ରାଶିଫଳ

100 ବର୍ଷ ପରେ ଏହି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ଭଗବାନ ଶନିଦେବ, ଢାଳିବେ ପ୍ରଚୁର ଧନ ସମ୍ପତ୍ତି, ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି ସୂର୍ଯ୍ୟଙ୍କ ପୁତ୍ର ଓ ତାଙ୍କ ମାତାଙ୍କ ନାମ ଛାୟା । ଶନିଦେବଙ୍କ କୃପା ପାଇବାକୁ ହେଲେ ଭଲ କର୍ମ କରିବାକୁ ପଡିଥାଏ । ଶନିଦେବ କାହାକୁ ବିନା ଭୁଲରେ ଦଣ୍ଡ ଦିଅନ୍ତି ନାହିଁ । ଏହି କାରଣରୁ ତାଙ୍କୁ ଜଗତର ନ୍ୟାୟଧୀଶ ବୋଲି ଜଣାଯାଏ । ଶନିଦେବଙ୍କ ନାମ ଶୁଣିବା ମାତ୍ରେ ସମସ୍ତେ ଭୟ କରିଥାନ୍ତି ।

କିନ୍ତୁ ଶନିଦେବଙ୍କର ଖାସ ଗୁଣ ହେଉଛି ଯାହାଙ୍କ ଉପରେ ତାଙ୍କର କୃପା ଦ୍ରୁଷ୍ଟି ପଡିଯାଏ ତାର କିସ୍ମତ ବଦଳିବାକୁ ବେସୀ ସମୟ ଲାଗେ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ଦୀର୍ଘ 100 ବର୍ଷ ପରେ ଶନିଦେବ ପ୍ରସନ୍ନ ହୋଇଛନ୍ତି କିଛି ରାଶିଙ୍କ ଉପରେ । ମକର ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ଲାଗି ରହିବ । ଧନ ଲାଭର ସମ୍ଭାବନା ଅଛି । ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ । ବିଦେଶରେ ରହି ଚାକିରି କରିବାକୁ ଚାହୁଁଥିଲେ ସମ୍ଭାବନା ଅଛି ।

ମେଷ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ଆସିବାକୁ ଯାଉଛି । ମାନ ସମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାହା କାରଣରୁ ସମାଜରେ ଆପଣଙ୍କର ପ୍ରଶଂସା ହେବ । ଅଟକିଥିବା କାମ ସଫଳତା ପୂର୍ବକ ପୁରା ହେବ ।

ବୃଷ ରାଶି : ଆପଣଙ୍କୁ କହି ରଖୁଛୁ ଆପଣଙ୍କୁ ବହୁତ ଜଲ୍ଦି ଶୁଭ ସଂବାଦ ମିଳିବାର ଯୋଗ ଅଛି । ଜୀବନ ସାଥିଙ୍କ ସହଯୋଗ ପାଇବେ । ମଧୁର ବାଣୀ ଦ୍ଵାରା ସବୁ କାର୍ଯ୍ୟ ସଫଳତା ପୂର୍ବକ ପୁରା ହେବ । ଯାହା କାରଣରୁ ଆପଣଙ୍କର ଧନ ଜନିତ ସମସ୍ଯା ଦୂର ହେବ ।

କନ୍ୟା ରାଶି : ଭଗବାନ ଶନିଙ୍କ ବିଶେଷ କୃପା କାରଣରୁ ଧନ ଲାଭ ସହ ବ୍ୟାପାରରେ ବିଶେଷ ଲାଭ ହେବ । ଚାକିରିରେ ବେତନ ବୃଦ୍ଧି ହେବ । ସନ୍ତାନ ପ୍ରାପ୍ତି ହେବ । ଘର ପରିବାରରେ ଖୁଶିର ମାହୋଲ ରହିବ । ସବୁ କାମ ସଫଳତା ପୂର୍ବକ ପୁରା ହେବ ।

ସିଂହ ରାଶି : ଆପଣଙ୍କ ପାଇଁ ସମୟ ବେହତର ହେବାର ଅଛି । ମାନ ସମାନ ମିଳିବା ସହ ସମାଜ ଦ୍ଵାରା ତାରିଫ କରାଯିବ । ଜୀବନରେ ଏମିତି ଅବସର ମିଳିବ ଯାହା କାରଣରୁ ଜୀବନରେ ଭଲ ପରିବର୍ତ୍ତନ ହେବ ।

ଧନୁ ରାଶି : ଭଗବାନ ଶନିଦେବଙ୍କ କୃପାରୁ ବହୁତ ଜଲ୍ଦି ଭଲ ଖବର ମିଳିବାର ଯୋଗ ଅଛି । ମେହନତର ଫଳ ମିଳିବ । ଯାହା ପାଇଁ ଆପଣଙ୍କ ଖୁଶିର ଠିକଣା ରହିବ ନାହିଁ । ପରିବାର ତଥା ବନ୍ଧୁଙ୍କ ସହଯୋଗ ପାଇବେ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ଖୁଶିର ଭଣ୍ଡାର ଆସିବାକୁ ଯାଉଛି । ସଫଳତାର ନୂଆ ନୂଆ ଅବସର ପ୍ରାପ୍ତ ହେବ । ଯାହା ପାଇଁ ଆପଣ ଜୀବନରେ ଆଗକୁ ବଢିବେ ।

ମିଥୁନ ରାଶି : ଭଗବାନ ଶନିଦେବଙ୍କ କୃପା ଦ୍ରୁଷ୍ଟି ବିଶେଷ ଭାବେ ରହିବ । ଆୟରେ ବୃଦ୍ଧି ହେବ । ସବୁ କାର୍ଯ୍ୟ ସଫଳତା ପୂର୍ବକ ପୁରା ହେବ । ଆପଣଙ୍କୁ ଖୁବ ଧନ ଲାଭ ହେବ । ପରିବାରରେ ଖୁଶିର ମାହୋଲ ସହ ବ୍ୟାପାରରେ ବୃଦ୍ଧି ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button