ରାଶିଫଳ

ଶ୍ରୀକୃଷ୍ଣ କହିଥିଲେ ଏହି ରାଶୀଙ୍କ ବିଷୟରେ, ଏମାନେ କଳିଯୁଗର ସବୁଠୁ ଶକ୍ତିଶାଳୀ ରାଶି

ଏହି କଥା ପ୍ରତ୍ୟେକ ଲୋକ ଜାଣନ୍ତି କି ଗ୍ରହ ଗୁଡିକ ଯେତେ ବେଳେ ଗତିପଥ ପରିବର୍ତ୍ତନ କରିଥାନ୍ତି ଏହାର ପ୍ରଭାବ ଆମ ଜୀବନ ସଇଳି ଉପରେ ପଡେ ଏହାର ପ୍ରଭାବରେ ଜୀବନର ଗତିପଥ ମଧ୍ଯ ପରିବର୍ତ୍ତନ ହୋଇଥାଏ । କିଛି ଗ୍ରହର ପ୍ରଭାବ କିଛି ଲୋକଙ୍କ ପାଇଁ ଶୁଭ ହୋଇଥାଏ ତ କିଛି ମଣିଷଙ୍କ ପାଇଁ ଦୁଃଖ ନେଇ ଆସିଥାଏ ବହୁତ ଲୋଜ ଗ୍ରହ ଓ ନକ୍ଷତ୍ର ଉପରେ ବହୁତ କିଛି ଗବେଷଣା କରିଥାନ୍ତି ଏହି ଗବେଷଣାର ଫଳ । ଫଳ ଦ୍ୱାରା ଆମକୁ ବହୁତ କିଛି ତଥ୍ୟ ଜାଣିବାକୁ ମିଳିଥାଏ । ତେବେ ଜୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ରାଶି ଏହି କଳିଯୁଗର ସର୍ବଶ୍ରେଷ୍ଠ ରାଶି ଏବଂ ଏହି ରାଶିଙ୍କର ଖରାପ ସମୟ ସରିଯାଇଛି ଏହାର ମାନେ ଅନ୍ୟ ଯୁଗରେ ଏହି ରାଶିର ଲୋକମାନେ ବହୁତ କଷ୍ଟ ଭୋଗ କରିଥିଲେ ।

Image Courtesy: Google

ଯେପରିକି କେତେକ ଲୋକ କେତେ ଜନ୍ମରେ ରାକ୍ଷସ ଜନ୍ମ ପାଇଥାନ୍ତି ତ ବହୁତ ଲୋକ ବହୁତ ଜନ୍ମରେ ପଶୁ ଜନ୍ମ ପାଇ କଷ୍ଟ ଭୋଗ କରିଥାନ୍ତି କିନ୍ତୁ ସେହି ରାଶିର ଲୋକଙ୍କର ଭଲ ଦିନ କଳିଯୁଗରେ ଆଗତ ହେବ ବୋଲି ଶ୍ରୀକୃଷ୍ଣ କହିଥିଲେ । ଚାଲନ୍ତୁ ସେହି ପାଞ୍ଚଟି ରାଶି ବିଷୟରେ ଜାଣିବା।

ମେଷ:

Image Courtesy: Google

ପ୍ରଥମ ରେ ମେଷ ରାଶି ଏହି ବ୍ୟକ୍ତିମାନେ ନିଜ ପରିବାର ଲୋକଙ୍କୁ ବୁଝିପାରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖି କାର୍ଯ୍ୟ କଲେ ଜୀବନ ସାରା ଖୁସିରେ ରହିବେ ଏହି ରାଶୀମାନଙ୍କର ଏହି ଯୁଗରେ ଭଲ ସମୟ ରହିଛି ମୁଖ୍ୟତଃ ବହୁତ ସଂଖ୍ୟାର ଲୋକମାନେ ଏହି ଯୁଗରେ ଖୁସିରେ ଜୀବନ ଯାପନ କରିବେପରିବାରରେ ଖୁସିର ବାତ୍ତାବରଣ ଦେଖିବାକୁ ମିଳିବ।

ସିଂହ :

