ସ୍ୱାସ୍ଥ୍ୟ

ଦାନ୍ତ ସଫା କରିବା ସହ ଆଉ କି କି କାମରେ ଆସିଥାଏ Colgate, ଜାଣିଲେ ଆପଣଙ୍କ ହୋସ ଉଡିଯିବ?

ସର୍ବ ପ୍ରଥମେ ଆମେ ସକାଳୁ ଉଠି ଆଗ ବ୍ରଶ୍‌ କରିଥାଉ। କିନ୍ତୁ ଏହି କୋଲ୍‌ଗେଟ୍‌ ଆମର ଦାନ୍ତ ସଫା କରିବା ସହ ଆଉ କଣ କଣ କାମରେ ସାହାଯ୍ୟ କରେ ଆପଣ ଜାଣି ନଥିବେ।

ତେବେ ଆସନ୍ତୁ ଜାଣିବା କୋଲଗେଟ୍‌କୁ ଆମେ ଆମର ଦୈନନ୍ଦିନ ଜୀବନରେ କିପରି ବ୍ୟବହାର କରିପାରିବା

୧. ମୁହଁରେ ବ୍ରଣ ହେଉଥିଲେ କୋଲଗେଟ୍‌ ଲଗାଇଲେ ଏହା ଭଲ ହୋଇଯିବ।

୨. ମାର୍ବଲ ଯୋଡା ହୋଇଥିବା ଯାଗା ଯଦି କଳା ହେଇଯାଇଛି ତାହାଲେ କୋଲଗେଟ୍‌ ଦ୍ୱାରା ଏହା ଭଲରେ ସଫା ହୋଇଥାଏ।

୩. ଏଥିରେ ମଇଳା ହୋଇଥିବା ଜୋତା ମଧ୍ୟ ସଫା କରିପାରିବେ।

୪. କିଛି କୋକାକୋଲାରେ ଅଳ୍ପ କୋଲଗେଟ୍‌ ମିଶାଇ ବେସିନ୍‌ ଓ ଷ୍ଟିଲ୍‌ ଟ୍ୟାପ୍‌ ଇତ୍ୟାଦି ସଫା କରିପାରିବେ।

୫. ଆପଣ କୋଲଗେଟ୍‌କୁ ବ୍ୟବହାର କରି ଚସମା କାଚ, ଆଇନା ,ମୋବାଇଲ୍‌ ସ୍କ୍ରିନ୍‌, ଗାଡ଼ି କାଚ ଏବଂ କାଚ ଜିନିଷ ସଫା କରନ୍ତୁ ଦେଖିବେ ଚକ୍‌ ଚକ୍‌ କରିବ।

୬. ପିଆଜ, ରସୁଣ ଇତ୍ୟାଦି କାଟିଲେ ଯଦି ହାତରୁ ଗନ୍ଧ ବାହାରୁଥାଏ। କୋଲଗେଟ୍‌ରେ ହ୍ୟାଣ୍ଡୱାସ୍‌ କଲେ ଦୁର୍ଗନ୍ଧ କମିଯିବ।

୭. ଆପଣଙ୍କ ନଖ ଯଦି ହଳଦିଆ ହୋଇଯାଇଛି ତାହାଲେ ଆପଣ କୋଲଗେଟ୍‌ ଲଗାଇ ନଖ ସଫା କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button