଳି ସେୟାର କରିଦେଇଛନ୍ତି । ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେବାକୁ ଲାଗିଛି ।

ଅନୁଭବ ଙ୍କ ର ଅନେକ ପ୍ରଶଂସକ ତଥା ଫ୍ୟାନ ରହିଥିବା ବେଳେ ଏହିଭଳି ଭାବରେ ଖବର ତାଙ୍କୁ ନିରାଶ କରିଛି । ଅଭିନେତା ଅନୁଭବ କହିଛନ୍ତି ଯେ ମୁଁ ଏହି ବାବଦରେ ବିଶେଷ କିଛି କହିବି ନାହିଁ । ଯଦି ବିବାହ କରିବାର ହେବ ତେବେ ସମସ୍ତଙ୍କ ସାମ୍ନାରେ କରିବି ଏହିଭଳି ଲୁଚିଛପି କେଉଁ କାରଣ ବଶତ କରିବି ?

ଅନୁଭବ ଙ୍କ ଦ୍ଵିତୀୟ ବିବାହ କେବେ ହେବ ଏହାକୁ ନେଇ ସମସ୍ତ ଫ୍ୟାନ୍ସ ଚାତକ ଭଳି ଚାହିଁ ବସିଛନ୍ତି । ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ଅନୁଭବ ଙ୍କ ମଧ୍ୟରେ ପାରିବାରିକ ବିବାଦ କମୁନଥିବା ସମୟରେ ଏହିଭଳି ଖବର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ମାତ୍ର ଏହି ମାମଲାରେ ତାଙ୍କର କୌଣସି ହାତ ନାହିଁ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button