ସଂହ ରାଶି ବିଷୟରେ ଏହି ବ୍ୟକ୍ତିମାନେ ଆଧ୍ୟାତ୍ମିକ ଦିଗରେ ଶକ୍ତିଶାଳୀ ଅଟନ୍ତି।ଶାରୀରିକ ଭାବରେ ଖୁବ୍ ମଜଭୁତ ଅଟନ୍ତି।ପୁଞ୍ଜି ନିବେଶକୁ ଦୂରେଇ ରଖିବା ଉଚିତ୍ଏହି ରାଶୀମାନଙ୍କର ଏହି ଯୁଗରେ ଭଲ ସମୟ ରହିଛି ମୁଖ୍ୟତଃ ବହୁତ ସଂଖ୍ୟାର ଲୋକମାନେ ଏହି ଯୁଗରେ ଖୁସିରେ ଜୀବନ ଯାପନ କରିବେ

ବିଛା:

ତାପରେ ବିଛା ରାଶି ସଂମ୍ପର୍କରେ ଏହି ରାଶିର ଲୋକେ ଶାରୀରିକ ଓ ମାନସିକ ରୂପେ ଶକ୍ତିଶାଳୀ ଅଟନ୍ତି।ଜୀବନ ସାଥୀଙ୍କ ସହ ବୁଝାମଣା ଘଟିବ।ନୂତନ କାଯ୍ୟରେ ମନଦେବେ ଭାଇ ଭଉଣୀଙ୍କ ଠାରୁ ଆର୍ଶୀବାଦ ମିଳିବ।ପ୍ରେମ ସମ୍ପର୍କରେ ଉତ୍ତମ ଅଟେ।ଏହି ରାଶୀମାନଙ୍କର ଏହି ଯୁଗରେ ଭଲ ସମୟ ରହିଛି ମୁଖ୍ୟତଃ ବହୁତ ସଂଖ୍ୟାର ଲୋକମାନେ ଏହି ଯୁଗରେ ଖୁସିରେ ଜୀବନ ଯାପନ କରିବେ ।

Image Courtesy: Google

ମକର :

ଏବେ ମକର ରାଶି ବିଷୟରେ ଏହି ରାଶିର ବ୍ୟକ୍ତି ମାନେ ପୁଞ୍ଜି ନିବେଶକୁ ସତ୍ତର୍କରେ କରିବେ। ଆର୍ଥିକ କ୍ଷତିକୁ ଦୂରରେ ରୁହନ୍ତୁ । ଆପଣଙ୍କ ପ୍ରିୟ ଲୋକଙ୍କ ସହ ଭୁଲ ବୁଝାମଣା ହେଇପାରେ ଏମିତି ହେବ କି ସେ ଜୀବନ ସାରା ପାଇଁ ଆପଣଙ୍କ ଠାରୁ ଦୁରେଇଯିବ । ଏହି ରାଶୀମାନଙ୍କର ଏହି ଯୁଗରେ ଭଲ ସମୟ ରହିଛି ମୁଖ୍ୟତଃ ବହୁତ ସଂଖ୍ୟାର ଲୋକମାନେ ଏହି ଯୁଗରେ ଖୁସିରେ ଜୀବନ ଯାପନ କରିବେ ।

କୁମ୍ଭ ରାଶି :

ଏବେ ଜାଣିବା କୁମ୍ଭ ରାଶି ବିଷୟରେ ଏହି ରାଶିର ବ୍ୟକ୍ତି ମାନେ ଆଜିର ମନୋରଞ୍ଜନ କୁ ଖେଳକୁଦରେ ମାନିନେବେ ଏହି ରାଶୀମାନଙ୍କର ଏହି ଯୁଗରେ ଭଲ ସମୟ ରହିଛି ମୁଖ୍ୟତଃ ବହୁତ ସଂଖ୍ୟାର ଲୋକମାନେ ଏହି ଯୁଗରେ ଖୁସିରେ ଜୀବନ ଯାପନ କରିବେ ।। ଅଧିକ ଅଜଥା ଖର୍ଚ୍ଚ ହୋଇପାରେ । ପରିବାରର ଲୋକଙ୍କ ଆଗରେ କାଯ୍ୟ ନିନ୍ଦନୀୟ ହେବ । ଆପଣଙ୍କ ଖରାପ ବ୍ଯବହାର କାରଣରୁ ନିନ୍ଦନୀୟ ହେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button