ରାଶିଫଳ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 29 May ଠାରୁ 4 June ଯାଏଁ ଏହି ରାଶିକୁ ମିଳିବ ବଡ ଖୁସି ଖବର

ବନ୍ଧୁଗଣ ପ୍ରତେକ ମଣିଷଙ୍କ ଜୀବନରେ ଈଶ୍ବରଙ୍କ କୃପା ରହିଥାଏ । ଯାହା କାରଣରୁ ସେମାନଙ୍କ ଜୀବନରେ ଖୁସି ଦୁଖ ଆସିଥାଏ । କିନ୍ତୁ ଗ୍ରହ ମାନଙ୍କର ଚଳନ କାରଣରୁ ମଧ୍ୟ ମଣିଷ ଜୀବନରେ ଚେଞ୍ଜେସ ଆସିଥାଏ । ଯାହା କାରଣରୁ ମଣିଷ ସଫଳତା ଓ ବିଫଳତା ପାଇଥାଏ । ମା ଲକ୍ଷ୍ମୀଙ୍କ କୃପାରୁ ୨୯ ମେ ଠାରୁ ଜୁନ ୪ ଯାଏଁ କିଛି ରାଶି ହେବାକୁ ଯାଉଛନ୍ତି କୋଟିପତି । ଏହି ରଶିଙ୍କ ଜୀବନକୁ ଆସୁଛି ଅପାର ଖୁସି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ତୁଳା ରାଶି : ଆପଣଙ୍କ ପାଇଁ ବ୍ୟାପାର କ୍ଷେତ୍ରରେ ଅଚାନକ ଧନ ଲାଭର ସମ୍ଭାବନା ଅଛି । ଯାତ୍ରା ଲାଭଦାୟକ ହେବ । ଜୀବନରୁ ଦୁଖ ଦୂରୀଭୂତ ହେବ । କୌଣସି ବ୍ୟକ୍ତି ବିଦେଶରେ ଚାକିରି କରିବାକୁ ଇଚ୍ଛା କରିଛନ୍ତି ତାହା ପୂରଣ ହେବ । ପରିବାରରେ ଖୁସି ର ମାହୋଲ ଖେଳିବ ।

ମେଷ ରାଶି : ମା ଲକ୍ଷ୍ମୀଙ୍କ ଅଶେଷ କୃପା ଆପଣଙ୍କ ଉପରେ ରହିବ । ଯଦି ନୂଆ ବିଜନେସ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଏହି ସମୟ ଅତ୍ୟନ୍ତ ଭଲ ସମୟ । ଯାହା ଦ୍ଵାରା ଆପଣଙ୍କୁ ସବୁ କିଛି ସଫଳତା ମିଳିବ । ନୂଆ ଲୋକ ବା ବନ୍ଧୁଙ୍କ ସହ ଭେଟ କରିବେ । ଯାହା ପାଇଁ ଆପଣ ଭଲ ଟିପ୍ସ ପାଇବେ ।

କନ୍ୟା ରାଶି : ଆପଣଙ୍କ ପାଇଁ ମା ଲକ୍ଷ୍ମୀଙ୍କ ଅପାର କୃପା ବର୍ଷା ହେବାକୁ ଯାଉଛି । ଶିକ୍ଷା କ୍ଷେତ୍ରରେ ଉଚ୍ଚ ସଫଳତା ମିଳିବ । ଜୀବନରେ ନୂଆ ଖୁସି ଖବର ମିଳିବାକୁ ଯାଉଛି । ଯେଉଁ ମାନେ ବିବାହ ହେଉନ ଥିଲା ସେମାନଙ୍କର ସମୟ ଆସିଯାଇଛି ।

ସିଂହ ରାଶି : ଆପଣଙ୍କ ପାଇଁ ଖୁସିର ସମୟ ଆସୁଛି । ସମାଜରେ ମାନ ସମାନ ବୃଦ୍ଧି ହେବ । ବ୍ୟବସାୟରେ ଫାଇଦା ହେବ । ବ୍ୟାପାରରେ କିଛି ଚେଞ୍ଜ କରିବେ । ଚାକିରି କ୍ଷେତ୍ରରେ ପ୍ରମୋଶନ ସହ ଦରମା ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ସାଥିଙ୍କ ସହ କାମ ପୂରଣ କରିବେ ।

ବୃଷ ରାଶି ; ମା ଲକ୍ଷ୍ମୀ ଆପଣଙ୍କ ପାଇଁ ଖୁସି ଖବର ନେଇକି ଆସୁଛନ୍ତି । ପୂର୍ବରୁ ଯେଉଁ କର୍ମ କରିଥିଲେ ତାହାର ଫଳ ପାଇବେ । ଆପଣଙ୍କ ଯୋଜନା ଫଳପ୍ରଦ ହେବ । ସାମାଜିକ କ୍ଷେତ୍ରରେ ମାନ ସମାନ ବୃଦ୍ଧି ପାଇବେ । ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଶୁଭ ରହିବ ।

କୁମ୍ଭ ରାଶି : ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି । ବେରୋଜଗାର ମାନଙ୍କୁ ଚାକିରି ମିଳିବାର ଯୋଗ ଅଛି । ଯୋଜନା ମୁତାବକ କାର୍ଯ୍ୟ ହେବ । ବିଜନେସକୁ ନେଇ ଚିନ୍ତାରେ ଥିଲେ ତାହା ଦୂର ହେବ । କାରୋବାର ଯଥେଷ୍ଟ ମାତ୍ରାରେ ଆଗକୁ ବଢିବ ।

ମକର ରାଶି : ଆପଣଙ୍କ ପାଇଁ ଶୁଭ ଦିନ ଆସିବାକୁ ଯାଉଛି । ସମ୍ପତିରୁ ବଡ ଲାଭ ମିଳିପାରେ । ସେୟାର ବଜାରରେ ଫାଇଦା ପାଇବେ । ଭାଗ୍ଯର ସହଯୋଗ ପାଇବେ । ନୂଆ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଅତ୍ୟନ୍ତ ଶୁଭ ସମୟ ରହିଛି । ସୁଖର ବୃଦ୍ଧି ହେବାର ସମୟ ଆସୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button