ଦେଶ ବିଦେଶ

ବନ୍ଦ ହେଇଯିବ debit ଓ credit କାର୍ଡ ଆରବିଆଇ ଜାରି କଲା ନିଅମ ମିଳିବ ନୂଆ କାର୍ଡ କେମିତି ଆଣିବେ ଦେଖନ୍ତୁ ।

RBI ର ସୂଚନା ଅନୁନାଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଥିବା ପୁରୁଣା DEBIT ଓ କ୍ରେଡିଟ କାର୍ଡ ବନ୍ଦ ହେବାକୁ ଯାଉଛି କେନ୍ଦ୍ରୀୟ ବ୍ୟାଙ୍କ ତରଫରୁ ଏହି ଘୋଷଣା କରାଯାଇଛି ଏହାକୁ ସମସ୍ତେ ପାଳନ କରିବାକୁ ବାଧ୍ୟ ହେବେ । ଏହି ଘୋଷଣା କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ବର୍ଷ ଡିସେମ୍ବର ମାସ ପୂର୍ବରୁ ଆମର ପୁରୁଣା କର୍ଡ଼କୁ ଆମ ମାନଙ୍କୁ ବଦେଇଲେଇବାକୁ ହେବ ସବୁ ବ୍ୟାଙ୍କ ଏହି ନୋଟିସ କିଛି ଦିନ ଭିତରେ ଜାରି କରିବେ ଏଥିରେ ଆପଣ ନିଜ ନିଜର ବ୍ୟାଙ୍କ ଯାଇ ନୂଆ କାର୍ଡ ଆଣିବେ ।

ଏହାର କାରଣ କଣ ??

 

ବ୍ୟାଙ୍କ ଆମକୁ ଯେଉଁ କାର୍ଡ ଦେଇଛି ଏହା ହେଉଛି ମ୍ୟାଗନେଟିକ କାର୍ଡ ଏହାର କ୍ଲୋନିଂ ଓ ଜାଲିଆତି ନେଇ ବହୁତ ସମସ୍ୟା ଦେଖିବାକୁ ମିଳୁଛି ଆଜିକାଲି ଏହି ଚୋରି ଓ ଜାଲିଆତି ବଢିବାର ଲାଗିଛି । ବହୁତ ଶିକ୍ଷିତ ଚୋର ନୂଆ ନୂଆ ଉପାୟ ବାହାର କରି ବ୍ୟାଙ୍କ କୁ ଓ ସାଧଆରଣ ଲୋକଙ୍କୁ ଠକିବାର ଲାଗିଛନ୍ତି ଏହାକୁ ନେଇ ଆରବିଆଇ ଚିନ୍ତା ପ୍ରକଟ କରିବା ସହ ଏହି ପଦକ୍ଷେପ ନେଇଛି ।

 

ଏହି ବର୍ଷ ଲକ୍ଷ ଲକ୍ଷ କେଶ ହୋଇଛି ଯାହା ଦ୍ୱାରା ସାରା ଭାରତରେ ହୋଇଥିବା ଜାଳିଆତି କେତେ ମାତ୍ରାରେ ବଢିଯାଇଥିବା ଆପଣ ଭାବିପାରୁଥିବେ ଏହି ସବୁ କଥାକୁ ନେଇ ଆରବିଆଇ ପୁରୁଣା କାର୍ଡ ସବୁକୁ ବଦଳାଇ ନୂତନ ଚିପ କାର୍ଡ ଦେବାକୁ ସ୍ଥିର କରିଛି । ଆରବିଆଇ ଜାନୁଆରୀ 2019 ରୁ ଏହି କାର୍ଡ ବ୍ୟବହାର ଆରମ୍ଭ କରିବାକୁ ଯାଉଛି ।ଏହି ନୂତନ କାର୍ଡ ଚିପର ହୋଇଥିବାରୁ ଏହାକୁ କେହି ବି ଟ୍ରେସ କରିପାରିବେ ନାହିଁ ।

 

ଆପଣଙ୍କୁ ନିଜର ସୁରକ୍ଷା ପାଇଁ କିଛି ଅଲ୍ପ ପରିଶ୍ରମ କରିବାକୁ ପଡିବ । ଏହି ନୂତନ କାର୍ଡ ପାଇଁ ଆପଣଙ୍କୁ କିଛିବି ଖର୍ଚ କରିବାକୁ ପଡ଼ିବ ନାହିଁ ବ୍ୟାଙ୍କ ଏହା ଆପଣଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଦେବ। ଏହାକୁ share କରି ସମସ୍ତଙ୍କୁ ଜଣେଇବାକୁ ଅନୁରୋଧ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button