ରାଶିଫଳ

ମେଷ ରାଶି ଆଗାମୀ 44 ଦିନ ଘଟିବ କିଛି ଏଭଳି କି ଭୁଲି ପାରିବେ ନାହିଁ, ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଜଣାଇବୁ ଆଗାମୀ ୪୪ ଦିନ ଯାଏଁ ମେଷ ରାଶିର ବ୍ୟକ୍ତିଙ୍କ ଜୀବନରେ ବଦଳିବାକୁ ଯାଉଛି । ଏମାନଙ୍କ ଜୀବନରେ ବଡ ଉପଲବ୍ଧି ପ୍ରାପ୍ତ ହେବାକୁ ଯାଉଛି । ଆସନ୍ତୁ ଜାଣିବା ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ୪୪ ଦିନ କିପରି ରହିବାର ଅଛି । ଆପଣଙ୍କର ରାଶିର ଗ୍ରହ ମଙ୍ଗଳ ଆଜି ଠାରୁ ବଡ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରୁ ବାହାରୁଛନ୍ତି । ଯାହା କି ସ୍ଥିତିକୁ ପୂର୍ଣ୍ଣ ଭାବେ ବଦଳାଇ ଦେବ । ଏବେ ଯାଏଁ ମଙ୍ଗଳ ଆପଣଙ୍କୁ ଯେଉଁ କଷ୍ଟ ଦେଉଥିଲେ ତାହାର ଅନ୍ତ ହେବାକୁ ଯାଉଛି । ଆପଣଙ୍କୁ ପ୍ରତେକ କ୍ଷେତ୍ରରୁ ପ୍ରତେକ ଗ୍ରହଙ୍କର ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ମଙ୍ଗଳ ଏବେ ୪୪ ଦିନ ଯାଏଁ ଭାଗ୍ୟ ସ୍ଥାନରେ ବସିବେ ଯାହା ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ।

ମଙ୍ଗଳ ଆପଣଙ୍କର ଭାଗ୍ୟକୁ ଚମକାଇ ପାରନ୍ତି । ଏହି ସମୟରେ ଆପଣ ନିଜର ଭାଗ୍ୟକୁ ପରୀକ୍ଷା କରିପାରିବେ । ଭାଗ୍ୟ କାରଣରୁ ଆପଣଙ୍କୁ ବହୁତ କିଛି ମିଳିଯିବ । ଆପଣଙ୍କୁ କର୍ମ ଫଳ ଓ ଫଳ ଅଧିକ ମିଳିବାର ଯୋଗ ଅଛି । ଗୋଟେ ସ୍ଥାନରେ ଏମାନେ କେବେ ଅଟକି ରୁହନ୍ତି ନାହି । ଅଷ୍ଟମ ଭାବରେ ମଙ୍ଗଳ ବହୁ ପ୍ରକାରରେ ଜୋସରେ ଅଭାବ ଦେଉଥିଲେ ।

କିନ୍ତୁ ଏବେ ଏହା ବଢିବାର ଅଛି । ଆପଣଙ୍କର ରେଜଲ୍ଟ ଭଲ ରହିବ । ବ୍ୟାପାରର କ୍ଷେତ୍ରରେ ଶୁଭ ସମୟ ଆସୁଛି । ଧାର୍ମିକ କ୍ଷେତ୍ରରେ ଉପଲବ୍ଧି ରାପ୍ତ ହେବ । ଏହି ସମୟରେ ରାଜନୀତିରେ ଆଗ୍ରହୀ ହେଉଥିଲେ ଠିକ ହେବ । ଡିଫେନସ ସର୍ଭିସରେ ଟ୍ରାଏ କରିଲେ ଭଲ ଚାକିରି ମିଳିପାରେ । ଆପଣ ଏହି ସମୟରେ ଖେଳକୁଦ କ୍ଷେତ୍ରରେ ଆଗକୁ ଯାଇପାରନ୍ତି ।

ନାମ, ଧନ ଅର୍ଜନ କରିବାର ସୁଯୋଗ ପ୍ରାପ୍ତ ହେବ । ଆପଣଙ୍କର ଆତ୍ମସମ୍ମାନ, ସ୍ବାଭିମାନ ଉଚ୍ଚ ସ୍ଥାନକୁ ପ୍ରାପ୍ତ କରାଇବ । ଭଲ ଚାକିରି ମିଳିପାରେ । ବିଦେଶ ଯାତ୍ରାର ଯୋଗ ବନୁଛି ଯାହା ଆପଣଙ୍କ ପାଇଁ ମନେ ରଖିବା ଭଳି ସାବ୍ୟସ୍ତ ହେବ । ଯେଉଁ ମାନେ ବିବାହର ଅପେକ୍ଷାରେ ରହିଛନ୍ତି ଜନ୍ମ ଭୂମି ଠାରୁ ପ୍ରସ୍ତାବ ଆସିପାରେ ଓ ବିବାହ ସ୍ଥିର ହୋଇପାରେ ।

ଯେଉଁ ମାନେ ସନ୍ତାନ ସୁଖରୁ ବଞ୍ଚିତ ହେଉଥିଲେ ସେମାନଙ୍କର ଇଚ୍ଛା ପୂରଣ ହେବ । ଆପଣଙ୍କ ସ୍ଵଭାବରେ ସାମାନ୍ୟ ପରିବର୍ତ୍ତନ ଆସିପାରେ କିନ୍ତୁ ଆପଣଙ୍କର କିଛି କ୍ଷତି ହେବ ନାହି । କଥା କହିବାର ଶୈଳୀ ଉପରେ ଧ୍ୟାନ ରଖିବାର ଅଛି । ନୂତନ ଗୃହ ନିର୍ମାଣ, ଘର କ୍ରୟ କରିବାକୁ, ଗୃହ ଅନୁକୂଳ କରିବାକୁ ଚାହୁଁଛନ୍ତି ତେବେ ସମୟ ଶୁଭ ଆସୁଛି ।

ଏହି ୪୪ ଦିନ ମଧ୍ୟରେ ନିଜ ପାଇଁ ଘର ଆରମ୍ଭ କରୁଥିଲେ ନିସ୍ପତି ସଠିକ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଭଲ ରହୁଛି । ଶାରୀରିକ ପୀଡାରୁ ମୁକ୍ତି ପାଇବେ । ଏହି ସମୟରେ ଧର୍ମ ସ୍ଥାନରେ ଚାଉଳ, ଗୁଡ, କ୍ଷୀର ଦାନ କରୁଛନ୍ତି ଆପଣଙ୍କର ସବୁ କାମ ଶୀଘ୍ରତାର ସହ ପୂରଣ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button