ବିଚାର

ନାଗସାପ ମଥାରେ ଦେଖିବାକୁ ମିଳିଲା ନାଗମଣି, ଆଶ୍ଚର୍ଯ୍ୟ କରିଦେଲା ଭଳି ଆଲୋକ ବାହାରୁଛି, ଦେଖନ୍ତୁ ଭିଡିଓ

ଆମ ଭାରତର ଅନେକ ଯାଆଗରେ ସାପ ପୂଜା ପାଇଥାନ୍ତି ଆମ ଦେଶର ଲୋକେ ଶପକୁ ଶିବଙ୍କର ଅବତାର ବୋଲି ଗ୍ରହଣ କରିଥାନ୍ତି । ବିଶେଷ କରି ନାଗ ସାପକୁ ପୂଜା ଅର୍ଚନା କରାଯାଏ ବିଶ୍ୱାସ ରହିଛି ନାଗ ସାପ ପାଖରେ ନାଗମଣି ରହିଛି କିନ୍ତୁ ଏହି କଥା କେବେ କେହି ଦେଖିନାହାନ୍ତି ଆସନ୍ତୁ ଜାଣିବା ଏହି ନାଗ ମାନି ବିଷୟରେ କଣ ଘଟିଛି ଘଟଣା କର୍ଣ୍ଣାଟକର ହିଲମାକି ଗାଁର ଘଟଣା ଗାଁରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଯାହା ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ନିଶ୍ଚୟ ହୋଇଯିବେ ।

ଗାଁର ଜଣେ ଚାଷୀ ଚାଷ କ୍ଷେତ୍ରର ଗୋଟେ ସାପର ପଛ ମୁଣ୍ଡରେ ଆଲୋକ ଜଳୁଥିବା ଏକ ସାପ ଦେଖିଲେ ଯାହାର ପଛ ମୁଣ୍ଡରେ ଏକ ଆଲୋକ ଜଳୁଥିଲା

 

ଏହା ଏକ ଦୁର୍ଲଭ ପ୍ରଜାତିର ନାଗ ଯାହାକୁ ଲୋକ ଦେଖି ପୂଜା ଅର୍ଚନା ଆରମ୍ଭ କରିଦେଇଥିଲେ ସୋସିଆଲ ସାଇଟ୍ ରେ ।

 

ଏହି ସାପର ଭିଡିଓ ଏବେ ଭାଇରଲ ହେବାର ଲାଗୁଚି ଭାଇରଲ ହେଉଥିବା ଫୋଟୋରେ ଗୋଟେ କୁକୁର ସାଓଆକୁ ଦେଖି ଭୁକିବାର ଦୃଶ୍ୟ ଦେଖିବାକୁ ମିଳୁଛି। କିଛ ସମାୟ ପରେ ଏହି କଥା ଚାରୁଆଡ଼େ ପ୍ରଘଟ ହେବା ଫଳରେ ସେହି ଜାଗାରେ ବିଶେଷଜ୍ଞ ଦଳ ପହଂଚି ଏହି ଚମତ୍କାରି ସାପ ଉପରେ ଅଧ୍ୟୟନ ଆରମ୍ଭ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button