ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣି ପିଇଲେ, ମୂଳରୁ ଶେଷ ହୋଇ ଯାଇ ଥାଏ ଏହି ତିନିଟି ରୋଗ

ଭାରତ ଏମିତି ଏକ ଦେଶ ଯେଉଁଠିକି ଲୋକେ ମିଠା ଖାଇବା ପାଇଁ ବହୁତ ଭଲ ପାଇ ଥାନ୍ତି । କିନ୍ତୁ କିଛି ଲୋକ ଏମିତି ବି ହୋଇ ଥାନ୍ତି ବଢୁ ଥିବା ହେଲଥ ପ୍ରବ୍ଲେମ ପାଇଁ ମିଠା ଖାଇବା ବନ୍ଦ କରି ଦେଇ ଥାନ୍ତି । ଆୟୁର୍ବେଦ ରେ କେବଳ ଅଲଗା ଅଲଗା ରୋଗର ଚିକିତ୍ସା ହେଇ ପାରୁଛି । ଆୟୁର୍ବେଦ ର ନିୟମ ଅନୁସାରେ ଆମକୁ ଏମିତି ବହୁତ ଚେର ମୁଳି ର ଔଷଧ ଆଉ ଏମିତି କିଛି ସାର ପଦାର୍ଥର ମିଶ୍ରଣରେ ତିଆରି ହେଉ ଥିବା ଚୂର୍ଣ୍ଣ କିମ୍ବା ଏମିତି କିଛି ପଦାର୍ଥ ଯାହାକୁକି ଖାଇବା ପାଇଁ ସମସ୍ତେ ପସନ୍ଦ କରି ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଗୁଡ଼ ସମ୍ବନ୍ଧୀୟ ଏମିତି କିଛି ସୂଚନା ଦେବାକୁ ଚାହୁଁଛୁ ।

୧:- ଶରୀରରେ ଯେଉଁ ଲୋକମାନଙ୍କର ରକ୍ତର ଅଭାବ ରହି ଥାଏ କିମ୍ବା ଆଇରନ ର ଅଭାବ ରହି ଥାଏ ତେବେ ଏହି ଗୁଡ଼ କୁ ସକାଳୁ ନିହାତି ଖାନ୍ତୁ ଆଉ ହାଲୁକା ଉଷୁମ ପାଣି ପିଅନ୍ତୁ । କାରଣ ଏହି ଗୁଡରେ ଆଇରନ ପ୍ରଚୁର ମାତ୍ରାରେ ମିଳି ଥାଏ । ଗୁଡ଼ ଶରୀରରେ ରକ୍ତକୁ ଶୀଘ୍ର ବଢ଼େଇ ଥାଏ ।

Image Courtesy: Google

୨:- ଯଦି ଆପଣ ପ୍ରତି ଦିନ ସକାଳୁ ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣି ପିଅନ୍ତି ତାହେଲେ ପେଟରେ ଗ୍ୟାସ, ଏସିଡିଟି , ପେଟ ବଥା କବ୍ଜ ଇତ୍ୟାଦି ସମସ୍ୟା ମୂଳରୁ ଶେଷ ହୋଇ ଯାଇ ଥାଏ । ଏହା ସହିତ ଏହା ପେଟ ଠିକ ଭାବରେ ସଫା ହେବାରେ ସାହାଯ୍ୟ କରି ଥାଏ ।

Image Courtesy: Google

୩:- ଗୁଡରେ କ୍ୟାଲସିଆମ ସହିତ ଫସଫରସ୍ ବି ରହି ଥାଏ, ଯାହାକି ହାଡକୁ ଶକ୍ତିଶାଳୀ ରଖିବା ପାଇଁ ସାହାଯ୍ୟ କରିଥାଏ । ଆଉ ଚିନି ହାଡ ପାଇଁ ବହୁତ ବିପଦଜନକ ହୋଇ ଥାଏ, କାହିଁକି ନା ଚିନିକୁ ଏତେ ଅଧିକ ଗରମ ମାତ୍ରା ରେ ପ୍ରସ୍ତୁତ କରା ଯାଇ ଥାଏ ଯେ ଯାହା ଫଳରେ ଆଖୁ ଗଛରେ ରହି ଥିବା ଫସଫରସ ଶେଷ ହୋଇ ନଷ୍ଟ ହୋଇ ଯାଇ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button