ଦେଶ ବିଦେଶ

3 ଟି ଅମୃତଭଣ୍ଡା କୁ ନ କାଟି ନ ଭାଙ୍ଗି 8 ଜଣଙ୍କ ମଧ୍ୟରେ ସମାନ ଭାବେ କେମିତି ବଣ୍ଟାଯିବ ? ଏହା ସହ ଆହୁରି 15+ GK Quiz

ବନ୍ଧୁଗଣ ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ଆମେ ପାଇଗଲେ ଅନେକ ଉପକୃତ ହୋଇ ପାରିବା ।

ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଏହା ସହିତ ଆପଣ ଅନେକ ବଡ ବଡ ପରୀକ୍ଷାରେ ମଧ୍ୟ ଜାଣି ନ ଥିବା ଏହି ଛୋଟ ଛୋଟ ପ୍ରଶ୍ନର ଉତ୍ତର ଦେଇ ଉତ୍ତୀର୍ଣ୍ଣ ହୋଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ତେବେ ଆସନ୍ତୁ ଜାଣି ନେବା ବିସ୍ତାର ଭାବେ । ୧- ଏମିତି କେଉଁ ଜିନିଷ ଅଛି ଯାହାକୁ କେହି ବି ଚୋରୀ କରିପାରିବେ ନାହିଁ ?

ଉତ୍ତର- ଜ୍ଞାନ ।

୨- କେଉଁ ଦେଶରେ ବିଲେଇର ହତ୍ୟା କରି ଦେଲେ ମୃତ୍ୟୁ ଦଣ୍ଡ ମିଳିଥାଏ ?

ଉତ୍ତର- ମିସ୍ତ୍ର ।

୩- କେଉଁ ଦେଶରେ ଏକ ଟଙ୍କାରେ ଏକ ଲିଟର ପେଟ୍ରୋଲ ମିଳିଥାଏ ?

ଉତ୍ତର- ଘନା ।

୪- ଭାରତର କେଉଁ ରାଜ୍ୟରେ ୨୦୦୦ ଟଙ୍କିଆ ନୋଟ ଚାଲେ ନାହିଁ ?

ଉତ୍ତର- ବିହାରର ମିରହାଟି ଗାଁ ରେ ।

୫- କେଉଁ ଦେଶରେ ଅଧିକ ଅସ୍ତ୍ର ଅଛି ?

ଉତ୍ତର- ଇରାନ ।

୬- ଭାରତର ସବୁଠାରୁ ଯୁବା ପ୍ରଧାନମନ୍ତ୍ରୀ କିଏ ଅଟନ୍ତି ?

ଉତ୍ତର- ରାଜୀବ ଗାନ୍ଧୀ ।

୭- କେଉଁ ପଶୁ ର ଶରୀରରେ ଅଧିକ ରକ୍ତ ଥାଏ ?

ଉତ୍ତର- ହାତୀ ।

୮- ଦୁନିଆର ସବୁଠାରୁ ବଦ ଗାଁ ର ନାମ କଣ ?

ଉତ୍ତର- ଗହମର ।

୯- କେଉଁ ଦେଶର ଲୋକ ଷଣ୍ଢ ସହ ଲଢିଥାନ୍ତି ?

ଉତ୍ତର- ସ୍ପେନ ।

୧୦- ଭାରତର ସବୁଠାରୁ ପ୍ରଥମେ ଟ୍ୟାକ୍ସି ସେବା କେଉଁ ସହରରେ ଆରମ୍ଭ ହୋଇଥିଲା ?

ଉତ୍ତର- ବାଙ୍ଗାଲୋର ।

୧୧- ମୋଟରକାର ର ଆବିଷ୍କାର କିଏ କରିଥିଲେ ?

ଉତ୍ତର- କାଲ ବେଚ ।

୧୨- ନେତା ଲୋକେ ଧଳା ରଙ୍ଗର ବସ୍ତ୍ର କାହିନୀ ପିନ୍ଧିଥାନ୍ତି ?

ଉତ୍ତର- କାରଣ ଶାନ୍ତିର ପ୍ରତୀକ ମାନାଯାଏ ।

୧୩- ହିନ୍ଦୀ କହୁଥିବା ରୋବଟ ର ନାମ କଣ ?

ଉତ୍ତର- ରେଶମା ।

୧୪- ଗାଡି ଚକର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଇରାକ ।

୧୫- ଫେସବୁକ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଆମେରିକା ।

୧୬- ୩ଟି ଅମୃତଭଣ୍ଡା କୁ ନ କାଟି ୮ ଜଣଙ୍କ ମଧ୍ୟରେ କେମିତି ବଣ୍ଟାଯିବ ?

ଉତ୍ତର- ସେକ କରିକି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button