ମନୋରଞ୍ଜନ

ବାଛନ୍ତୁ ଗୋଟେ ଫୁଲ ଦେଖନ୍ତୁ ଆପଣଙ୍କ ଉପରେ କେଉଁ ଶକ୍ତି ଙ୍କ ହାତ ଅଛି, କେଉଁ ଖୁସି ଖବର ମିଳିବ ଆପଣଙ୍କୁ- Tarot Card Reading

ହେଲୋ ସାଙ୍ଗ ମାନେ । ଆଜି ଆମେ ଆପଣଙ୍କ ପାଇଁ ସୁନ୍ଦର ବିଷୟ ବସ୍ତୁ ନେଇ ଆସିଛୁ । ତାହା ପୁଣି ଆପଣଙ୍କ ଲାଇଫର କିଛି ମହତ୍ଵପୂର୍ଣ୍ଣ କଥାକୁ ନେଇ । ଆଜ୍ଞା ହଁ ପୂର୍ବରୁ ଆମେ ଏଭଳି ଅନେକ ବିଷୟ ବସ୍ତୁ ନେଇକି ଆସିଥିଲୁ । କିନ୍ତୁ ଆଜି ଟିକେ ଭିନ୍ନ ରହିଛି । ଆପଣଙ୍କ ଉପରେ କେଉଁ ଶକ୍ତିଙ୍କ ବାସ ରହିଛି ତାହା ଜାଣିବାକୁ ଚାହୁଁଛନ୍ତି କି ତେବେ ବାଛି ନିଅନ୍ତୁ ୩ଟି ମନ୍ଦାର ଫୁଲ ମଧ୍ୟରୁ କୌଣସି ଗୋଟିଏ ।

ପ୍ରତେକ ବ୍ୟକ୍ତି ଈଶ୍ବରଙ୍କ ଉପରେ ଭରସା କରିଥାଏ । ଈଶ୍ବରଙ୍କ କୃପା ପାଇବାକୁ ବ୍ୟକ୍ତି ଅନେକ କିଛି ପୂଜା ପାଠ କରିଥାଏ । ତେବେ ଆଜି ଆମେ ଆପଣ ଟାର୍ଟୋ କାର୍ଡ ଜରିଆରେ ଏହା ଜାଣିପାରିବେ । ୧- ଯଦି ଆପଣ ପ୍ରଥମ ମନ୍ଦାର ଫୁଲ ଚୟନ କରିଛନ୍ତି ତେବେ ଆପଣଙ୍କ ଉପରେ ନାରଦ ମୁନି ଙ୍କ କୃପା ରହିଛି । ଆଗାମୀ ସମୟରେ ଆପଣଙ୍କ ପାଇଁ ସବୁ କିଛି ସରଳ ହୋଇଯିବ ।

ଯଦି ଆପଣ ନିଜର ଜ୍ଞାନ ବଢାଇବାକୁ ଚାହୁଁଛନ୍ତି ଆଉ ଏହି ଫିଲ୍ଡ ରେ ଅଛନ୍ତି ତେବେ ନିଶ୍ଚୟ ସଫଳ ହେବେ । ଆପଣଙ୍କ ଜୀବନରେ ଯାହା ଅଛି ତୀବ୍ର ଗତି କରିବ ନାହିଁ । ସଫଳତାର ରାସ୍ତା ଧୀରେ ରହିଛି କିନ୍ତୁ ଆପଣଙ୍କୁ ଏହା କିଛି ନା କିଛି ଶିଖାଉଛି । ଆପଣ ଏମିତି ପର୍ଶନ ଯିଏ ଶାନ୍ତ ରହିଥାନ୍ତି । ଆପଣ ଜୀବନରେ ସଫଳତା ହାସଲ କରିବାକୁ ତରବର ହୁଅନ୍ତି ନାହିଁ ।

୨- ଯଦି ଆପଣ ଦ୍ଵିତୀୟ ମନ୍ଦାର ଫୁଲକୁ ବାଛିଛନ୍ତି ତେବେ ଆପଣଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ରହିଛି । ଆପଣଙ୍କ ଥରେ ସହନଶୀଳତା ଅଧିକ ରହିଛି । ଆପଣ ଜୀବନରେ ବହୁତ ସଂଘର୍ଷ କରୁଛନ୍ତି । ଆପଣ ଲାଇଫରେ କିଛି ଖରାପ କରି ନାହାନ୍ତି । କିନ୍ତୁ ପୂର୍ବ ଜନ୍ମରେ କିଛି ଏମିତି କର୍ମ କରିଛନ୍ତି ସେଥିପାଇଁ ଆଜି ସଂଘର୍ଷ କରୁଛନ୍ତି । ଆପଣଙ୍କ ଲାଇଫ କେବେ ନା କେବେ ବଦଳିବ । ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନର ସମୟ ଏକ ସୁନ୍ଦର ଭାବେ ଆସିବ । ଯାହା ବି ଭଲ କର୍ମ ରହିଛି ସେଥିପାଇଁ ଆପଣଙ୍କୁ ନିଶ୍ଚୟ ଖୁସି ମିଳିବ ।

୩- ଯଦି ଆପଣ ତୃତୀୟ ମନ୍ଦାର ଫୁଲଟି ଚୁଜ କରିଛନ୍ତି ଆପଣଙ୍କ ପାଇଁ ଦୈତ୍ୟ ଙ୍କ କାର୍ଡ ରହିଛି । ଆପଣଙ୍କ ଲାଇଫର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ଆପଣ ଯେମିତି ଚାହୁଁଛନ୍ତି ସେମିତି କିଛି ନାହିଁ । ଆପଣ ଯେତେ ଖରାପ କରି ନାହାନ୍ତି ଲୋକେ ତା ଠାରୁ ଅଧିକ ଖରାପ କରୁଛନ୍ତି । ଆପଣ ଯାହାଙ୍କୁ ନିକଟତର ଭାବୁଛନ୍ତି ସେ ଆପଣଙ୍କୁ ଧୋକା ଦେଉଛନ୍ତି ।

ଆପଣଙ୍କର କିଛି ଭୁଲ ନ ଥାଇ ବି ଆପଣ ସମସ୍ୟାରେ ପଡ଼ୁଛନ୍ତି । କିନ୍ତୁ ଆପଣଙ୍କ ଭୁଲ କଣ ତାହା ଜାଣିପାରୁ ନାହାନ୍ତି । ପିଲା ଦିନରୁ ଆପଣ ଦୁଖରେ ଅଛନ୍ତି । ଖରାପ ସମୟ ଦେଖିଛନ୍ତି । ଏବେ ଯେଉଁ ସମସ୍ୟା ଚାଲିଛି ଆପଣ ଅଳ୍ପ ବହୁତ ଖୁସି ଅନୁଭବ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button