ବିଚାର

ଦୀର୍ଘ ୬୧ ବର୍ଷ ପରେ ସୁର୍ଯ୍ୟ ଦେବଙ୍କର ଚଳନ ହୋଇଛି । ଏହି ରାଶି ମାନଙ୍କ ପାଇଁ ଭଲ ସମୟ ।

ଆଗାମୀ ଦିନ ରେ ସୂର୍ଯ୍ୟଙ୍କର କିରଣ ବଦଳିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି କି, ୬୧ ବର୍ଷ ପରେ ଏମିତି ହେବା କୁ ଯାଉଛି ପ୍ରତେକ ବର୍ଷ ସୂର୍ଯ୍ୟଙ୍କ କିରଣ ଗୋଟେ ଦିଗରୁ ଅନ୍ୟ ଦିଗକୁ ଢଳି ଥାଏ ଯେମିତି କି କିଛି ଋତୁରେ ଏହା ଦକ୍ଷିଣାମୁଖୀ ହୋଇଥାଏ ତ କେବେ ଅଲଫ ଋତୁ ଚକ୍ର ଆଦିଲେ ଏହା ଉତ୍ତର ଅଭିମୁଖୀ ହୋଇଥାଏ ଏହା କେବଳ ସୂର୍ଯ୍ୟର କିରଣ ଓ ତାପମାନ ଉପରେ ପ୍ରଭାବ ପକାଏ ନାହିଁ ଏହା ପ୍ରଭାବ ପକାଏ ସବୁ ମଣିଷଙ୍କ ରାଶି ନକ୍ଷତ୍ର ଉପରେ ପ୍ରତେକ ମାସ ଏହାର ପ୍ରଭାବ ଅଲଗା ଅଲଗା ପଡିଥାଏ । ପ୍ରତ୍ୟେକ ମାସରେ ପ୍ରତ୍ୟେକ ରାଶି ଉପରେ ସୂର୍ଯ୍ୟ ଙ୍କର ପ୍ରଭାବ ପଡିଥାଏ ।

ଏହି ରାଶି ମାନଙ୍କ ପାଇଁ ଭଲ ସମୟ

ପ୍ରଥମ ରେ ମେଷ ରାଶି , ଏମାନଙ୍କ ଘରେ ଏମାନଙ୍କ ଭଲ ପାଇବା କୁ ସମର୍ଥନ କରିବେ । ସକରାତ୍ମକ ପ୍ରଭାବ ଦେଖିବା କୁ ମିଳିବ । ଧର୍ମ କାର୍ଯ୍ୟ ରେ ମନ ଦେବେ । ପୂରୁଣା ସମ୍ପର୍କୀୟ ଙ୍କ ସହ ଦେଖା ହେବ।

ସିଂହ ରାଶି, ଏମାନଙ୍କ ମନରନ୍ଜନ କାମ ରେ ବ୍ୟସ୍ତ ରହିବେ। ଭାଇ ,ଭଉଣୀ ମାନେ ଆର୍ଥିକ ସହାୟତା ପାଇବେ। ଚାକିରୀଆ ମାନଙ୍କ ପାଇଁ ସମୟ।ବହୁତ ଉତ୍ତମ।

 

ବ୍ୟବସାୟ ରେ ଲାଭ

ତୁଳା ରାଶି, ଏମାନଙ୍କ ଧର୍ମ କାର୍ଯ୍ୟ ରେ ମନ ରହିବ । ବ୍ୟବସାୟ ରେ ଲାଭବାନ ହେବେ। କୈଣସି ଧାର୍ମିକ କାମ ରେ ଯୋଗ ରହିଛି। କୁମ୍ଭ ରାଶି, ଏହି ରାଶି ର ସ୍ୱଭାବ ଅତି ଉତ୍ତମ ରହିବ । ଅଧିକ ଖର୍ଚ୍ଚ ର ଯୋଗ ରହିଛି। ପରିବାର ରେ ଶକ୍ତି ବଜାୟ ରହିବ ।

କେତେ କେତେ ଲକ୍ଷ ବର୍ଷ ପୂର୍ବରୁ ସୂର୍ଯ୍ୟଙ୍କର ଏହି ଚଳଙ୍କୁ ନେଇ କେତେ ଗଣନା କରି ଜ୍ୟୋତିର୍ବିତ ମାନେ ସବୁ କିଛି କଥା କହିଦେଉଥିଲେ ଏମିତିକି ହଜାର ହଜାର ବର୍ଷ ପରେ ଆସିବାକୁ ଥିବା ସୁର୍ଯ୍ୟ ଗ୍ରହଣ ସୁର୍ଯ୍ୟ ପରାଗ ଓ ବହୁତ କିଛି ଏମିତି ଯାହାକୁ ବିଶ୍ୱାସ କରିବା ଅସମ୍ଭବ ।

 

ଆଜିକାଳୀର ଜୀବନରେ ଏହି ଜ୍ୟୋତିଶ ଶାସ୍ତ୍ରକୁ ବହୁତ ଲୋକ ବିଶ୍ୱାସ କରୁନଥିଲେ ମଧ୍ୟ ଏହାକୁ କେହି କହିପାରିବେନି ଯେ ଜ୍ୟୋତିଶ ଶାସ୍ତ୍ର ଯାହା ବି କୁହେ ମିଛ ବୋଲି । ଜୀବନର ସବୁ ଜାଗାରେ ଏହାର ଵ୍ୟଵହାର ହେଇ ଆସୁଛି ଏମିତିକି ଛୋଟ ଛୋଟ ପୂଜା ପାଠ କରିବା ପାଖରୁ ଆରମ୍ଭ କରି ବହୁତ ବଡ଼ ବଡ଼ କାର୍ଯ୍ୟ ଯେମିତିକି ବାହାଘର , ବ୍ରତଘର , ଜ୍ୟୋତିଶ ଶାସ୍ତ୍ର ବିନା ଏହାକୁ କରିବା ଏକ ପକ୍ଷରେ ଅସମ୍ଭବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button